Sign in
Sign in
Recover your password.
A password will be e-mailed to you.
ଦେଶର ସ୍ୱାର୍ଥ ନୁହେଁ ବରଂ କ୍ଷମତା ହାତେଇବା ପାଇଁ ବିରୋଧୀ ଚଲାଇଛନ୍ତି ଅପପ୍ରଚାର: ସମୀର ମହାନ୍ତି
ନାଗରିକତା ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁଣ୍ଣ ହେବନି
ବିରୋଧୀ କଂଗ୍ରେସ ସମେତ କିଛି ଆଂଚଳିକ ଦଳ ଦେଶର ଜନତାଙ୍କୁ ବିଭ୍ରାନ୍ତ କରି ହିଂସା ସୃଷ୍ଟି କରୁଛନ୍ତି
ସିଏଏ ଦ୍ୱାରା ଭାରତ କିମ୍ବା ଯାଜପୁରରେ ରହୁଥିବା କୌଣସି ମୁସଲମାନ ଭାଇ ଭଉଣୀଙ୍କର ନାଗରିକତା ଯିବନି…
୨୫ଟି ଶିଳ୍ପାନୁଷ୍ଠାନକୁ ୫ଷ୍ଟାର , ୭୩ଟିକୁ ୧ ଷ୍ଟାର
ପ୍ରକାଶ ପାଇଲା ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ
ଭୁବନେଶ୍ୱର- ଡିସେମ୍ବର ମାସ ପାଇଁ ଓଡିଶା ଷ୍ଟାର ରେଟିଙ୍ଗ ପ୍ରକାଶ ପାଇଛି। ନିକଟରେ ପ୍ରକାଶିତ ହୋଇଥିବା ଏହି ରେଟିଙ୍ଗ ଅନୁସାରେ ଓଡ଼ିଶାରେ ୭୩ଟି ଶିଳ୍ପାନୁଷ୍ଠାନର ପରିବେଶ ପାରଦର୍ଶିତା ଧାର୍ଯ୍ୟ ମାନକ ଠାରୁ କମ ରହିଥିବାର ଜଣା…
ଏପଟେ କୃଷି ଓଡିଶା, ସେପଟେ ଚାଷୀ ଧାନ ବିକିବାକୁ ରାସ୍ତାରେ
ପଦ୍ମପୁର- ଚାଷ ଓ ଚାଷୀର ଉନ୍ନତି ପାଇଁ ରାଜ୍ୟ ସରକାର କୃଷି ଓଡିଶା ପରି ଗୁରୁତ୍ୱପୂର୍ଣ କାରୁଆକ୍ରମ କରୁଛନ୍ତି | ହେଲେ ତଳ ସ୍ତରରେ ଅଧିକାରୀମାନଙ୍କ ତ୍ରୁଟି କାରଣରୁ ଧାନ ବିକିବାକୁ ଟୋକନରୁ ବଂଚିତ ହୋଇ ଚାଷୀ ରାସ୍ତା ଉପରେ ଶୀତକାକରରେ ବସି ରହିଛି | ଇଏ ବିଡମ୍ବନା ନୁହେଁ ତା ଆଉ କଣ !…
ବିଜେପିର ନୂତନ ରାଜ୍ୟ ସଭାପତିଙ୍କୁ ଭେଟିଲେ ବିଜେପୁର ନିର୍ବାଚନ ମଣ୍ଡଳୀର ଜନସାଧାରଣ ।
ବରଗଡ଼- ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀର ଯୁବନେତା ଶ୍ରୀକାନ୍ତ ମିଶ୍ରଙ୍କ ନେତୄତ୍ବରେ ଭାରତୀୟ ଜନତା ଦଳର ନୂତନ ନିର୍ବାଚିତ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କୁ ଭୂବନେଶ୍ୱର ଠାରେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ଏବଂ ବିଜେପୁର ନିର୍ବାଚନ ମଣ୍ଡଳୀର ବିଭିନ୍ନ ସମସ୍ୟା ଉପରେ ଆଲୋଚନା…
ଆଶ୍ରମ ମୁଖ୍ୟଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ
ଆଶ୍ରମ ପରିଚାଳକ ଓ ଅନ୍ୟାନ୍ୟଙ୍କର ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ 3 ଯୁବତୀ
ଗତ ଜୁଲାଇ ମାସରେ ମଧ୍ୟ ହେଇଥିଲା ଅନୁରୂପ ଅଭିଯୋଗ
