“ରୋଗୀଙ୍କୁ ଯୋଗାଇବେ ସଠିକ୍ ଚିକିତ୍ସା ସୁବିଧା, ସଠିକ୍ ସମୟରେ ମିଳିବ ଜନ୍ମ ମୃତ୍ୟୁ ପ୍ରମାଣପତ୍ର”

ଜଗତସିଂହପୁର ଡାକ୍ତରମାନଙ୍କୁ ଶପଥପାଠ କରାଇଲେ ଜିଲ୍ଲାପାଳ ଚିକିତ୍ସାଳୟରେ ନିର୍ମାଣାଧୀନ ଥିବା ଭିତ୍ତିଭୂମି କାର୍ଯ୍ୟ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ  ଜଗତସିଂହପୁର:(ରମେଶ ମହାନ୍ତି):-ମଙ୍ଗଳବାର ମଧ୍ୟାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହ ଠାରେ…

ସ୍କୁଲରେ ଶିକ୍ଷକ ନାହାନ୍ତି, ହେଲେ ଡିଇଓ ଅଫିସରେ ମାଷ୍ଟ୍ରେ କରୁଛନ୍ତି କିରାଣୀ କାମ 

ବଲାଙ୍ଗୀର: (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ଚଳିତ ସରକାର ଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ବିଶେଷ ଗୁରୁତ୍ବ ଦେଉଛନ୍ତି । ଦାୟିତ୍ଵ ରେ ଥିବା ଅଧିକାରୀ ମାନଙ୍କ ଉଦାସୀନତା ଯୋଗୁଁ ଠିକ୍ ଭାବେ କାର୍ଯ୍ୟକାରୀ ହେଉ ନ ଥିବା ପରିଲକ୍ଷିତ ହୁଏ ।     ସରକାରୀ ସ୍କୁଲ ରେ ପାଠ ପଢିବା…

ଅରୁଣ ଅଡୁଆ, କୋକୁଆ ଭୟ

ଏବେ ଫେସବୁକରେ ମନ୍ତ୍ରୀଙ୍କ "ରାଜନୀତିର ଦୁଇଟି ଧାର" କୁ  ନିଇତି ଦରାଣ୍ଡୁଛନ୍ତି କର୍ମଚାରୀ, ଅଧିକାରୀ ଓ ଅଧ୍ୟାପକ ଭୁବନେଶ୍ୱର (ମାନସୀ ମିଶ୍ର) : ଏବେ କିଛି ଲୋକଂକ ପାଇଁ କଣ୍ଟା ସାଜିଛନ୍ତି ଅରୁଣ | ମାନେ ଉଚ୍ଚଶିକ୍ଷା ଓ  କୃଷି ମନ୍ତ୍ରୀ ଡ଼ ଅରୁଣ ସାହୁ | ଉପରେ ଉପରେ କେହି କିଛି କହି…

ଆଗୁଆ ମାଛ ଯାଆଁଳ ପ୍ରସ୍ତୁତ କରି ଚାଷୀମାନଙ୍କୁ ଯୋଗାଇ ଦିଆଯାଉ : ମନ୍ତ୍ରୀ ଅରୁଣ

"ଚାଷୀମାନଙ୍କ ଆୟ ବହୁଗୁଣିତ କରିବା ଦିଗରେ ମତ୍ସ୍ୟ ଚାଷର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି' "ଆଧୁନିକ ଜ୍ଞାନକୌଶଳ ବ୍ୟବହାର ସହ ମତ୍ସ୍ୟ ଚାଷ ପ୍ରତି ଲୋକମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରାଯାଉ' ଭୁବନେଶ୍ୱର(ଶାସକ ପ୍ରଶାସକ): ରାଜ୍ୟରେ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ପର୍ଯ୍ୟାପ୍ତ…

ସୁନାରୀ ସମାଜର ନୂଆଖାଇ ଭେଟଘାଟ ଓବିଶ୍ବକକର୍ମା ପୂଜା ପାଳିତ ।

ପଦ୍ମପୁର/ଶାସକପ୍ରଶାସକ- ସ୍ଥାନୀୟ ରିକ୍ରିଏସନ ସେଣ୍ଟରର ଠାରେ ବ୍ଲକ ସ୍ତରିୟ ସୁନାରୀ ସମାଜ ର ବିଶ୍ବକର୍ମା ପୂଜା ଓ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଏକା ସାଙ୍ଗରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ପଶ୍ଚିମ ଓଡିଶା ସୁନାରୀ ସମାଜ ର ସଭାପତି ତଥା ଆଇନଜୀବୀ ଗୌନ୍ତିଆ କୁମାର ସାହୁ ମୁଖ୍ୟ ଅତିଥି…

