Sign in
Sign in
Recover your password.
A password will be e-mailed to you.
ଏସଏମସିର କମିଶନର ଭାବେ ଯୋଗଦେଲେ ଯୁଗଲେଶ୍ଵରୀ ଦାଶ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ- ସମ୍ବଲପୁର ମହାନଗର ନିଗମ(ଏସଏମସି)ର କମିଶନର ଭାବେ ଯୁଗଲେଶ୍ଵରୀ ଦାଶ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି l ମହାନଗର ନିଗମ ଦାୟିତ୍ୱରେ ଥିବା ଲିଙ୍ଗରାଜ ପଣ୍ଡାଙ୍କ ବଦଳି ପରେ ଏହି ପଦବୀ ଖାଲି ପଡିଥିଲା l ସୋମବାର ଦାୟିତ୍ୱ ଗ୍ରହଣ ପରେ ସମସ୍ତ ଅଧିକାରୀ ଓ…
ଗଜପତି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣି ଗଜପତି ଜିଲ୍ଲାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ଜିଲ୍ଲାସ୍ତରୀୟ ଅଭିଯୋଗକୁ ଗଜପତି ଜିଲ୍ଲାପାଳ ଅନୁପମ ସାହା ଯୋଗଦାନକରୀ ଜନସାଧାରଣଙ୍କର ସମସ୍ୟା ବିଷୟରେ ଅବଗତ ହୋଇଥିଲେ। ତତ୍…
ସମ୍ ଅଲ୍ଟିମେଟ୍ ମେଡିକେୟାରରେ ବିଶ୍ୱ କର୍କଟ ଦିବସ ପାଳନ
ଭୁବନେଶ୍ୱର,(ଶାସକ ପ୍ରଶାସକ) : କର୍କଟକୁ ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ଫେବୃଆରୀ ୪ ତାରିଖକୁ ବିଶ୍ୱ କର୍କଟ ଦିବସ ରୂପେ ପାଳନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱରସ୍ଥିତ ସମ୍ ଅଲ୍ଟିମେଟ୍ ମେଡିକେୟାର ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…
ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୮୬ତମ ଶ୍ରାଦ୍ଧ ଦିବସରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
୨୮ତମ ସପ୍ତାହରେ ପଦାର୍ପଣ କଲା ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ
ଭୁବନେଶ୍ୱର(ଶାସକ ପ୍ରଶାସକ): ସ୍ଥାନୀୟ ରାଜଭବନ ସମ୍ମୁଖ ୟୁନିଟ୍-୮ସ୍ଥିତ ମହାନ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଆ ଭାଷା ଆନେ୍ଦାଳନର ମୁଖ୍ୟ ପୁରୋଧା, ସ୍ୱାଭିମାନୀ, ସୁକବି, ଲେଖକ, ଆଇନ୍ ବିଶାରଦ ତଥା ବହୁମୁଖୀ…
କାହା ବଳରେ ବଳିୟାନ ଏ ଜଙ୍ଗଲ ମାଫିଆ : ପ୍ରଶାସନ ଏତେ ଅସହାୟ କାହିଁକି