ବରଗଡ :- ଆଶ୍ରମରେ ଚାଲିଛି ଅନୈତିକ ପ୍ରୟାସ । ଏଠି ବାଡ଼ ଖାଇବାକୁ ବସିଛି ଫସଲ । ରକ୍ଷକ ସାଜୁଛି ଭକ୍ଷକ । ଏଭଳି କିଛି ଅଭିଯୋଗ ଆସିଛି । ବରଗଡ଼…
ଦୁର୍ଘଟଣା : ଏସପି ଆହତ, ଦୁଇ ଗୁରୁତର ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଙ୍କ ଗାଡି ଗାଇ ଧକ୍କା ରେ ଦୁର୍ଘଟଣା । ଆଜି ସକାଳୁ ଏସ ପି ଦେବୀ ପ୍ରସାଦ ଦାସ ଆରଡିସି ମିଟିଙ୍ଗ୍ ପାଇଁ ସମ୍ବଲପୁର ଅଭିମୁଖେ ବାହାରି ଥିଲେ । ବଡ଼ମାଳ ଛକ ନିକଟରେ ଏକ ଅଜଣା ଗୋରୁ ରାସ୍ତା…
ସବ ଜେଲରେ ପ୍ରବେଶିଲେ କଂସ ମହାରାଜ : ପଚାରି ବୁଝିଲେ ବନ୍ଦୀଙ୍କ ସୁବିଧା ଅସୁବିଧା
ନୂଆପଡ଼ା,(ଅମିତ ପୁରୋହିତ) କୋସଲୀ ଭାଷା ଗବେଷଣା ପ୍ରତିଷ୍ଠାନ ନୂଆପଡା ତରଫରୁ କୋସଲୀ ସଂସ୍କୃତି, ପରମ୍ପରା, ଭାଷାକୁ ଉଜ୍ଜିବିତ କରିବା ଉଦ୍ଦେଶ୍ୟରେ ସ୍ଥାନୀୟ ପୁଲିସ ପଡିଆ ରଙ୍ଗମଞ୍ଚରେ ଚାଲିଥିବା ଧନୁଯାତ୍ରା ର ଚତୁର୍ଥ ଦିବସରେ ମଙ୍ଗଳବାର ଦିନ ମହାରାଜ କଂସ ତାଙ୍କ ମନ୍ତ୍ରୀ ପରିଷଦ ଓ…
ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶ୍ରେଣୀଗୃହ ଉଦ୍ଘାଟିତ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅତିରିକ୍ତ ଶ୍ରେଣୀ ଗୃହ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ରୁ ପାଞ୍ଚ ଲକ୍ଷ…
ବୀରମହାରାଜପୁର “ମୈତ୍ରୀ ମଣ୍ଡପ” ର ଶିଳାନ୍ୟାସ, ଅଞ୍ଚଳର ସଂସ୍କୃତି ବିକାଶ ଉପରେ ମନ୍ତ୍ରୀ…
ବୀରମହାରାଜପୁର -(ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମୈତ୍ରୀ ସଦନ ପରିସରରେ ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅଟକଳ ରେ ନିର୍ମିତ ହେବାକୁ ଥିବା "ମୈତ୍ରୀ ମଣ୍ଡପ "ର ଯୋଜନା ଓ ସଂଯୋଜନା ତଥା ବାଣିଜ୍ଯ ପରିବହନ ମନ୍ତ୍ରୀ…
ଅନୁଗୁଳ ଆଲୁମିନିୟମ ପାର୍କ ଭିତିଭୂମି ଉନ୍ନତି କାର୍ଯ୍ୟ ପୁନର୍ବାର ଆରମ୍ଭ କରିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତି
ପିୟୂଷ ଗୋଏଲଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର ପ୍ରଧାନ
ଗତ ଡିସେମ୍ବର ୦୪ରେ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ପତ୍ର ଲେଖି ବ୍ୟକ୍ତିଗତ ହସ୍ତକ୍ଷେ ଲୋଡିଥିଲେ
ନାଲକୋ ଏବଂ ଓଡିଶା ଶିଳ୍ପ ଭିତିଭୂମି ବିକାଶ ଉଦ୍ୟୋଗ ମିଳିତ ଉଦ୍ୟମରେ ୨୦୨୦ ସୁଦ୍ଧା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା…