ଆଡ ଆଖିରେ ପ୍ରଶାସନ ଚାହିଁଦେଲେ ଘୁଞ୍ଚିଯାଆନ୍ତା ହଂସ ପରିବାରର ଦୁଃଖ  

ସିନାପାଲି/ ନିରାକାର ମେହେର : ରାଜ୍ୟ ଓ କେନ୍ଦ୍ର ସରକାର ଗରିବ ଅସହାୟ ଲୋକଙ୍କ ସୁବିଧା ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବାସଗୃହ, ରାସନ କାର୍ଡ, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା ପ୍ରଦାନ କରୁଥିଲେ ମଧ୍ୟ ଏହି ଯୋଜନାରୁ ସୁଫଳରୁ ବଂଚିତ…

କଳାହାଣ୍ଡି ଜିଲ୍ଲା ଜୁନାଗଡ ଠାରେ ଶୀତ ମହୋତ୍ସବ ଉଦଘାଟିତ.

ଜୁନାଗଡ/ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ର ସର୍ବ ପୁରାତନ ସହର ଜୁନାଗଡ଼  ହାଇସ୍କୁଲ୍ ଖେଳ ପଡିଆସ୍ଥିତ ଲଙ୍କେଶ୍ଵରୀ ମଞ୍ଚରେ ଓଡିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ, ଲଲିତ କଳା ଏକାଡେମି ଭୁବନେଶ୍ଵର ଓ କଳାହାଣ୍ଡି ଜିଲ୍ଲା ପ୍ରାସlଶନ ଏବଂ  ଜିଲ୍ଲା ସଂସ୍କୃତି ପରିଷଦର ମିଳିତ…

 “ଜୀବନରେ ମାରିଦେଲେ ଜମି ମାଫିଆ”  

ବାରିପଦା(ଦିଲ୍ଲୀପ ମହାନ୍ତି) : ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ମିଣ୍ଟୁ ତରେଇ ନାମକ ଜଣେ ୩୨ ବର୍ଷୀୟ ଯୁବକକୁ ଜାନୁଆରୀ ୮ ବୁଧବାର ରାତିରେ କୌଣସି ଦୁର୍ବୁତ୍ତ ହତ୍ୟା କରଇଥିବା ଘଟଣାର ପ୍ରତିବାଦରେ ଆଜି ରାଜରାସ୍ତାକୁ ଉହ୍ଲାଇ ଆସିଛନ୍ତି ସ୍ଥାନୀୟ…

ମଥୁରା ନଗରୀରେ ନିଷ୍ଠା ପରିବାର ପକ୍ଷରୁ ରକ୍ତଦାନ ଶିବିର 

ଅଚାନକ ମନ୍ତ୍ରୀ ସୁଶାନ୍ତ ପହଂଚି ରକ୍ତଦାତାଙ୍କୁ କଲେ ପ୍ରୋତ୍ସାହିତ    ବରଗଡ :-  ବରଗଡ଼ ସହର ବର୍ତ୍ତମାନ ମଥୁରା ନଗରୀ । ବର୍ତ୍ତମାନ ମଥୁରାରେ ଚାଲିଛି  ବିଶ୍ୱ ବିଜୟୀ ପ୍ରବଳ ପ୍ରତାପୀ ମହାରାଜ କଂସଙ୍କର  ଶାସନ । ଧନୁଯାତ୍ରା ଅବସରରେ କେତେ କଣ ରାଜକୀୟ ଆୟୋଜନ , ବିଭିନ୍ନ ପ୍ରକାର ଷ୍ଟଲ…

କୋଣାର୍କରେ ଭୋରୁ ଭୋରୁ ସାଇଲେଣ୍ଟ ଆର୍କିଟେକ୍ଟ ପାଣ୍ଡିଆନ , ବଦଳିବ ଅର୍କ କ୍ଷେତ୍ର ଚେହେରା !  

ଶ୍ରୀମନ୍ଦିର  , ଲିଙ୍ଗରାଜ ପରେ ଏବେ ଟାର୍ଗେଟରେ  କୋଣାର୍କ ମନ୍ଦିରର ଚାରିପାଖ  କୋଣାର୍କ (ରବୀନ୍ଦ୍ର ବେହେରା) :ସକାଳୁ ସକାଳୁ ୫ ଟି ସଚିବ ଭି କେ ପାଣ୍ଡିଆନ ଅର୍କକ୍ଷେତ୍ର କୋଣାର୍କରେ | କୋଣାର୍କ ମନ୍ଦିରରେ  ପହଂଚି ତାହାର ସୌନ୍ଦର୍ୟ ଉପଭୋଗ କରିବା ସହ ତାହାର ଚାରିପାଖକୁ ନିରୀକ୍ଷଣ…