ବନବିଭାଗ ଠାରୁ ୩ ଲକ୍ଷ ଟଙ୍କା ମୂଲ୍ୟର ଶାଳଗଣ୍ଡି ଛଡାଇନେଲେ ମାଫିଆ
ଓଡ଼ଗାଁ( : ରବିବାର ବିଳମ୍ଭିତ ରାତିରେ ଏକ ଅଭାବନୀୟ ଘଟଣାକ୍ରମରେ ୩ ଟି ଟ୍ରାକ୍ଟର ଡାଲାରେ ବୋଝେଇ ହୋଇଥିବା ଆନୁମାନିକ ୩ ଲକ୍ଷ ଟଙ୍କାର ଶାଳଗଣ୍ଡି ନାଟକୀୟ ଢଙ୍ଗରେ ସରକାରୀଦଳ ସମର୍ଥିତ ଜଣେ ନିର୍ବାଚିତ ପ୍ରତିନିଧିଙ୍କ…
ଅମ୍ଲାନ ପ୍ରତିଭୁଙ୍କ ପଦଚିହ୍ନ : ମନେ ରହିବେ ବଂଶୀଧର ସାର
ଓଡ଼ଗାଁ,(ଶାସକ ପ୍ରଶାସକ ) : ଶିକ୍ଷକତାକୁ ବ୍ରତ ଭାବରେ ଆଦରି ନେଇଥିବା ବଂଶୀଧର ସାରେ ଏକାଧାରରେ ଜଣେ ସତ୍ୟନିଷ୍ଠ, ଧର୍ମନିଷ୍ଠ, କର୍ତ୍ତବ୍ୟ ପରାୟଣ, ସମୟାନୁବର୍ତ୍ତୀ, ଛାତ୍ର ବତ୍ସଳ, ପରୋପକାରୀ ବ୍ୟକ୍ତିତ୍ୱ ଥିଲେ । ସେଥିଲେ ଲେଖକ, ଚିତ୍ରକର, ଖେଳାଳି ଏବଂ ଖେଳପ୍ରତି ରୁଚି ରହିଥିବା ଜଣେ…
ଫସିଗଲା ଫସିଗଲା ଫସିଗଲାରେ…ଫସିଗଲା ଅଭିମନ୍ୟୁ ଚକ୍ରବ୍ୟୁହରେ
ଜାଲି ଯୋଗ୍ୟତା ବ୍ୟୁହରେ ସାଂସଦ ଅନୁଭବ : ଖସିବେ ନା ଫସିବେ
ବୈଜୟନ୍ତଙ୍କ କାମ ହାଲକା କରିଦେଉଛନ୍ତି ନିଶିକାନ୍ତ
ଭୁବନେଶ୍ୱର(ଶାସକ ପ୍ରଶାସକ) –ଫସିଗଲା ଫସିଗଲା ଫସିଗଲାରେ...ଫସିଗଲା ଅଭିମନ୍ୟୁ ଚକ୍ରବ୍ୟୁହରେ | ଫେରିବାର ନାହିଁ ବାଟ, ଫେରେନାହିଁ ଆଉ ପାଦ, ଖସି ଖସି ଯାଏ…
କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଲେ ଜୁନାଗଡର ଝିଅ ସାଇନା
ଜୁନାଗଡ(ଆଦିତ୍ୟ ମହାନ୍ତି) : କଳାହାଣ୍ଡି ଜିଲ୍ଲା କଣ, ସମଗ୍ର ଓଡିଶା ପାଇଁ ଗୌରବ ଆଣିଛନ୍ତି ଓଡ଼ିଶାର ଝିଅ ସାଇନା | କଲାହାଣ୍ଡି ଜିଲ୍ଲା ଜୁନାଗଡର ସୁନୀଲ ଅଗ୍ରୱାଲ ଓ ମାତା ରିନା ଅଗ୍ରୱାଲଙ୍କ ଝିଅ ସାଇନା ଅଗ୍ରୱାଲ ଇନଷ୍ଟିଟ୍ୟୁଟ ଅଫ ଚାଟାର୍ଡ ଆକାଂଉଣ୍ଟାଣ୍ଟ ଅଫ ଇଣ୍ଡିଆ ପକ୍ଷରୁ…
୫ ଦିନ ହେଲାଣି ସ୍କୁଲ ଫାଟକରେ ତାଲା : ପିଲାଙ୍କ ପଢାବନ୍ଦ, ହେଲେ ଶିକ୍ଷାପ୍ରଶାସନ କୁମ୍ଭକର୍ଣ୍ଣ
ବିଧାୟକ ରୋହିତ ପୂଜାରୀଙ୍କ ଉଦାସୀନତାକୁ ଟାର୍ଗେଟ କଲେ ସ୍କୁଲ ପରିଚାଳନା କମିଟି
ସମ୍ବଲପୁର (ରମାକାନ୍ତ ବିଶ୍ୱାଳ ): ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକ ଅନ୍ତର୍ଗତ ଡଇଁଚା ବାପୁଜୀ ସରକାରୀ ହାଇସ୍କୁଲରେ ଶିକ୍ଷକ ଅଭାବ ପ୍ରତିବାଦରେ ଗତ 31ତରିଖ ଠାରୁ ତାଲା ଝୁଲୁଛି । ଏହି ବିