Sign in
Sign in
Recover your password.
A password will be e-mailed to you.
ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟ ଭୂଗୋଳ ବିଭାଗର ଆନ୍ତର୍ଜାତିକ ଆଲୋଚନାଚକ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ବୟଂଶାସିତ ମହାବିଦ୍ୟାଳୟର ଭୂଗୋଳ ବିଭାଗର ୯ ଜଣ ଛାତ୍ରଛାତ୍ରୀ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଆନ୍ତର୍ଜାତିକ ଆଲୋଚନା ଚକ୍ରରେ ଅଂଶଗ୍ରହଣ କରିଥିଲେ ।
…
୩୫ ଦିନର ମହଲତ ଦେଲେ ସୁର, ଜାନୁୟାରୀ ୨୭ କଣ୍ଟ
ନହେଲେ ନବୀନ ନିବାସ ଘେରାଉ କରି ଆତ୍ମାହୁତି ଦେବା ଧମକ
ଭୁବନେଶ୍ୱ(ଶାସକ ପ୍ରଶାସକ)- ଜଟଣୀ ଅଂଳରେ ୨୭ଟି ଗ୍ରାମର ସ୍ଥିତିବାନ ସଂପତିକୁ ୨୦୧୨ମସିହାରେ ହଠାତ ଜଗନ୍ନାଥ ଜମି କହି ଜନସାଧାରଣଙ୍କୁ ସରକାରୀ ଯୋଜନା ଯଥା: ସ୍କୁଲ ଘର, ଡାକ୍ତରଖାନା, ଅଙ୍ଗନବାଡ଼ି, ଆରଆଇ ଅଫିସ, ରାସ୍ତା, ପୋଖରୀ,…
“ସ୍ୱଚ୍ଛ ସମାଜ ଗଢିବା–ସୁରକ୍ଷିତ ଦେଶ ବନାଇବା” ଶିଶୁ ଅଧିକାର ପାଇଁ ଆମେ ଲଢିବା ସମ୍ପର୍କିତ ଏକ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱଚ୍ଛ ସମାଜ ଗଢିବା--ସୁରକ୍ଷିତ ଦେଶ ବନାଇବା ଏବଂ ଶିଶୁ ମାନଙ୍କ ଅଧିକାର ପାଇଁ ଆମେ ଲଢ଼ିବା ସମ୍ପର୍କିତ ଏକ ସ୍ୱଚ୍ଛତା ଅଭିଯାନ ଅବସରରେ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ଚାଇଲ୍ଡ ଲାଇନ ଆନୁକୂଲ୍ୟରେ କୋଲକାତା ସ୍ଥିତ ଚାଇଲ୍ଡ ଲାଇନ ଇଣ୍ଡିଆ…
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ
ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପୂର୍ବତନ ଛାତ୍ର ସମ୍ମିଳନୀ ଓ ବାର୍ଷିକ ଉତ୍ସବ କୁସୁନାପାଲି ସ୍ଥିତ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ଅଧ୍ୟାପକ ପ୍ରଫେସର ତଥା ବିଶିଷ୍ଟ ନାଟ୍ୟକାର କେଶରଞ୍ଜନ ପଧାନ ଯୋଗ ଦେଇ ଦୀପ…
ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ : ଚତୁର୍ଥ ଅନ୍ତର୍ଜାତୀୟ ଆଇସିଏମଏସଇଏ ସମ୍ମିଳନୀର ଉଦ୍ଯାପନୀ ଉତ୍ସବ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଉପକଣ୍ଠରେ ଥିବା ରାଜ ସୀତାପୁର ନିକଟସ୍ଥ ଆଲୁରୀ ନଗର ଠାରେ ଥିବା ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ଗତ ୩ ଦିନ ଧରି ଚାଲିଥିବା ଚତୁର୍ଥ ଆନ୍ତର୍ଜାତୀୟ ଆଇସିଏମଏସଇଏ ସମ୍ମିଳନୀର ଉଦ୍ ଯାପନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।…
