Sign in
Sign in
Recover your password.
A password will be e-mailed to you.
କ୍ଷତ୍ରିୟବରପୁରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ କ୍ଷତ୍ରିୟବରପୁର ପଂଚାୟତ କାର୍ଯ୍ୟାଳୟ ପରିସରରେ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I କ୍ଷତ୍ରିୟବରପୁର ପଞ୍ଚାୟତ କାଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଅଭିଯୋଗ ଶୁଣାଣି ଶିବିର…
ଇଣ୍ଡିଆସ୍କିଲ୍ସ ଆଞ୍ଚଳିକ ପ୍ରତିଯୋଗିତା ୨୦୨୫-୨୬: ଚମକିଲେ ପୂର୍ବ ଭାରତର ଦକ୍ଷ ଯୁବ ପ୍ରତିଭା
ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗର ପ୍ରତିଯୋଗୀଙ୍କ ଶ୍ରେଷ୍ଠ ସଫଳତା
ଭୁବନେଶ୍ୱରରେ ଶେଷ ହେଲା ୪ଦିନିଆ ଦକ୍ଷତା ମହାକୁମ୍ଭ; ୧୩୨ ଜଣ କୃତି ପ୍ରତିଯୋଗୀ ପୁରସ୍କୃତ
ପ୍ରକୃତ ବିକାଶ କେବଳ ଅର୍ଥନୈତିକ ଅଭିବୃଦ୍ଧି ନୁହେଁ, ଦକ୍ଷତା ଉପରେ ଆଧାରିତ: ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର…
ଧରଣୀଧର ମେଡିକାଲ କଲେଜରେ ଶୌଚାଳୟ ଅବସ୍ଥା ଶୋଚନୀୟ।
ପାଣି ନିଷ୍କାସନ ହେଉନଥିବାରୁ ରୋଗୀ ହନ୍ତସନ୍ତ।
କେନ୍ଦୁଝର,ତା୨/୩- ଶହ ଶହ କୋଟି ଖର୍ଚ୍ଚ କରି କେନ୍ଦୁଝରରେ ଧରଣୀଧର ମେଡିକାଲ କଲେଜ ସ୍ଥାପନ କରାଯାଇଥିଲା। ଭବ୍ୟ କୋଠା ହୋଇଗଲା ପରେ ଏହାକୁ ଦେଖି ସମସ୍ତେ ଖୁସି ହୋଇଥିଲେ କି କେନ୍ଦୁଝର ଜିଲ୍ଲାର ନିଜସ୍ୱ ଜିଲ୍ଲା ଖଣିଜ ପ୍ରତିଷ୍ଠାନ…
ସିନ୍ଧିଗୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସମାଜ ର ମହା ସମ୍ମିଳନୀ
ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ପାପଡାହାଣ୍ଡି ତା ୦୨/୦୩/୨୬ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଠାରେ କଳିଙ୍ଗ ବୈଶ୍ୟ ସମାଜ ଇନ୍ଦ୍ରାବତୀ ଅଞ୍ଚଳ ର ଏକ ମହା ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। କଳିଙ୍ଗ ବୈଶ୍ୟ ସମାଜ (ଇନ୍ଦ୍ରାବତୀ ଅଞ୍ଚଳ) ସଭାପତି ଟି…
ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ଜଳ ସଙ୍କଟ
ଦୁଇବର୍ଷ ହେଲା ଅଚଳ ହୋଇପଡିଛି, ସୋଲାର ପାନୀୟ ଜଳ ପ୍ରକଳ୍ପ
ବେଲଗୁଣ୍ଠା, -(ଶିବରାମ ଚୌଧୁରୀ)-, ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଧିରେ ଧିରେ ଆରମ୍ଭ ହେଲାଣି I ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ହିଁ ବିଭିନ୍ନ ନଦୀ, ନାଳ, ପୋଖରୀ ଶୁଖିବାକୁ ବସିଲାଣି I ଏହାର ପ୍ରଭାବ ପାନୀୟ ଜଳ ସମସ୍ୟାକୁ ହାତ ଠାରି…
ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ
ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, :ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବେଲଗୁଣ୍ଠା ଠାରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ବର୍ତମାନ ଯୁଗରେ ବିଜ୍ଞାନ କିପରି ବହୁ ଗୁରୁତ୍ୱ ପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ବିଜ୍ଞାନ ବଳରେ ଅସମ୍ଭବ କାର୍ଯ୍ୟ ମଧ୍ୟ…
ଭବିଷ୍ୟତରେ ଯନ୍ତ୍ର ଅଧିକ କାର୍ଯ୍ୟକ୍ଷମ ଓ ଚତୁର ଭାବେ ଉଭା ହେବ: ପ୍ରଫେସର (ଡକ୍ଟର) ପେନ୍
ଭୁବନେଶ୍ୱର, ମାର୍ଚ୍ଚ, ୦୨: ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତା ଏବେ ସବୁଠି ଚର୍ଚ୍ଚାରେ ରହିଥିବା ବେଳେ ଏହି ସମ୍ପର୍କିତ ଜଣେ ଆନ୍ତର୍ଜାତିକ ବିଶେଷଜ୍ଞ କହିଛନ୍ତି ଯେ ଭବିଷ୍ୟତରେ ମେସିନ୍ ଅଧିକ କାର୍ଯ୍ୟକ୍ଷମ ଓ ଚତୁର ହେବା ସହ ମଣିଷର ବୁଦ୍ଧିମତାକୁ ପଛରେ…
ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (ଫଟୋ) ରାଜୁ ସିଂଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା
ଭୁବନେଶ୍ୱର, ୦୨/୦୩/୨୦୨୬: ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗର ସହକାରୀ ନିର୍ଦ୍ଦେଶକ (ଫଟୋ) ଶ୍ରୀ ରାଜୁ ସିଂଙ୍କୁ ବିଭାଗ ପକ୍ଷରୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସଭାରେ ବିଭାଗୀୟ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସପଟ୍ଟନାୟକଙ୍କ…
ଓଡ଼ିଶା ରାଜ୍ୟ ମହିଳା ଆୟୋଗଙ୍କ ଜନଶୁଣାଣି
ଭୁବନେଶ୍ୱର-ତା.୦୨.୦୩.୨୦୨୬: ମହିଳାଙ୍କ ଘରୋଇ ହିଂସା, ନିର୍ଯାତନା, ଯୌତୁକ, ସମ୍ପତ୍ତି ବିବାଦ, କାର୍ଯ୍ୟାସ୍ଥଳରେ ନିର୍ଯାତନା, ସାଇବର ଅପରାଧ, ପରିତ୍ୟାଗ, ବୈବାହିକ ବିବାଦ ଏବଂ ମହିଳା ଅଧିକାର ଉଲଂଘନ ଏବଂ ମହିଳା କଲ୍ୟାଣ ସମ୍ପର୍କିତ ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଜଡିତ ଅଭିଯୋଗର ଶୁଣାଣି ପାଇଁ…
ବିଜେପୁର ବିଧାୟକ ସନତ କୁମାର ଗଡତୀୟା ଙ୍କ ନେତୃତ୍ବରେ ବିରାଟ ମିଶ୍ରଣ ପର୍ବ ସହ ଉନ୍ନତିର ବୃହତ୍ ଘୋଷଣା
ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ହାଇସ୍କୁଲ ପଡିଆରେ ଆୟୋଜିତ ଭାରତୀୟ ଜନତା ପାର୍ଟି ର ବିରାଟ ମିଶ୍ରଣ ପର୍ବ ରାଜନୈତିକ ଉତ୍ସାହ ସହ ଉନ୍ନତିମୂଳକ ଘୋଷଣାରେ ମଧ୍ୟ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଉଠିଲା। ହଜାର ହଜାର କର୍ମୀ, ସମର୍ଥକ ଓ ସାଧାରଣ ଲୋକଙ୍କ ଉପସ୍ଥିତିରେ ଆୟୋଜିତ ଏହି ସଭା…