Sign in
Sign in
Recover your password.
A password will be e-mailed to you.
ଖଣ୍ଡହତା ରବିନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରୀଡା ଉଦଯାପିତ ।
ବୀରମହାରାଜପୁର - (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ଖଣ୍ଡହତା ରବିନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉଦଯାପିତ ହୋଇଯାଇଛି । ଏହି ଉଦଯାପନୀ ଉତ୍ସବରେ କଲେଜର ଅଧ୍ୟକ୍ଷ ଜଗବନ୍ଧୁ ବେରିହାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ…
ମହିଳା ସ୍ନାତକ ମହାବିଦ୍ୟାଳୟର ୮ମ ବାର୍ଷିକ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଗଜପତି ଷ୍ଟାଡିୟମ୍ ଠାରେ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ : ରୀନା ସାହୁଙ୍କ ସଭାପତିତ୍ବରେ ଜିଲ୍ଲା…
ସ୍ବାସ୍ଥ୍ୟ ଏବଂ ଶିକ୍ଷା ବିଭାଗର ଜିଲ୍ଲାସ୍ତରୀୟ ମିଳିତ ସମନ୍ବୟ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ସଭାଗୃହ ଠାରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ସ୍ବାସ୍ଥ୍ୟ ମିଶନ ଅଧିନସ୍ତ ରାଷ୍ଟ୍ରୀୟ ବାଲ ଓ କିଶୋର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମର ଏକାଭିମୁଖୀ ହେବା ଉପରେ ବିଦ୍ୟାଳୟ ଓ…
୯୫ ବ୍ୟାଚର ୪ ଆଇଏସ ଅଫିସରଙ୍କୁ ପ୍ରିନ୍ସିପାଲ ସେକ୍ରେଟାରୀ ପାହ୍ୟା
ଭୁବନେଶ୍ୱର (ଶାସକ ପ୍ରଶାସକ) :ରାଜ୍ୟ ସରକାର ୧୯୯୫ ବ୍ୟାଚର ୪ଜଣ ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ଦେଇଛନ୍ତି | ସେମାନେ ପ୍ରମୁଖ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ପାଇଥିବା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାପଡିଛି |
ସେମାନେ ହେଲେ ଶକ୍ତି ସଚିବ…
ଚାଷୀ ବିଲକୁ ପାଣି ପହଂଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନ ସାକାର କରିବାକୁ ଓଏଲଆଇସି ପ୍ରତିବଦ୍ଧ : ଶ୍ରୀ ପତ୍ରୀ
ବିଭିନ୍ନ ପ୍ରକଳ୍ପ ବୁଲି ସରଜମିନ ଅନୁଧ୍ୟାନ କଲେ ଉଠା ଜଳସେଚନ ନିଗମ ଅଧ୍ୟକ୍ଷ
କଟକ ଡିଭିଜନ କାର୍ଯ୍ୟାଳୟ ଗସ୍ତ କରି ଏହାର ସମସ୍ତ ବିଭାଗ, ଉପ ବିଭାଗ ବୁଲିଲେ
ଧାର୍ଯ୍ୟ ସମୟ ମଧ୍ୟରେ ଅଚଳ ପ୍ରକଳ୍ପକୁ ସଚଳ କରିବା ସହ ନୂଆ ପ୍ରକଳ୍ପ ପୂର୍ଣ୍ଣାଙ୍ଗ କରିବାକୁ ସମୀକ୍ଷା ବୈଠକରେ…
ଗଣପତି ଆଦର୍ଶ ଶିକ୍ଷା ନିକେତନ ର ୧୩ତମ ବାର୍ଷିକ କ୍ରୀଡା ଉଦଯାପିତ ।
ବୀରମହାରାଜପୁର - (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦରମହକୁମା ଠାରେ ଥିବା ଗଣପତି ଆଦର୍ଶ ଶିକ୍ଷା ନିକେତନର ୨ ଦିନ ଧରି ଚାଲିଥିବା ୧୩ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ମହାସମାରୋହରେ ଶନିବାର ଅପରାହ୍ନରେ ଉଦ୍ଯାପିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ…
ଜାତୀୟ ଗଣିତ ଦିବସ ଓ ଶ୍ରୀ ନିବାସନ ରାମାନୁଜମ୍ ଙ୍କ ଜୟନ୍ତୀ ପାଳିତ ।
ବୀରମହାରାଜପୁର - (ରିପୋର୍ଟ ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ପଣ୍ଡାପାଲି ଠାରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ସୁବାସ ମେହେର ଙ୍କ ଅଧ୍ୟକ୍ଷତାରେ ଜାତୀୟ ଗଣିତ ଦିବସ ଓ ଶ୍ରୀ ନିବାସନ ରାମାନୁଜମ୍ ଙ୍କ ୧୩୨ତମ ଜୟନ୍ତୀ ପାଳିତ ହୋଇଯାଇଛି…
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ୩୭ତମ ବାର୍ଷିକ ଉତ୍ସବ
ପଦ୍ମପୁର(ଶାସକ ପ୍ରଶାସକ) ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ୩୭ତମ ବାର୍ଷିକ ଉତ୍ସବ କୁସୁନାପାଲି ସ୍ଥିତ ବିଦ୍ଯା ମନ୍ଦିର ପରିସରରେ ସଂନ୍ଧ୍ଯା ସମୟରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ଯ ଅତିଥି ଭାବରେ ବରଗଡ ସାଂସଦ ସୁରେଶ ପୂଜାରୀ ଯୋଗ ଦେଇ ଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଟିକୁ…
ଆଧୁନିକତାରୁ ପାରମ୍ପରିକତା ଓ ମୌଳିକତା ଆଡକୁ ବରଗଡର ଚାଷୀ
ଦେଶୀ ବିହନ ପରବ : ହଜିଯାଉଥିବା ଦେଶୀ ବିହନକୁ ଜୈବିକ ପଦ୍ଧତିରେ ପୁଣି ଫେରେଇ ଆଣିବାକୁ ଅଭିନବ ପ୍ରୟାସ
ପଦ୍ମପୁର-ଓଡିଶାର ଭାତହାଣ୍ଡି ବରଗଡ ଏବେ ପରିବର୍ତନ ମୁହାଁ, ଫସଲରେ କୀଟନାଶକ ଓ ରାସାୟନିକ ସାରା ପ୍ରୟୋଗ ନାନା ପାର୍ଶ୍ୱ ପ୍ରଭାବ ଓ ରୋଗର କାରଣ ହୋଇଥବା ଏବେ ମୁଣ୍ଡବିନ୍ଧା ବଢ଼ାଇ…
ସରକାରୀ କୋଠାରେ ଅନ୍ୱେଷା କାର୍ଯ୍ୟକାରୀ କରିବା ଦାବୀ
ଦାବି ପୁରଣ ନ ହେଲେ ଆନ୍ଦୋଳନ ଚେତାବନୀ ଦେଲା ଜିଲ୍ଲା କଂଗ୍ରେସ
ନୂଆପଡ଼ା,(ଅମିତ ପୁରୋହିତ ): ଅନୁସୂଚିତ ଜାତି ଓ ଜନଜାତି ବର୍ଗର ପିଲାଙ୍କୁ ଆବାସିକ ଭାବେ ଇଂରାଜୀ ମାଧ୍ୟମ ସ୍କୁଲରେ ମୁକ୍ତ ଶିକ୍ଷା ବ୍ୟବସ୍ଥା କରିବାକୁ ଅନ୍ୱେଷା ଯୋଜନାକୁ ସରକାର କାର୍ଯ୍ୟକାରୀ କରିଛନ୍ତି । ଏହି ଯୋଜନା…