ଆରମ୍ଭ ହେଲା ୨୬ତମ ରଘୁନାଥ କ୍ରିକେଟ ଟ୍ରଫି ୧୯-୨୦
ଉଦଘାଟନୀ ମ୍ୟାଚରେ ନୟାଗଡ଼ ୱାରୀୟର୍ସ ୫୫ରନରେ ବିଜୟୀ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ରଘୁନାଥ ଆଥଲେଟିକ୍ ଆସୋସିଏସନ୍ ଆନୁକୁଲ୍ୟରେ ଆୟୋଜିତ ୨୬ତମ ରଘୁନାଥ କ୍ରିକେଟ ଟ୍ରଫିି ୧୯-୨୦ ସ୍ଥାନୀୟ ମିନି ଷ୍ଟାଡିୟମଠାରେ ରବିବାର ଦିନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚ୍ ଏମବିସି ଆସୋସିଏସନ୍…
ନବୋନ୍ମେଷ କ୍ଲବ ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବ୍ଲକ ପଂଚରିଡା ମାନପୁର ନବୋନ୍ମେଷ କ୍ଲବ ଆନୁକୁଲ୍ୟରେ ୨ୟ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉକ୍ତ ଗ୍ରାମ ପଂଚାୟତର ଯୁବ ବନ୍ଧୁମାନଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ୪୨ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । କ୍ଳବର…
ଖ୍ରୀଷ୍ଟଜନ୍ମ ଜୟନ୍ତୀର ଶୁଭେଚ୍ଛା ଜ୍ଞାପନ କଲେ ଖ୍ରୀଷ୍ଟ ଧର୍ମାବଲମ୍ବୀ
ଘୁ. ଉଦୟଗିରି / ଗଗନ ପ୍ରଧାନ: କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ବ୍ଲକ ମାଲିକାପରି ବାପଟିଷ୍ଟ ମଣ୍ଡଳୀର ଖ୍ରୀଷ୍ଟଧର୍ମାବଲମ୍ଭି କ୍ୟାଣ୍ଡେଲ ଶୋଭାଯାତ୍ରା ମଧ୍ୟରେ ଅଞ୍ଚଳବାସୀଙ୍କୁ ବଡ଼ ଦିନର ଶୁଭେଚ୍ଛା ଜଣାଇଛନ୍ତି I ରବିବାର ସନ୍ଧ୍ୟା ସମୟରେ ଛୋଟପିଲା ଠାରୁ ଆରମ୍ଭ କରି ଯୁବାଯୁବତୀ ଏବଂ…
ଧାନ ଖଳାରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଲେ ଦୁର୍ବୃତ୍ତ
ବଲାଙ୍ଗୀର: ( ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ବଲାଙ୍ଗିର ଜିଲ୍ଲା ଲୋଇସିଙ୍ଗା ଥାନା ଅନ୍ତର୍ଗତ ଗୁର୍ଜିଭଟା ଗାଁ ରେ ଏ କ ଧାନ ଖଳାରେ କେହି ଦୁର୍ବୁତ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଛନ୍ତି। ଏ ଥିରେ ଜଣେ ଭାଗଚାଷୀଙ୍କ ର ୧୦ ଏ କର ଖରୀ ପୁଡିଯାଇ ଥିବା ଅଭିଯୋଗ ହୋଉଛି। ଖବର…
ଗାଲେଇଯାଇଛି ଠିକା ସଂସ୍ଥା ଚେଇଁ ଶୋଇଛି ପୂର୍ତ୍ତ ବିଭାଗ
କଚ୍ଛପ ଗତିରେ ଚାଲିଛି ବୁଢ଼ାବଳଙ୍ଗ ପୋଲ ନିର୍ମାଣ କାର୍ଯ୍ୟ
ବାରିପଦା(ଦିଲ୍ଲୀପ ମହାନ୍ତି)- ଶାମାଖୁଣ୍ଟା ବ୍ଲକ ଓ ବାରିପଦା ପୌରପରିଷଦର ମଧ୍ୟରେ ସୀମାରେଖା ଟାଣିଛି ବୁଢ଼ାବଳଙ୍ଗ ନଦୀ । ବାରିପଦା-ଉଦଳା ରାଜ୍ୟ ରାଜପଥ ୧୯ରେ ଉକ୍ତ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ ନିମନ୍ତେ ପୂର୍ତ୍ତ ଓ…