Sign in
Sign in
Recover your password.
A password will be e-mailed to you.
ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ : ଉଦୟନାଥ ଫର୍ଣ୍ଣିଚର୍ସ ଆନୁକୁଲ୍ୟରେ ଏକ ରକ୍ତଦାନ…
ପଦ୍ମପୁର/ ଶାସକ ପ୍ରଶାସକ : ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପଦ୍ମପୁର ଉଦୟନାଥ ଫର୍ଣ୍ଣିଚର୍ସ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ପଦ୍ମପୁର ସ୍ଥିତ କପସିଲା ରୋଡ ଉଦୟନାଥ ଫର୍ଣ୍ଣିଚର୍ସ ଠାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି…
କଲେଜ ପରିଚାଳନା ପରିଷଦରେ ରହିବେନି ନିର୍ବାଚିତ ପ୍ରତିନିଧି : ଡ ଅରୁଣ
ଭୁବନେଶ୍ୱର (ଶାସକ ପ୍ରଶାସକ) ଟ୍ୟୁସନ ବା କୋଚିଂ ସେଣ୍ଟରରେ ପଢ଼ାଉଥିବା ସରକାରୀ ଓ ବେସରକାରୀ କଲେଜ ଶିକ୍ଷକ ସାବଧାନ | ଆଉ ବରଦାସ୍ତ କରାଯିବନି | ଆଉ ଖୋଲାଖୋଲି ଭାବିଲେ କଡା ଚେତାବନୀ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ । ଘରୋଇ ଭାବେ କୋଚିଂ ଦେଲେ ଉଚ୍ଚଶିକ୍ଷା କୋଡ୍…
ଚକମକ ହେବ ରୌପ୍ୟନଗରୀ,ବଦଳିବ ଚେହେରା
ମହାନଦୀ କୂଳେ କୂଳେ ବୁଲିଲେ ମୁଖ୍ୟମନ୍ତ୍ରୀ : କଲେ କଟକ ବିକାଶ କାର୍ଯ୍ୟର ସମୀକ୍ଷା
ସହରରେ ମୁକ୍ତ ପରିବେଶ ସହିତ ବିକାଶ କରାଯିବା ରିଭର୍ ପ୍ରଣ୍ଟ୍
ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ୬ ଥାକିଆ ହେବ ରିଙ୍ଗ ରୋଡ୍
ଜନସାଧାରଣଙ୍କ ମତକୁ ଗୁରୁତ୍ୱ ଦେଇ ପ୍ରସ୍ତୁତ ହେବ…
ବ୍ୟାଙ୍କ ଋଣ, କୃଷି ଋଣ ଆଦି କରିଦେବା ଲୋଭ ଦେଖାଇ ଲୋକଙ୍କୁ ଠକୁଥିଲା ଧରୁଆ
ଲୋକଙ୍କ ଅଭିଯୋଗ ପରେ ପଡିଲା ନୂଆପଡା ପୋଲିସ ଖାପଚରେ : ବନ୍ଧାହେଲା, ୧୩ଲକ୍ଷ ଟଙ୍କା ଜବତ ବି ହେଲା
ନୂଆପଡ଼ା(ଅମିତ ପୁରୋହିତ) ଜିଲ୍ଲାର କୋମନା ଓ ସିନାପାଲି ଥାନା ଅଚଂଳରେ ଲୋକମାନଙ୍କୁ ସବସିଡି ସହିତ ବ୍ୟାଙ୍କ ଋଣ, କୃଷି ଋଣ ଆଦି କରିଦେବା ଲୋଭ ଦେଖାଇ ଲୋକଙ୍କ ଠାରୁ ଲକ୍ଷଲକ୍ଷ ଟଙ୍କା ଠକି…
ନୂଆପଡା ପୋଲିସକୁ ବଡ ସଫଳତା : ୮୧୨୩ ବୋତଲ କଫ୍ ସିରପ୍ ଜବତ ୪ଜଣ ଗିରଫ
ନୂଆପଡା/ ଅମିତ ପୁରୋହିତ : ବାରମ୍ବାର ପୁଲିସ ର ଚଢାଉ ଓ ଗିରଫଦାରି ପରେ ମଧ୍ୟ ଥମୁନି ଜିଲ୍ଲାରେ ବେଆଇନ ନିଶା କାରବାର । ଦିନକୁଦିନ ଜିଲ୍ଲାକୁ ଚାଳାଣ ହେଉଛି ବହୁମାତ୍ରାରେ କଫ୍ ସିରପ୍ । ଏହାକୁ ଦୃଷ୍ଟିରେ ରଖି ପୁଲିସ ଏହାଉପରେ କଡା ନଜର ରଖିଥିବା ବେଳେ ବିପୁଳ ପରିମାଣରେ ଚାଲାଣ ହେଉଥିବା…
ରାଷ୍ଟ୍ରୀୟ ବାଲ୍ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଦନ୍ତଚିକିତ୍ସା ଶିବିର
ଛାତ୍ରଛାତ୍ରୀଙ୍କୁ ଶିଖାଗଲା ଦାନ୍ତକୁ ସୁସ୍ଥ ରଖିବାର କୌଶଳ ଓ ଉପାଦେୟତା
ଭୁବନେଶ୍ୱର(ଶାସକ ପ୍ରଶାସକ): ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିନସ୍ଥ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଭ୍ରାମ୍ୟମାଣ ଦଳ-୨ ତରଫରୁ ପଟିଆ ପଦ୍ମକେଶରୀପୁର ଆଶ୍ରମ ସ୍କୁଲରେ ତିନିଦିନିଆ ଦନ୍ତ …
ଚିକିତ୍ସା ପାଇଁ ଯାଉଥିଲେ : ଅଧବାଟରୁ ଡାକିନେଲା କାଳ
ମର୍ମନ୍ତୁଦ ସଡକ ଦୁର୍ଘଟଣା ଚିକିତ୍ସା ପାଇଁ ଯାଉଥିବା ସ୍କର୍ପିଓ ଗାଡି ଦୁର୍ଘଟଣା
ଚିକିତ୍ସା ପୂର୍ବରୁ ରୋଗୀ ଆର ପାରିକୁ,ଅଞ୍ଚଳରେ ଶୋକର ଛାୟା
ବାରିପଦା/ ଦିଲ୍ଲୀପ ମହାନ୍ତି - ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ୫୩ ନମ୍ବର ରାଜ୍ୟ ରାଜପଥ କୁଡୁମା ନିକଟରେ ମର୍ମନ୍ତୁଦ ସଡ଼କ…
ସେଞ୍ଚୁରିୟାନ୍ ପବ୍ଲିକ ସ୍କୁଲ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କୌଶଳ ପ୍ରଦର୍ଶନ ଓ ସଚେତନତା…
http://www.youtube.com/watch?v=CCT-1_4NIFY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତୀୟ ଅଗ୍ନି ନିରାପତ୍ତା ଓ ଉଦ୍ଧାର ଦିବସ ଅବସରରେରେ ପାରଳାଖେମୁଣ୍ଡି ସ୍ଥିତ ସେଞ୍ଚୁରିୟାନ୍ ପବ୍ଲିକ ସ୍କୁଲ ପରିସରରେ ଗଜପତି ଜିଲ୍ଲା ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କୌଶଳ ପ୍ରଦର୍ଶନ ଓ…
ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟ ପରିସରେ “ସଖୀ” ( ୱାନ ଷ୍ଟପ ସେଣ୍ଟର) ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମା ବ୍ଲକ ଅନ୍ତର୍ଗତ ପଦ୍ମପୁର ସ୍ଥିତ ବିନୋଦିନୀ ବିଜ୍ଞାନ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ନାରୀ ନିର୍ଯ୍ୟାତନା ଏଡ଼ାଇବା ଦିଗରେ ଏକ ସଚେତନତା କାର୍ଯ୍ୟକ୍ରମ “ସଖୀ”( ୱାନ ଷ୍ଟପ ସେଣ୍ଟର) ଅନୁଷ୍ଠିତ ହୋଇଯାଇଛି ।…
କିନ୍ନରମାନଙ୍କ ସାମ୍ବିଧାନିକ ଅଧିକାର ଉପରେ ଆଇନ ସେବା ପ୍ରାଧିକରଣ ପକ୍ଷରୁ ସଚେତନତା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ପାରଳାଖେମୁଣ୍ଡି ଠାରେ କିନ୍ନର ମାନଙ୍କ ଅଧିକାର ସମେତ ନାଗରିକ ମାନଙ୍କ ସାମ୍ବିଧାନିକ ଅଧିକାର ସମ୍ପର୍କରେ ଏକ ଆଇନ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଜିଲ୍ଲା କୋର୍ଟ…