ଖଡିଆଳ ପୋଲିସର ଚଢଉ : ୯ ଦାଦନ ଉଦ୍ଧାର, ୨ ଦଲାଲ ଫେରାର

ନୂଆପଡ଼ା,(ଅମିତ ପୁରୋହିତ)-;ବାହାର ରାଜ୍ୟକୁ ଚାଲାଣ ହେଉଥିବାବେଳେ ଖଡିଆଳ ଥାନା ଡୁଆଝର ଗାଁରୁ ଛତିଶଗଡର ୯ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ଉଦ୍ଧାର କରିଛି । ଶ୍ରମିକମାନେ ଛତିଶଗଡ ଗରିଆବନ୍ଧର ରୁପସିଂ ମାଝୀ(୨୨),ଗିରଧର ପଠା (୩୪), ରତନେ ପଠା (୩୦), ମଥୁଲା ନେତାମ (୨୬), ଶ୍ୟାମ ସୁନ୍ଦର ପଠା…

ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ବାର୍ଷିକ ଉତ୍ସବ 

ନୂଆପଡ଼ା,(ଅମିତ ପୁରୋହିତ) ; ଜିଲ୍ଲା ସଦର ମହକୁମାସ୍ଥିତ ଏଳଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ୭ମ ବାର୍ଷିକ ଉତ୍ସବ  ପାଳିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷ ଡ.ଅମ୍ବିକା ପ୍ରସାଦ ପାଢୀଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ମଧୁସ୍ମିତା ସାହୁ, ସମ୍ମାନୀତ…

ନିର୍ଯ୍ୟାତିତ,ନିରାଶ୍ରୟଙ୍କୁ ଅଧିକାର ଦେବା ଉଦେଶ୍ୟରେ ପ୍ରଣିତ ସିଏଏକୁ ବିରୋଧ ଅରାଷ୍ଟ୍ରୀୟତା ଅଟେ – ଶାନ୍ତନୁ 

ସୁନ୍ଦରଗଡ଼/Horachand Dehuria: - ଭାରତ ସରକାରଙ୍କ ପକ୍ଷରୁ ପ୍ରଣୀତ ନାଗରିକ ସଂଶୋଧନ ଆଇନ(ସିଏଏ) କୁ ନେଇ ସାରା ଦେଶରେ ବିରୋଧ ଆଳରେ ହିଂସା ଚାଲିଥିବା ବେଳେ ଏ ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପଶ୍ଚିମ ଓଡିଶା ଧର୍ମପ୍ରସାର…

ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆନ୍ତର୍ଜାତୀୟ ସମ୍ମିଳନୀ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ-ସୀତାପୁର ନିକଟସ୍ତ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପକ୍ଷରୁବିଶ୍ୱବିଦ୍ୟାଳୟ ପରିସରରେ ଚାଲିଥିବା ଚତୁର୍ଥ ଆନ୍ତର୍ଜାତୀୟ ଆଇସିଏମଏସଇଏ. ସମ୍ମିଳନୀର ଦ୍ଵିତୀୟ ଦିବସରେ ବିଭିନ୍ନ ବିଷୟରେ…

ପୁରୀରେ ଶିଖ ପ୍ରତିନିଧି ଦଳ : ମଙ୍ଗୁ ମଠର ଭଙ୍ଗାକୁ ନେଇ ଅସନ୍ତୋଷ ଜାହିର କଲେ ଶିଖ ଜଠେଦାର

ପୁରୀରେ ବହୁଦିନ ଧରି ରହି ଆସିଥିବା ମଙ୍ଗୁ ମଠ ଥିଲା ଶିଖଗୁରୁ ନାନକ ଦେବଙ୍କ ସ୍ମୃତି ବିଜଡିତ ପବିତ୍ର ପୀଠ | ଏହାକୁ ଭାଙ୍ଗିଦେଇ ସରକାର ଶିଖଧର୍ମିୟ ଭାବନାକୁ ଆଘାତ କରିଛନ୍ତି ବୋଲି ପଞ୍ଜାବରୁ  ଓଡିଶା ଗସ୍ତରେ ଶିଖା ପ୍ରତିନିଧି ଦଳ ଅସନ୍ତୋଷ ବ୍ୟକ୍ତ କରିଛନ୍ତି | ସୂଚନାଯୋଗ୍ୟ ଯେ ଏଠାରେ…

ସୁଦୁ ଦିପହରଟାରେ   ଶ୍ରୀକୃଷ୍ଣ, କୃଷ୍ଣ ଶାନ୍ତିରେ କରୁଥିଲେ ରାସଲୀଳା 

ଅତର୍କିତ ଚଢ଼ାଉ କରି ୧୫ ହଳ ଯୁବକ ଯୁବତୀଙ୍କୁ ପୋଲିସ ଧରିନେଲା  ବାରିପଦା(ଦିଲ୍ଲୀପ ମହାନ୍ତି) ବାରିପଦା ଟାଉନରେ ୱାର୍ଡ ନମ୍ବର ୪ରେ  ଥିବା ତିନୋଟି  ଲଜରେ  ଦିନ ଦିପହର ଚାଲିଥିଲା ରାସଲୀଳା | ଖବର ପାଇଁ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଚଢ଼ାଉ କରି କବାଟ ବନ୍ଦ କରି ଅସଂଯତ ଅବସ୍ଥାରେ ଥିବା ୧୫…

କଳାହାଣ୍ଡି ଉତ୍ସବ ଘୁମୁରା ଏବ୍ଂ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଇଁ  ପ୍ରସ୍ତୁତି ବୈଠକ

 ଜୁନାଗଡ (ଆଦିତ୍ୟ ମହାନ୍ତି )ଏନଏସି ଓ  ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଏବ୍ଂ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଇଁ  ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି | କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ସଭାଗୃହ ରେ ଏନଏସି ଓ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା  ଏବ୍ଂ ରାଜ୍ୟ ସ୍ତରୀୟ…

ଦେଖାଇଲା ମଣିଷପଣିଆ ଜୀବନ ଜ୍ୟୋତି ସେବା ଦଳ: ରାତିରେ ବୁଲି ବୁଲି ନିରାଶ୍ରୟଙ୍କୁ ବାଣ୍ଟିଲେ କମ୍ବଳ 

ବରଗଡ :- ପଶ୍ଚିମ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ଶୀତ ଅରମ୍ଭ ହେଇଗଲାଣି । ଯେଉଁ ମାନେ ଶୀତ ବସ୍ତ୍ର କିଣି ପାରିନାହାନ୍ତି, କିଣିବାର ସାମର୍ଥ୍ୟ ନାହିଁ  କିମ୍ଭା ଯେଉଁମାନେ ଫୁଟପାଥ ରେ ଜୀବନ ବିତାଉଛନ୍ତି ସେମାନଙ୍କର ଦୁଃଖ କହିଲେ ନସରେ । ଏହି ଅସହାୟ ଗରିବ ଲୋକ ଙ୍କର ଦୁଃଖ କୁ କିଛି…

ମୟୁରଭଞ୍ଜକୁ : ପିଛା ଛାଡ଼ୁନି କଳଙ୍କ,ପୁଣି ନାବାଲିକା  ଅସଦାଚରଣ ଅଭିଯୋଗ

ବାରିପଦା(ଦିଲ୍ଲୀପ ମହାନ୍ତି )- ଐତିହସମ୍ପନ୍ନ, କଲା ସଂସ୍କୃତି, ସଂପ୍ରୀତିର ମାଟି  ମୟୁରଭଞ୍ଜକୁ କାହା ନଜର ଲାଗି ଯାଇଛି କେଜାଣି, ଫି ଫିନ ନିୟମିତ ବ୍ୟବଧାନରେ ଆସୁଛି କଳଙ୍କିତ ଘଟଣାର ଅଭିଯୋଗ | ଏଥର ପୁଣି ଆସିଛି ଲଜ୍ଜା ଜନକ ଅଭିଯୋଗ ଅସଦାଚରଣର |  ଏହି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି…

ଜିଲ୍ଲାସ୍ତରୀୟ ଦୌଡ଼କୁଦ ଚୟନ ପ୍ରତିଯୋଗିତା-୨୦୧୯-୨୦

http://www.youtube.com/watch?v=n7OFIEv88Ek ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମ୍ ଠାରେ ଜିଲ୍ଲା କ୍ରୀଡା ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଦୌଡ଼କୁଦ ଚୟନ ପ୍ରତିଯୋଗିତା ୨୦୧୯-୨୦  ଅନୁଷ୍ଠିତ ହୋଇଯାଇଛି ।…