ଏନ୍ଆଇଏନ୍ଏଲ୍ ଓ ଏମ୍ଏମ୍ଡିଆର୍ ଆକ୍ଟ୍ ନେଇ କେନ୍ଦ୍ର କ୍ୟାବିନେଟର ନିଷ୍ପତ୍ତି : ମୋଦିଙ୍କ ଐତିହାସିକ ନିଷ୍ପତି ଓଡିଶାକୁ…

 ଏମଏମଡିଆର୍ ଓ ସିଏମ(ସିପି) ନିୟମ ପରିବର୍ତନ ଦ୍ୱାରା ଓଡିଶାରେ କୋଇଲାର ଉତ୍ପାଦନ ବୃଦ୍ଧି ହେବା ସହ ରାଜ୍ୟର ରାଜସ୍ୱ ବଢିବ  ଓଡିଶାର ନୀଳାଚଳ ଇସ୍ପାତ ନିଗମର ୧.୧ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ପ୍ରକଳ୍ପକୁ ୧୦ ମିଲିୟନରେ ପରିଣତ କରାଯିବ  ଏହି ନିଷ୍ପତି ଓଡିଶାର ଇସ୍ପାତ ଉତ୍ପାଦନ…

କେନ୍ଦ୍ରୀୟ ଟ୍ରେଡ ୟୁନିୟନର ବନ୍ଦ ଡାକରା ରାୟଗଡ ଜିଲ୍ଲାରେ ସଫଳ

ରାୟଗଡ (ସରୋଜ ସାହୁ):  ସାରା ଭାରତ ବର୍ଷରେ ଭାରତର ୧୦ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ଏବଂ ଫେଡରେସନ କର୍ମଚାରୀ ସଂଘ ଡାକରାରେ ୧୨ ଦଫା ଦାବୀ ନେଇ ବନ୍ଦ ଡାକରା ଦେଇଥିବା ବେଳେ ବନ୍ଦର ପ୍ରଭାବ ରାୟଗଡ ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି  ।  ଆଜି ସକାଳ ସକାଳୁ ବିଭିନ୍ନ ଟ୍ରେଡ ୟୁନିୟନର…

ଫୁଲବାଣୀ କ୍ଳବକୁ  ୫-୦ ଗୋଲରେ ପରାସ୍ତ କରି ହାଲ ସୁନାବେଡା ଚମ୍ପିୟାନ

ସରିଲା ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ୍ ୨୦୨୦ ଓଡଗାଁ,(ଶ୍ରୀକାନ୍ତ ମିଶ୍ର): ୪ର୍ଥ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ଫାଇନାଲ ମ୍ୟାଚରେ ପଦ୍ମଶ୍ରୀ ସ୍ପୋର୍ଟିଂ  କ୍ଳବ ଫୁଲବାଣୀକୁ ୫-୦ ଗୋଲରେ ପରାସ୍ତ କରି ହାଲ ସୁନାବେଡା କୋରାପୁଟ୍ ଓଡ଼ଗାଁ କପ୍…

ଓଡ଼ଗାଁ ମହୋତ୍ସବ  ପଲ୍ଲୀଶ୍ରୀ ମେଳା ୨୦୨୦ : ଦର୍ଶକଙ୍କ ଅପେକ୍ଷାରେ ମହୋତ୍ସବ  ପଡ଼ିଆ

ଓଡଗାଁ,(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ମହୋତ୍ସବ  ଓ ପଲ୍ଲୀଶ୍ରୀ ମେଳା ୨୦୨୦ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମଂଚ ଅପେକ୍ଷା କରିଛି ଅତିଥି ଓ କଳାକାର ମାନଙ୍କୁ । ପଲ୍ଲୀଶ୍ରୀ ମେଳା ଓ ହୋଟେଲ ଅପେକ୍ଷା କରିଛି ଗ୍ରାହକ ମାନଙ୍କୁ । ପାଟ ଓଢଣୀରେ ଆଲୋକ ମାଳାରେ ସୁସଜିତ ପଡ଼ିଆ ଅପେକ୍ଷା କରିଛି…

ପଦୋନ୍ନତି ପରେ ନୂତନ ଦାୟିତ୍ୱ ଗ୍ରହଣ କଲେ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏବଂ ଜଜ୍ ପରିବାର ଅଦାଲତ 

ରାୟଗଡ(ସରୋଜ ସାହୁ):ରାୟଗଡ ଜିଲ୍ଲା ଅଦାଲତରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଆଶିଷ କୁମାର ତ୍ରିପାଠୀଙ୍କୁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପୂନର୍ବାର ରାୟଗଡରେ ଜଜ୍ ପରିବାର ଅଦାଲତ ଭାବେ ପଦୋନ୍ନତି ଦେଇ ଅବସ୍ଥାପିତ କରିଛନ୍ତି । ସେହିଭଳି ମୁଖ୍ୟ ବିଚାର ବିଭାଗୀୟ ଜଜ୍ ଜ୍ଞାନେନ୍ଦ୍ର କୁମାର…