Sign in
Sign in
Recover your password.
A password will be e-mailed to you.
“ପଞ୍ଚୟତିରାଜ ପ୍ରତିନିଧିମାନେ କୃଷକମାନଙ୍କୁ ସଚେତନ କରାଇବାରେ ବିଶେଷ ଭୂମିକା ଗ୍ରହଣ କରିପାରିବେ’…
"କୃଷି ଓଡ଼ିଶା-୨୦୨୦'ର ତୃତୀୟ ସନ୍ଧ୍ୟା
"ପଞ୍ଚାୟତ ସମିତି ସ୍ତରରେ କୃଷି ନିମନ୍ତେ ସ୍ୱତନ୍ତ୍ର ବୈଠକ କରାଯିବ'
ଭୁବନେଶ୍ୱର(ଶାସକ ପ୍ରଶାସକ):କୃଷି ଓ କୃଷକଙ୍କ ଉନ୍ନତି ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟ କରୁଥିବା ପଞ୍ଚାୟତିରାଜ ପ୍ରତିନିଧିମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିା ଏହି…
ଦଶମ ଚାଲେଞ୍ଜର କପ କ୍ରିକେଟ ଟୁଣ୍ଡାମେଂଟ ଉଦ୍ଘାଟିତ :ସେମିଫାଇନାଲରେ ସିଂହନପୁର ଦଳ
ମେଲଛାମୁଣ୍ଡା,(ମନୋଜ ଭୋଇ) ମେଲଛାମୁଣ୍ଡାସ୍ଥିତ ଦିଲଖୁସ ଗ୍ରାଉଣ୍ଡରେ ଜୟ ହନୁମାନ କ୍ଳବ କ୍ରିକେଟ ଏସୋସିଏସନ ଅନୁକୁଲ୍ୟରେ ଚାରି ଦିନ ବ୍ୟାପି ଚାଲିଥିବା ଦଶମ ଚ୍ୟାଲେଂଜର କପ ୨୦୨୦ କ୍ରିକେଟ ଟୁର୍ଣ୍ଣାମେଂଟ ବୁଧବାର ଉଦଘାଟିତ ହୋଇଯାଇଛି । ଏହି ଅବସରରେ ଏକ ଉଦଘୀଟନୀ ପର୍ବ ଅନୁଷ୍ଠିତ ହୋଇଥିଲା…
ମାହେଶ୍ଵରୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ଜଟେସିଂହା ଦଳ ଚମ୍ପିଆନ୍ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସଂହା ଖେଳ ପଡିଆରେ ଛଅ ଦିନ ଧରି ଚାଲିଥିବା ପ୍ରଥମ ବର୍ଷ ମା ମହେଶ୍ବର କ୍ରିକେଟ ଟୁର୍ଣ୍ଣାମେଣ୍ଟ ବୁଧବାର ସମ୍ପନ୍ନ ହୋଇଯାଇଛି । ଆଜି ଫାଇନାଲ ମ୍ୟାଚରେ ଉଫୁଲା ଦଳକୁ ହରାଇ ଜଟେସିଂହା…
ଅଙ୍ଗ ନଦୀ କୂଳରେ ମନ୍ଦିର ପ୍ରତିଷ୍ଠା ଉତ୍ସବ
ପଦ୍ମପୁର/ଶାସକ ପ୍ରଶାସକ : ଆଜି ପାଇକମାଳ ବ୍ଲକ୍ ଅନ୍ତର୍ଗତ ଚର୍ଦା ପାଲି ଗ୍ରାମବାସୀ ଉଦ୍ୟମରେ ଅଙ୍ଗ ନଦୀ ଅବବାହିକା କୂଳରେ ନୂତନ ଭାବେ ନିର୍ମିତ ହୋଇଥିବା ମନ୍ଦିର ର ପ୍ରତିଷ୍ଠା ଉତ୍ସବ ପାଳିତ ହୋଇଥିଲା ।ଅଙ୍ଗନଦୀ କୂଳର ଚର୍ଦ୍।ପାଲି ଦଙ୍ଗାଘାଟ ନଦୀଖଣ୍ଡି ଠାରେ ପ୍ରତିଷ୍ଠା ଏହି ମନ୍ଦିର…
କ୍ୟାରମ ଟୁର୍ଣ୍ଣମେଣ୍ଟ ପାଇଁ ପ୍ରସ୍ତୁତି ବୈଠକ ।
ପଦ୍ମପୁର- କଲାମନ୍ଦିର ୟୁଥ କ୍ଲବ, ହନୁମାନ ପଡା ପଦ୍ମପୁର ଆନୁକୂଲ୍ୟରେ ନବମ ଡବଲସ କେରମ ଟୁର୍ଣ୍ଣାମେଣ୍ଟ ପାଇଁ ଏକ ପ୍ରସ୍ତୁତି ବେଇଠକ ଆଦ୍ୟ 22 ତାରିଖ ଦିନ ସ୍ଥାନୀୟ ରିକରେସନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତା ଫ୍ରେବୃୟାରୀ 9 ଓ 10 ତାରିଖରେ ଦୁଇ ଦିନ ଧରି ହେବାକୁ ଥିବା ଏହି…
