ବଲାଂଗୀର/ ନିରୋଜ ମିଶ୍ର : କୋରୋନା ମହାମାରୀ ପାଇଁ ସାରା ଭାରତ ବର୍ଷ ଲକଡାଉନ ହୋଇଥିବା ବେଳେ ଗତ କିଛି ଦିନ ତଳେ ବିଜୁ ଜନତା ଦଳ ଲୋଇସିଂଘା ତରଫରୁ ନିହାର ରଞ୍ଜନ ବେହେରା ଙ୍କ ନିର୍ଦେଶ କ୍ରମେ ଏକ ଭଲେଣ୍ଟିଅର ଟିମ ଗଠନ କରା ଯାଇଥିଲା ଆମ ଟିମ ମେମ୍ବର ବିକ୍ରମ ନନ୍ଦ ଙ୍କ ସହିତ ଯୋଗଯୋଗ କରିଥିବା ବିଭିନ୍ନ ଅସହାୟ ବୃଦ୍ଧ ବୃଦ୍ଧା ନିରୀହ, ଅତ୍ୟନ୍ତ ଗରିବ, ବିକଳାଙ୍ଗ, ପରିବାର ବର୍ଗ ଙ୍କୁ ଆମ ଟିମ ମେମ୍ବର ବିକ୍ରମ ନନ୍ଦ ଆଜି ଆଗଲପୁର ବ୍ଲକର ନ ଗାଁ ବି ପଂଚାୟତ ର ବିଭିନ୍ନ ଗ୍ରାମ ବୁଲି ବିଭିନ୍ନ ରାସନ ସାମଗ୍ରୀ (ଚାଉଳ, ଡାଲି, ଆଳୁ, ଲୁଣ) ଇତ୍ୟାଦି ବଣ୍ଟନ କରିଥିଲେ ସାଥିରେ ରେ ଝସକେତନ ମହାନନ୍ଦ ଓ ସୁନୀଲ ପଧାନ ଉପସ୍ଥିତ ରହି ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post
ତାଲାବନ୍ଦ ସମୟରେ ଡାକ୍ତରୀ ସେବା ଘରେ ପାଇବା ପାଇଁ କାଲିଠାରୁ ଟେଲିମେଡିସିନ ବ୍ୟବସ୍ଥା : ଡ଼ କ୍ରିଷନ କୁମାର
Next Post