Sign in
Sign in
Recover your password.
A password will be e-mailed to you.
ଏଲ୍ କେ ବି କେ ଦିଲ୍ଲୀରେ ସମ୍ୱର୍ଦ୍ଧିତ
ହରଭଙ୍ଗା/ ପ୍ରତାପ ମେହେର: ବୌଦ୍ଧ ଜିଲ୍ଲା ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଲୋକ କଳା ବିକାଶ କେନ୍ଦ୍ର ( ଏଲ କେ ବି କେ ) ସରସରା ନିଜର ସଫଳ କାର୍ଯ୍ୟ ସଶକ୍ତିକରଣ ଏବଂ ବିଭିନ୍ନ କାର୍ଯ୍ୟକଳାପ ପାଇଁ ଦିଲ୍ଲୀ ରେ ସମ୍ବର୍ଦ୍ଧିତ କରାଯାଇଛି । ଅନୁଷ୍ଠାନର ସମ୍ପାଦିକା ଶ୍ରୀମତୀ ପୁଷ୍ପିତା…
ନିର୍ମାଣ ଶ୍ରମିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ସଭା : ଦାବି ପୁରଣ ନହେଲେ ଆନ୍ଦୋଳନ ଧମକ
ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦର ନୂଆ ହାଟପଦା ଠାରେ ନିର୍ମାଣ ଶ୍ରମିକ ସଂଘ କନ୍ଧମାଳ ଶାଖା ପକ୍ଷରୁ ଏକ ସଭାର ଆୟୋଜନ କରାଯାଇ ଥିଲା I ଏହି ସଭାରେ ଜ଼ିଲ୍ଲାର 12ଟି ବ୍ଲକର ନିର୍ମାଣ ଶ୍ରମିକ ମହାସଂଘର କର୍ମକର୍ତ୍ତା ଯୋଗ…
ବିବାଦ : ଅନୁଭବ ମହାନ୍ତି
ପିଛା ଛାଡ଼ୁନି ବିବାଦ, ଅଭିନେତାଙ୍କ ପାଇଁ ହରଡ଼ଘଣାରେ ପଡୁଛନ୍ତି ଦଳ ଓ ଦଳପତି
ଭୁବନେଶ୍ୱର(ଶାସକ ପ୍ରଶାସକ) – କି ବେଳରେ ସାଂସଦ ହେଲେ ଆଉ କି ବେଳାରେ ବୈଜୟନ୍ତଙ୍କ ସହ ଟକ୍କର ନେଲେ ଯେ ବାଳୁଙ୍ଗା ଟଙ୍କାରୁ ସାଂସଦ ହୋଇଥିବା ଅନୁଭବ ମହାନ୍ତିଙ୍କ ଲାଙ୍ଗୁଡ଼ ସାଜିଛି ବିବାଦ | ମାନେ ବିବାଦ…
ଟୋଲ ଗେଟରେ ମନ୍ତ୍ରୀଙ୍କୁ ଅସମ୍ମାନ , ପରିଚୟ ଦେଲା ପରେ ବି ଛାଡିଲେନି
ସୁନ୍ଦରଗଡ଼ ହୁଲୁସ୍ଥୁଲ , ସାର୍କିଟ ହାଉସ ଉଠୁଛି ପଡୁଛି
ସୁନ୍ଦରଗଡ( ହୋରାଚାନ୍ଦ ଦେଉରିଆ) : ସୁନ୍ଦରଗଡ଼ ଏବେ ହୁଲୁସ୍ଥୁଳ । ସର୍କିଟ ହାଉସରେ ଚାଲିଛି କମ୍ପମାନ । ଜିଲ୍ଲାର ବିଧାୟକ ଓ ଅଧିକାରୀ ଉପସ୍ଥିତ ରହି ପରିସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛନ୍ତି । ମନ୍ତ୍ରୀ ସୁଶାନ୍ତ…
ପିଡିଙ୍କୁ ଡିଷ୍ଟ୍ରିକ୍ଟ ଗ୍ରିଭାନ୍ସ ରିଡ୍ରେସାଲ ଅଫିସର ମାନ୍ୟତା
ଭୁବନେଶ୍ୱର (ଶାସକ ପ୍ରଶାସକ) :ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ଖାଦ୍ୟାନ୍ନ ବାବଦ ଅଭିଯୋଗ ଶୁଣାଣି କରିବା ତଥା ତାହାର ସଠିକ କାର୍ଯ୍ୟାନ୍ୱୟନ ପାଇ ଡିଷ୍ଟ୍ରିକ୍ଟ ଗ୍ରିଭାନ୍ସ ରିଡ୍ରେସାଲ ଅଫିସର ଭାବେ କାର୍ଯ୍ୟ କରିବାକୁ…
ଅରୁଣଙ୍କ ଗସ୍ତ ଛନକା : ସାରମାନେ ଘୋଷୁଛନ୍ତି ପିଲାଙ୍କ ନାଁ
ବ୍ରହ୍ମପୁରରୁ ଫେରିବା ବାଟରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅଚାନକ ପଶିଲେ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ
ଛତ୍ରପୁର (ଶାସକ ପ୍ରଶାସକ): "ଆମେ ଚାହୁଁଛେ ଏଜୁକେସନ ସିଷ୍ଟମକୁ ମଜଭୁତ ବା ଉନ୍ନତ କରିବା ପାଇଁ | ଆମେ କଣ ଦରମା ପାଇ, କିଛି ପିଲାଙ୍କୁ କ୍ଳାସରେ ବସେଇ କିଛି ପିଲାଙ୍କୁ ପାଠ ପଢ଼େଇ…
ସମ୍ପତ୍ତି ବିବାଦ : ଦାଦାକୁ କଟୁରୀରେ ହାଣି ହତ୍ୟା କଲା ପୁତୁରା
ଖୁବ ଅଳ୍ପ ସମୟ ବ୍ୟବଧାନରେ ହତ୍ୟାକାରୀକୁ ଚିହ୍ନଟ କରିବାରେ ପୁଲିସ ସଫଳ
ବଆରିପଡା(ଦିଲ୍ଲୀପ ମହାନ୍ତି )- ଜାନୁଆରୀ ୨୮ ତାରିଖରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଉପରଉଞ୍ଚାଡିହା ଗ୍ରାମର ଗୁରା ସିଂ ନାମକ ଜଣେ ବ୍ୟକ୍ତି ଙ୍କ ଗଳା କାଟି ହତ୍ୟା କରାଯାଇଥିବାର ଖବର ପୁଲିସ…
ଆଶାବାଦୀ ଭାରତ , ସମସ୍ତଙ୍କ ପାଇଁ ଅର୍ଥନୈତିକ ବିକାଶ ଆଉ ସମାଜ ପ୍ରତି କର୍ତ୍ତବ୍ୟ
କଣ ଅଛି ଏଥର ବଜେଟରେ : ଦେଖନ୍ତୁ କେନ୍ଦ୍ରୀୟ ବଜେଟ 2020-21ର ମୁଖ୍ୟାଂଶ
• ଆୟ- 22.46 ଲକ୍ଷ କୋଟି ଟଙ୍କା
• ବ୍ୟୟ-30.42 ଲକ୍ଷ କୋଟି ଟଙ୍କା
• ଜିଡିପି ଅଭିବୃଦ୍ଧି 10% ରହିବା ଅନୁମାନ
• ବିତିୟ ନିଅଂଟ 3.5%
ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ଏକବିଂଶ…
ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ : ସହଜ ବିଜୟ ସହ ସେମିଫାଇନାଲରେ ପଟଣାଗଡ଼
ଗୋଲ୍ଡେନ ଷ୍ଟାର କ୍ରିକେଟ କ୍କବ ଆନୁକୁଲ୍ୟରେ ଖଇରପାଲି ଠାରେ ସପ୍ତମ ଗୋଲ୍ଡେନ ଷ୍ଟାର କ୍ରିକେଟ କପ ଚତୁର୍ଥ ଦିବସ ଅନୁଷ୍ଠିତ ହୋଇଥିଲା। ଆଜିର ଖେଳରେ ମେଲଛାମୁଣ୍ତା ଟସଜିତି ପ୍ରଥମେ ବ୍ୟାଟିଙ୍ଗ କରି ୮ ଓଭରରେ ୫୭ ରନର ଲକ୍ଷ୍ଯ ଦେଇଥିଲେ ତାର ଜବାବରେ ଗାଇସିଲେଟ ଦଳ ୬.୪ ଓଭରରେ ୭ ୱିକେଟ ରେ…
ଇକୋସ୍ପୋଟ ବିଏସ୍ ୬ ‘ ର ବଜାର ପ୍ରବେଶ
ଭୁବନେଶ୍ୱର : ଆଜି ଭୁବନଶ୍ବରର ତୃପ୍ତି ଫର୍ଡ୍ ଠାରେ , ଆଇପିଏସ୍ ମିସ୍ ସାଗରିକା ନାଥ ଙ୍କ ଦ୍ଵାରା ଫର୍ଡ୍ ଇଣ୍ଡିଆ ର ଅନ୍ୟଏକ ଅବଦାନ ' ଇକୋସ୍ପୋଟ ବିଏସ୍ ୬ ' କୁ ସହର ରେ ଆନୟନ କରାଯାଇଛି ।ଆଜି ଠାରୁ ଓଡ଼ିଶା ରେ ଏହି ଆମେରିକୀୟ ଯାନ ର ଚାଳନା ଆରମ୍ଭ କରାଯାଇଛି।
ତୃପ୍ତି ଫର୍ଡ୍ ର…