ଏସଓଜି ଯବାନଙ୍କ ବିୟୋଗରେ ଶୋକର ଛାୟା 

2

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)-  ଏସଓଜି ଯବାନ ତଥା ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ଲଢୁଆ ପୁଅ  ପ୍ରକାଶ ସାହୁ ଆଜି ଟ୍ରେନିଙ୍ଗ ସେଣ୍ଟର୍ ଚନ୍ଦକା ଠାରେ ଅନ୍ୟ ଏକ ସାଥି ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ସହୀଦ ହୋଇଯାଇଛନ୍ତି । ସେ ତାଙ୍କ ପଛରେ ନିଜ ସ୍ତ୍ରୀ,୭ ବର୍ଷ ର ପୁଅ,ବୃଦ୍ଧ ମାଆ, ବାପା ଓ ଭାଇ ଭଉଣୀ କୁ ଛାଡ଼ି ଚାଲିଯାଇଛନ୍ତି ।  ତାଙ୍କ ବିୟୋଗରେ କଟାପାଲି ଅଂଚଳରେ ଶୋକର ଛାୟା ଖେଳିଯାଇଛି |  

Leave A Reply

Your email address will not be published.