Sign in
Sign in
Recover your password.
A password will be e-mailed to you.
ବ୍ଲକ ସମ୍ମୁଖରେ ବସି ବାଜା ବଜାଇଲେ, ନାଚିଲେ ଆଉ ହାଣ୍ଡିଆ ପିଇଲେ
ମନରେଗା ଯୋଜନାରେ କାର୍ଯ୍ୟ କରି ଟଙ୍କା ନ ପାଇବାରୁ ଅଭିନବ ଉପାୟରେ ପ୍ରତିବାଦ କଲେ ପଞ୍ଚାୟତ ବାସୀ
ବାରିପଦା(ଦିଲ୍ଲୀପ ମହାନ୍ତି )- ବ୍ଲକ ପରିସର ପାଲଟିଲା ହାଣ୍ଡିଆ ଭାଟି ଏବଂ ପାରମ୍ପରିକ ନୃତ୍ୟର ଆଖଡାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଲକ ପରିସରରେ।…
ଏପଟେ ଦେବକୀ-ବସୁଦେବଙ୍କୁ ଦଣ୍ଡ , ସେପଟେ ଗୋପୀଙ୍କ ବସ୍ତ୍ରହରଣ କଲେ କଲାକାହ୍ନୁ
ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବର ଚତୁର୍ଥ ରଜନୀ
ପଦ୍ମପୁର,(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଗୋଇବାହାଲି ଠାରେ ଚତୁର୍ଥ ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ଆଜି ସୋମବାର ଦିନ ଚତୁର୍ଥ ରଜନୀ ଅନୁଷ୍ଠିତ ହୋଇଥିଲା। ରାଜ ବୋଡାସମ୍ବର ଧନୁଯାତ୍ରା ମହୋତ୍ସବ ରେ…
ସରିଲା ଭାଷା ସାହିତ୍ୟର ମହାକୁମ୍ଭ : ଭିନ୍ନ ଛାପ ଓ ବାର୍ତ୍ତା ସହ ସୋଆ ସାହିତ୍ୟ ଉତ୍ସବ ଉଦଯାପିତ
ସାଧାରଣ ଲୋକ କବିତାକୁ ବୁଝି ନପାରିଲେ ତାହା ମୂଲ୍ୟହୀନ : ରମାକାନ୍ତ
"ସୋଆ ସାହିତ୍ୟ ଉତ୍ସବ ଶବ୍ଦ ଏବଂ ବିଚାରଧାରାର ଉତ୍ସବ"
ଭୁବନେଶ୍ୱର,(ଶାସକ ପ୍ରଶାସକ) : କବିତାକୁ ସାଧାରଣ ପାଠକଙ୍କ ମଧ୍ୟରେ ବ୍ୟାପକ କରିବାର ଆବଶ୍ୟକତା ରହିଛି ବୋଲି ମତ ପ୍ରକାଶ କରିଛନ୍ତି ବିଶିଷ୍ଟ କବି ଡଃ ରମାକାନ୍ତ…
ଶିଶୁ ବିଦ୍ୟା ମନ୍ଦିରରେ ବାର୍ଷିକ ମହୋତ୍ସବ
ହରଭଙ୍ଗା /ପ୍ରତାପ ମେହେର : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ଅନ୍ତର୍ଗତ ହରଭଙ୍ଗା ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ବାର୍ଷିକ ଉତ୍ସବ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ ଆଞ୍ଚଳିକ ପଞ୍ଚାୟତ ମହାବିଦ୍ୟାଳୟ ହରଭଙ୍ଗାର ଅର୍ଥନୀତି ବିଭାଗର ଅଧ୍ୟାପକ ଶ୍ରୀ ହିମାଂଶୁ କୁମାର ରାଉତ…
ଦିବ୍ୟାଙ୍ଗ ଏକ ରୋଗ କିମ୍ବା ବେମାର ନୁହେଁ -ଏହା ମନୁଷ୍ୟର ଏକ ଅବସ୍ଥା ମାତ୍ର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତିର ଏକ ମାତ୍ର ମାନସିକ ଅନଗ୍ରସର ଶିକ୍ଷା ଓ ପିଜିଓଥେରୋପି ତାଲିମ ଅନୁଷ୍ଠାନ ନିୟତି(ରାଣୀପେଣ୍ଠ) ରବିବାର ଦିନ ସ୍ଥାନୀୟ ବନଦୁର୍ଗା ମନ୍ଦିର ତୋଟା ଠାରେ ଏକ ବାର୍ଷିକ ବନବିହାର , ଅଭିଭାବକ ସଭା, ତାଲିମ , କ୍ରୀଡ଼ା ଓ ସାଂସ୍କୃତିକ…
ଏକ ସ୍ୱରରେ ଗର୍ଜ୍ଜିଲା ବରଗଡ଼, ପ୍ରଶାସନ ହେଲା ହଡବଡ
ମୁଣ୍ଡ ନୂଆଇଲା ପ୍ରଶାସନ, ସଫଳ ହେଲା ଜନ ଆନ୍ଦୋଳନ
ଅପରାହ୍ନ ପ୍ରାୟ ସାଢ଼େ ୪ଟାରୁ ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନା ପୁଣି ହେଲା କାର୍ଯ୍ୟକ୍ଷମ
http://www.youtube.com/watch?v=sfPUxqjt2Fk
ବରଗଡ :- ଶେଷରେ ଜନ ଆନ୍ଦୋଳନ ଆଗରେ ମୁଣ୍ଡ ନୂଆଇଲା ପ୍ରଶାସନ । ଦୀର୍ଘ 4 ଦିନଧରି…
ଇନ୍ଧନ ସଂରକ୍ଷଣ କ୍ଷମତା ମହୋତ୍ସବ ଓ ସକ୍ଷମ-୨୦୨୦ ପଦଯାତ୍ରା
http://www.youtube.com/watch?v=pJUxGwb5Fww
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଗୁଣ୍ଡିଚାବାଡି ପଡିଆ ପରିସରରେ ହିନ୍ଦୁସ୍ଥାନ ପେଟ୍ରୋଲିଅମ ନିଗମ ଲିମିଟେଡ଼ ପକ୍ଷରୁ ଭାରତୀୟ ତୈଳ ନିଗମ ଲିମିଟେଡ଼ର ସହଯୋଗରେ "ଇନ୍ଧନ ସଂରକ୍ଷଣ କ୍ଷମତା ମହୋତ୍ସବ-…
କଂଗ୍ରେସ ଅଭିଯୋଗକୁ ପରୋକ୍ଷରେ ମାନିଲେ ସାଂସଦ, କାର୍ଯ୍ୟାନୁଷ୍ଠାନ କେବେ – କଂଗ୍ରେସ
ଅନୁଭବଙ୍କ ଜାଲି ପ୍ରମାଣପତ୍ର ପ୍ରସଙ୍ଗ
ଭୁବନେଶ୍ୱର (ଶାସକ ପ୍ରଶାସକ) – ଜାଲି ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଓ ସୂଚନା ଅଧିକାର ଆଇନ୍ ତଥ୍ୟକୁ ନେଇ ଗତକାଲି କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ବିରୁଦ୍ଧରେ କଂଗ୍ରେସ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିବାକୁ ଯାଇ ସାଂସଦ ଯେଉଁ ଲିଖିତ…
ବନ୍ଧୁକ ଦେଖାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅନ୍ତର୍ଗତ ବଡ଼ସାହି-ଡ଼ୁକୁରା ରାସ୍ତାର ଆମ୍ବଡାଳି ନିକଟରେ ଫେବୃଆରୀ ୧ ରାତିରେ ଦରବାର ଯାତ୍ରା ପାର୍ଟିର ମାଲିକଙ୍କ ଭାଇ ଓ ମ୍ୟାନେଜରଙ୍କୁ କେତେକ ଦୁର୍ବୁତ ମାଡ଼ ମାରି ବନ୍ଧୁକ ମୁନରେ ୭୦ ହଜାରରୁ ଅଧିକ ଟଙ୍କା ଲୁଟ…
ମହିଳାମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ ପାଇଁ ଗଣଦୌଡ଼ ପ୍ରତିଯୋଗିତା
ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଛଉପଡ଼ିଆଠାରୁ ଫାଷ୍ଟ ଏଜୁକେସନ ଟ୍ରଷ୍ଟ ପକ୍ଷରୁ ମହିଳାମାନଙ୍କୁ ଶିକ୍ଷିତ ଓ ସୁରକ୍ଷିତ ବାର୍ତ୍ତା ନେଇ ଏକ ଗଣଦୌଡ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ରାଜ୍ୟ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି ମୁଖ୍ୟ ଅତିଥି ଭାବେ ଯୋଗ…