କୃଷି କ୍ଷେତ୍ରରେ ଅଧିକ ଋଣ ଯୋଗାଇ ଦେବା ପାଇଁ ବ୍ୟାଙ୍କମାନେ ଆଗଭର ହୁଅନ୍ତୁ-ମନ୍ତ୍ରୀ ଡଃ ସାହୁ
କୃଷି ଓଡ଼ିଶା-୨୦୨୦ ବ୍ୟାଙ୍କର୍ସ ମିଟ୍
ଘରୋଇ ଉତ୍ପାଦନର ୧୮% କୃଷି କ୍ଷେତ୍ରରୁ ଆସୁଥିବା ଯୋଗୁ ଏ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ଜରୁରୀ
ରିଜର୍ଭ ବ୍ୟାଙ୍କ୍ ନିର୍ଦ୍ଦେଶାବଳୀ ଅନୁଯାୟୀ ସବୁଦାୟ ଋଣର ଶତକଡ଼ା ୧୮ ଭାଗ କୃଷି କ୍ଷେତ୍ର ପାଇଁ ପ୍ରଦାନ କରିବା କଥା
ପଡୋଶୀ…
ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ କମ୍ପାନୀ ବନ୍ଧୁମିଳନ
ରାୟଗଡ (ସରୋଜ ସାହୁ) ସ୍ଥାନୀୟ ହୋଟେଲ ତେଜସ୍ୱୀ ଇଣ୍ଟରନ୍ୟାସନାଲରେ ଟିକିରି ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ କମ୍ପାନୀ ତରଫରୁ ରାୟଗଡା ଜିଲ୍ଲାରେ କାର୍ଯ୍ୟରତ ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କଂପାନୀର…
ଜଳସଂପଦର ସୁପରିଚାଳନା ଓ ସୁବିନିଯୋଗ କରିବା ନିହାତି ଆବଶ୍ୟକ : ମନ୍ତ୍ରୀ ଜଗନ୍ନାଥ ସାରକା
ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ
ରାୟଗଡ (SAROJ SAHU): ରାୟଗଡ ସହର ସ୍ଥିତ ଲାୟାନ୍ସ କ୍ଲବ ଠାରେ ଜିଲ୍ଲା ସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ ତଥା…
ଜିଲ୍ଲାପାଳଙ୍କ ନିର୍ଦେଶ ପରେ ତତ୍ପର ହେଲେ ସ୍ୱାସ୍ଥ୍ୟ, ପୋଲିସ ଓ ଅବକାରୀ ବିଭାଗ
ଔଷଧ ଦୋକାନ ଉପରେ କଲେ ମିଳିତ ଚଢଉ
ରାୟଗଡ (ସରୋଜ ସାହୁ) ଭାରତ ସରକାରଙ୍କ ଦ୍ୱାରା ନିଷିଦ୍ଧ ଘୋଷଣା ହୋଇଥିବା ଏବଂ ଅବୈଧ ଭାବେ ବିକ୍ରୀ ହେଉଥିବା ନିଶା ଦ୍ରବ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ରାୟଗଡ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ, ପୋଲିସ ଏବଂ…
ନିୟମଗିରିକୁ ବେଦାନ୍ତ ହାତରେ ଟେକି ଦେବାକୁ ଚେଷ୍ଟା କରୁଥିବା ଲୋକଙ୍କୁ ମୃତ୍ୟୁଦଣ୍ଡ !
ନୀରବତା ଭାଙ୍ଗିଲେ ମାଓବାଦୀ: କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରେ ତାଣ୍ଡବ ଲୀଳା
ରାୟଗଡ(ସରୋଜ ସାହୁ) ରାୟଗଡ ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ନିୟମଗିରି ଅଂଚଳରେ ପୁଣିଥରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ତାଣ୍ଡବଲିଳା । ପ୍ରାପ୍ତ ଖବରରୁ ପ୍ରକାଶ ଯେ, ପାରସାଲି ପଂଚାୟତ ଅନ୍ତର୍ଗତ…