ଜୟ କୋସଲ କୃଷକ ସଙ୍ଗଠନର ଆନ୍ଦୋଲନ ଜାରି 

ବେଳପଡା / ବନମାଳୀ ନାୟକ) : ବେଲପଡ଼ା ବ୍ଲକ ର ୮ ଟି ପଞ୍ଚାୟତ ର ପାଖାପାଖି ୧୦ ହଜାର୍ ଚାଷୀଙ୍କୁ ନ୍ୟାୟ ଦବା ପାଇଁ ଅଣ୍ଟା ଭିଡ଼ି ବାହାରି ପଡ଼ିଛି ଜୟ କୋସଲ କୃଷକ ସଙ୍ଗଠନ | ଏଥିପାଇଁ ସଙ୍ଗଠନ ତରଫରୁ ଜୋରସୋର୍ ଉଦ୍ୟମ ଆରମ୍ଭ ହୋଇଛି | ସୁଚନା ଥାଉକି ବେଲପଡ଼ା ବ୍ଲକ ର ୮ ଟି ପଞ୍ଚାୟତ…

ପବିତ୍ର ବିଶ୍ୱକର୍ମା ପୂଜାରେ ବସ୍ତ୍ର ବଣ୍ଟନ

ବରଗଡ :- ପାଇକମାଲ ର ବିଭିନ୍ନ ସ୍ଥାନରେ ଆଜି ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେଇଯାଇଛି । ମୁଖ୍ୟତ ଛୋଟ ଛୋଟ ମିଲ ବିଦୂତ ବିଭାଗର ଗ୍ରୀଡ଼ ଆଦି ସ୍ଥାନରେ ରୀତି ନୀତି ଅନୁସାରେ ପୂଜାକାର୍ୟ୍ଯ ସମାପନ ହେବା ସହିତ ପ୍ରସାଦ ବଣ୍ଟନ କରାଯାଇଥିଲା । ପାଇକମାଲ ର ସୁପର କ୍ଲାସ ଠିକାଦାର ଶ୍ରୀ ପ୍ରଶାନ୍ତ…

ସୁ-୩୦ଏମକେଆଇରୁ ଅସ୍ତ୍ର କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଭୁବନେଶ୍ୱର : ଆକାଶରୁ ଆକାଶକୁ ଗତିଶୀଳ କ୍ଷେପଣାସ୍ତ୍ର ଅସ୍ତ୍ରକୁ ଓଡିଶା ଉପକୂଳରୁ ସଫଳତାର ସହ ପରୀକ୍ଷଣ କରାଯାଇଛି । ପରୀକ୍ଷାମୂଳକ ଭାବେ ଏହି କ୍ଷେପଣାସ୍ତ୍ରକୁ ଆଜି ସୁ-୩୦ଏମକେଆଇରୁ ପରୀକ୍ଷଣ କରାଯାଇଥିଲା । ଆକାଶମାର୍ଗରେ ଏହା ସଫଳତାର ସହ ଧାର୍ଯ୍ୟ ଲକ୍ଷ୍ୟକୁ ଭେଦ କରିବା ସହ ଆକାଶରୁ…

ତାଳଚେର ସାର କାରଖାନା କାମ ତ୍ୱରାନ୍ୱିତ କରିବା ପାଇଁ ଚୁକ୍ତି ସ୍ୱାକ୍ଷର ସମାରୋହ

ଭାରତର ୟୁରିଆ ଆବଶ୍ୟକତାକୁ ପୂରଣ କରିବ ଏହି ପ୍ରକଳ୍ପ - ଧର୍ମେନ୍ଦ୍ର ପ୍ରଧାନ  ଚୀନର ଏମଏସ ଉହାନ ଇଞ୍ଜିନିୟରିଂ କର୍ପୋରେସନ କମ୍ପାନୀ ସହ ଚୁକ୍ତି ସ୍ୱାକ୍ଷରିତ  ପ୍ରକଳ୍ପରେ ୧୩ ହଜାର ୨୭୭ କୋଟି ଟଙ୍କା ନିବେଶ ,  ଉତ୍ପାଦନ କ୍ଷମତା ୧.୨୭ ଏମଏମଟିପିଏ  ନୂଆଦିଲ୍ଲୀ/ଭୁବନେଶ୍ୱର – ତାଳଚେର…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ତରଫରୁ ଫଳ ବଣ୍ଟନ ।

ପଦ୍ମପୁର/ଶାସକପ୍ରଶାସକ- ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଜି ହେଉଛି ୬୯ତମ ଜନ୍ମଦିନ । ମାନ୍ୟବର ମୋଦିଜୀ ଜନ୍ମଦିନ ସମଗ୍ର ଭାରତ ବର୍ଷରେ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଉଛି । ଏହି କ୍ରମରେ ଭାରତୀୟ ଜନତା ପାର୍ଟି ପଦ୍ମପୁର ପକ୍ଷରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ…