ଅନାବିଳ ସ୍ନେହ, ଅଫୁରନ୍ତ  ମମତା – ନିଛକ ମାନବିକତାର  କାହାଣୀ  “ବସାଘର” 

୮ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବ-୨୦୧୯ ଉଦ୍‍ଘାଟିତ ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଐତିହ୍ୟ ଓ ସଂସ୍କୃତି ଏବଂ ମଞ୍ଚ ନାଟକର ପୁନଃରୁଦ୍ଧାର ଓ ପ୍ରଚାର ଉଦ୍ଦେଶ୍ୟରେ ପାରଳାଖେମୁଣ୍ଡି ସ୍ଥିତ ଆର୍ବନ ବ୍ୟାଙ୍କ ପଡିଆ ଠାରେ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ…

ୱନର୍ ଵ୍ରାଇଟ ଫ୍ୟୁଚର୍ ସ୍କୁଲର ବାର୍ଷିକ ବନ ମହୋତ୍ସବ

ପଦ୍ମପୁର - ୱନର୍ ଵ୍ରାଇଟ ଫ୍ୟୁଚର୍ ସ୍କୁଲର ବାର୍ଷିକ ବନ ମହୋତ୍ସବ ରବିବାର ଦିନ ପଦ୍ମପୁର ନିକଟସ୍ଥ ପ୍ରାକୃତିକ ପରିବେଶରେ ପରିପୂର୍ଣ୍ଣ ପୁଟୁଡେରା ଠାରେ ଅନୁଷ୍ଠିତ ହୋଇଥିଲା । ସ୍କୁଲର ସମସ୍ତ ଅଭିଭାଵକ-ଅଭିଭାଵିକା ଆନନ୍ଦର ସହିତ ଏହି ଉତ୍ସବରେ ଯୋଗଦାନ କରିଥିଲେ । ଵିଭିନ୍ନ ସାଂସ୍କୃତିକ…

ବଳାଙ୍ଗୀ ମହୋତ୍ସବ କମିଟି ପକ୍ଷରୁ ବନ୍ଧୁମିଳନ ଓ ପ୍ରସ୍ତୁତି ବୈଠକ

ବାରିପଦା (ଦିଲ୍ଲୀପ ମହାନ୍ତି )-  ମୟୂରଭଞ୍ଜ ଜିଲ୍ଲାରେ ଅବଲୁପ୍ତ ପ୍ରାୟ ଭାଷା-ସାହିତ୍ୟ, କଳା ଓ ସଂସ୍କୃତି ସହ ପର୍ଯ୍ୟଟନ ଆଦି କ୍ଷେତ୍ରରେ ବିକାଶ ଆଣିବା ନିମନ୍ତେ  ବାରିପଦା ପୌରପରିଷଦ ଉପକଣ୍ଠସ୍ଥି  ବୁଢା ବଳଙ୍ଗ , ଚିପଟ ଓ ଇଟାଯୋଡି ନଦୀର ସଂଗମ ସ୍ଥଳରେ ୨୦୦୩ରୁ ଓଡିଆ ନବବର୍ଷ ତଥା…

ଓଡ଼ଗାଁ ରଘୁନାଥ ବିଦ୍ୟାପୀଠ ୧୯୮୩ ବ୍ୟାଚର  ବନ୍ଧୁମିଳନ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ରଘୁନାଥ ବିଦ୍ୟାପୀଠ ଓଡ଼ଗାଁ ୧୯୮୩ ବ୍ୟାଚର ସ୍ଥାନୀୟ ବୁଢାବୁଢିଆଣୀ ପୀଠରେ ଅନୁଷ୍ଠିତ  ହୋଇଯାଇଛି । ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବନ୍ଧୁମାନେ ଦୀର୍ଘ ୩୬ ବର୍ଷର ବ୍ୟବଧାନ ପରେ ଗୋଟିଏ ସ୍ଥାନରେ ସମ୍ମିଳୀତ ହୋଇ ଭାବର ଆଦାନ ପ୍ରଦାନ କରିଥିଲେ । ସମସ୍ତେ କିଛି…

ଦିଲ୍ଲୀର କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ନବରଙ୍ଗପୁର ଜିଲ୍ଲାରେ ହିଂସା ଭିଆଇଥିଲେ ପ୍ରଦୀପ 

ପ୍ରଦୀପଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ  କେବେ ନେବ ପିସିସି?:ବିଜେପି ଭୁବନେଶ୍ୱର : ଗତ ୨୬ ତାରିଖରେ ନବରଙ୍ଗପୁର ଜିଲା କୋଷାଗୁଡ଼ା ନାବାଳିକା ଦୁଷ୍କର୍ମ ଘଟଣାରେ ପିସିସି  କାର୍ଯ୍ୟକାରୀ ସଭାପତି ପ୍ରଦୀ ମାଝୀଙ୍କ ବିବାଦୀୟ ବୟାନ ଦୁଷ୍କର୍ମ ପୀଡିତା ପାଇଁ ନଥିଲା ବରଂ ନାଗରିକତା ସଂଶୋଧନ…

ଛିନ୍ଦେଇକେଲା କପ କ୍ରିକେଟ: ଇଷ୍ଟ କୋଷ୍ଟ ଖୋର୍ଦ୍ଧା ଫାଇନାଲ ରେ 

ପଦ୍ମପୁର(ଶାସକପ୍ରଶାସକ)-ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଛିନ୍ଦେଇକେଲା ଚନ୍ଦ୍ର ଶେଖର କ୍ରିକେଟ ପଡିଆରେ ରାଇଜିଂ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବ ଭାରତୀୟ ଛିନ୍ଦେଇକେଲା କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ରବିବାର ସପ୍ତମ  ଦିବସ ଥିଲା। ମୁଖ୍ୟ  ଅତିଥି…

କ୍ରିଷ୍ଣା କପ୍ କ୍ରିକେଟ ଉଦଯାପିତ: ଖଇରପାଲି ଚମ୍ପିୟାନ

ପଦ୍ମପୁର (ଶାସକ ପ୍ରଶାସକ )ପଦ୍ମପୁର ନିକଟସ୍ଥ ମହୁଲପାଲି ସ୍କୁଲ ପଡିଆ ରେ କେ.ସି.ସି. ଦ୍ଵାରା ଆୟୋଜିତ ୧୮ତମ କ୍ରିଷ୍ଣା କପ୍ କ୍ରିକେଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି  ଖଇରପାଲି ଦଳ ନିର୍ଦ୍ଧାରିତ ୧୮ ଓଭରରେ ୧୦ ଉଇକେଟ ହରାଇ ୧୪୪ ରନ ସଂଗ୍ରହ…

ଲକ୍ଷ ଲକ୍ଷ ଟଙ୍କାର ସାପ୍ତାହିକ ବଜାର ପିଣ୍ଡି ଖତ ଖାଉଛି 

ସାପ୍ତାହିକ ବଜାର ପିଣ୍ଡିକୁ କଲ୍ୟାଣ ମଣ୍ଡପ କରିବା ପାଇଁ ଦାବୀ ହେଉଛି ସୁନ୍ଦରଗଡ଼/ ହୋରାଚାନ୍ଦ ଦେଉରିଆ  :-ରଙ୍ଗାଢ଼ିପା ଛକ ଉପରେ ନବନିର୍ମିତ ହେଉଥିବା ସାପ୍ତାହିକ ବଜାର ପାଇଁ ପୂର୍ବତନ ସୁନ୍ଦରଗଡ଼ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନାଙ୍କ ସମୟରେ କେରଳରଜଣେ ଠିକାଦାରଙ୍କ ଦ୍ୱାରା ନିର୍ମିତ…

ସୁବଳୟାରେ ଶାନ୍ତିପୂର୍ଣ୍ଣ  ବନ୍ଦ ପାଳନ  ସହ ଶୋକସଭା ପାଳନ ।

ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ସୁବଳୟା ଅଞ୍ଚଳରେ ଆଜି ଏକ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣଭାବରେ ସମସ୍ତ ଦୋକାନ ବଜାର ବନ୍ଦ ପାଳନ କରାଯାଇଥିବା ଓ ନାରାୟଣ ମେହେରଙ୍କ ବିୟୋଗରେ ଏକ ଶୋକ ସଭାର ଆୟୋଜନ କରାଯାଇଥିଲା । ଗତ…

ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ 

କାରଣ ବ୍ୟକ୍ତିଗତ ଶତ୍ରୁତା : ସୁପାରୀ କିଲର ନେଇଥିଲେ ଲକ୍ଷେ  ଘୁ ଉଦୟଗିରି(ଗଗନ ପ୍ରଧାନ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସୂଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡାଙ୍କ ହତ୍ୟା ଘଟଣାର ଫର୍ଦ୍ଦାଫାସ ହୋଇଛି। ଏହି ଘଟଣାରେ ୨ ସୁପାରି କିଲର ସମେତ ୫ ଜଣଙ୍କୁ କନ୍ଧମାଳ ପୁଲିସ୍‌ ଗିରଫ କରିଛି।…