ଏ ମାଟିରେ ଅଛି ଚନ୍ଦନର ଶୀତଳତା- ଶାନ୍ତି,ମୈତ୍ରୀ ଆଉ ଭାଇଚାରାର ନିରୁତା ପରଶ : ଡ଼ ଅରୁଣ

ଓଡଗାଁରେ ମଉଛବର ମାହୋଲ : ଉଦଘାଟିତ ହେଲା ଓଡଗାଁ ମହୋତ୍ସବ ୨୦୨୦  ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ଏ ମାଟି ଚନ୍ଦନ ଭଳି ଶିତଳତା ପ୍ରଦାନ କରେ । ଶାନ୍ତି ମୈତ୍ରୀ ପ୍ରୀତି ଭାତୃ ପ୍ରେମର ସଙ୍କେତ ବହନ କରୁଥିବା ଶ୍ରୀରଘୁନାଥ ଜିଉଙ୍କ ବିଜେ ସ୍ଥଳୀ ଓଡ଼ଗାଁରେ ସୃଷ୍ଟି କରୁଛି ଶାନ୍ତ ସ୍ନିିଗ୍ଧ…

ଆଖି ବୁଜିଦେଲେ ଗଜପତି 

ଭୁବନେଶ୍ୱର (ଶାସକ ପ୍ରଶାସକ) :ଶେଷରେ ଆଖି ବୁଜିଦେଇଛନ୍ତି ପାରଳା  ଗଜପତି ତଥା ପୂର୍ବତନ ସାଂସଦ ଗୋପୀନାଥ ଗଜପତି ନାରାୟଣ ଦେଓ | ଭୁବନେଦ୍ୱାରର ଏଜ ଘରୋଇ ହସ୍ପିଟାଲରେ ୭୬ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିବା ଜଣାପଡିଛି | ଦୀର୍ଘ ଦିନ ଧରି ଗଜପତି ମହୋଦୟ ଅସୁସ୍ଥ ଥିଲେ ଓ ହୃଦରୋଗ  ଜନିତ…

ପୁରାତନ ଡ୍ରେନକୁ ନିର୍ମାଣ କରିବାକୁ ଦାବି 

ପଦ୍ମପୁର(ଶାସକ ପ୍ରଶାସକ): ପଦ୍ମପୁର ସ୍ଥିତ କୁସୁନାପଡା ର କେତେକ ବ୍ୟକ୍ତି ବିଜୁ ଏକ୍ସପ୍ରେସ ୱେ ରାସ୍ତା ଉପରେ ଥିବା ପୁରାତନ ଡ୍ରେନକୁ ପୁନଃ ଉଦ୍ଧାର କରିବା ପାଇଁ ପଦ୍ମପୁର ବିଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀଙ୍କ ନିକଟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। କୁସୁନାପଡା ନିକଟ…

ଗଂଜେଇ ସହ ୧ ଗିରଫ 

ପଦ୍ମପୁର,(ଶାସକ ପ୍ରଶାସକ) ପୋଲିସକୁ ଚକମା ଦେଖାଇ ବେଆଇନ ଭାବରେ ଗଂଜେଇ ଆଣି ବିକ୍ରି କରୁଥିବା ଜଣେ ବ୍ୟବସାୟୀକୁ ମେଲଛାମୁଣ୍ତା ପୋଲିସ କାବୁ କରିବାରେ ସକ୍ଷମ ହୋଇଛନ୍ତି ।  ବିଶ୍ବସ୍ଥସୂତ୍ର ରୁ ଖବର ପାଇ ଥାନା ଅଧିକାରୀ ସ୍ବପ୍ନାରାଣୀ ଗୋଛାୟତ ଏକ ଟିମ ଗଠନ କରି ପଣ୍ତରୀପାନିର  ପବିତ୍ର…

ଟ୍ରକ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା : ଘଟଣା ସ୍ଥଳରେ ହିଁ ଜଳିଗଲା ଟ୍ୟାଙ୍କର

ରାୟଗଡ(ସରୋଜ ସାହୁ) – ରାୟଗଡ ସଦର ମହକୁମା ୪ କି.ମି ଦୂର ସ୍ଥିତ ପିତାମହଲ ନିକଟରେ ଏକ ଟ୍ରକ ଓ ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଟ୍ୟାଙ୍କର କ୍ୟାବିନ ଜଳି ଯାଇଥିଲା । ସୂଚନା ମୁତାବକ ବିଳମ୍ବିତ ରାତ୍ର ଏକ ହାଇଡ୍ରୋଜେନ ପେରଅକ୍ସସାଇଡ ବୋଝେଇ…

ବିକାଶକୁ ସରମ ନାହିଁ , ବିକାଶର ଠିକାଦାରମାନଙ୍କୁ ବି …(see Video)

 ମେଡିକାଲ ଯିବା ପାଇଁ ଖଟରେ ପୁଣି ୨ କିଲୋମିଟର ବୁହା ହେଲେ ଗର୍ଭବତୀ   ଗୋଡ଼ ପୋଡି ଯାଇ ଆହତ ହୋଇଥିଲେ ଗର୍ଭବତୀ ମହିଲା   ସୁନ୍ଦରଗଡ଼/ ( ହୋରାଚାନ୍ଦ ଦେଉରିଆ) : ଆମେ କେବେଠୁ ସ୍ୱାଧୀନ ହେଲେଣି, କେତେ ସରକାର ଗଲେଣି ବିକାଶ ବିକାଶ ହେଇ ହେଇ | ହେଲେ ବିକାଶ ଏହି ଅଂଚଳକୁ ଆସିବାର ନା ଧରୁନି…

ଭୁଜାଲିରେ ଆକ୍ରମଣ କରି ଚାଷୀଙ୍କ ଛ ଲକ୍ଷ ଟଙ୍କା ଲୁଟ 

ଜୁନାଗଡ/ ଆଦିତ୍ୟ ମହାନ୍ତି : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଦୂନନ୍ଦେଲ ମାଳ ପଞ୍ଚାୟତର ଚାଷୀ କ୍ଷିତ ନାଇକ ଏବଂ  ତାଙ୍କ ପୁଅ ବଳଭଦ୍ର ନାଇକ ଏକ ଗ୍ଲାମର ବାଇକ ଯୋଗେ ଭବାନୀ ପାଟନା ଏଚ୍ଡିଫସି  ବ୍ୟାଙ୍କରୁ  କପା ବିକି ଥିବା ଛ ଲକ୍ଷ ଟଙ୍କା ନେଇ ତାଙ୍କ ଗାଁ ବୋର ଗୁଡାକୁ ଫେରୁଥିବା ବେଳେ…

ଗଜପତି ଜିଲ୍ଲାରେ ଦ୍ଵତୀୟ ପର୍ଯ୍ୟାୟ  “ସ୍ୱତନ୍ତ ସଶକ୍ତ ମିଶନ-ଇନ୍ଦ୍ରଧନୁଷ୍-୨.୦” ଟୀକାକରଣ କାର୍ଯ୍ୟକ୍ରମ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ଆଦିବାସୀ ବହୁଳ ଗଜପତି ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ପ୍ରାୟୋଜିତ କାର୍ଯ୍ୟକ୍ରମ  ଦ୍ଵିତୀୟ ପର୍ଯ୍ୟାୟ  ସ୍ବତନ୍ତ ଟୀକାକରଣ କାର୍ଯ୍ୟକ୍ରମ "ସଶକ୍ତ ମିଶନ ଇନ୍ଦ୍ରଧନୁଷ୍-୨.୦ କାର୍ଯ୍ୟକ୍ରମ…

୧୭,୮୩୩ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ , ସୃଷ୍ଟି ହେବ ୬,୫୩୯ ନିଯୁକ୍ତି ସୁଯୋଗ 

ଭୁବନେଶ୍ୱର (ଶାସକ ପ୍ରଶାସକ)  ରାଜ୍ୟରେ ଆଉ ତିନୋଟି ପ୍ରକଳ୍ପରେ ୧୭,୮୩୩ କୋଟି ତାଙ୍କ ପୁଞ୍ଜିନିବେଶ ପ୍ରସ୍ତାବକୁ ଆଜି ଲୋକ ସେବା ଭବନଠାରେ ଅନୁଷ୍ଠିତ ୨୧ତମ ଉଚ୍ଚ କ୍ଷମତା ସମ୍ପନ୍ନ ମଞ୍ଜୁରୀ କମିଟି ବୈଠକରେ ଅନୁମୋଦନ ମିଳିଛି | ଏହି ତିନୋଟି ପ୍ରକଳ୍ପ କାର୍ୟକାରି ହେଲେ ଓଡିଶାରେ ୬୫୩୯…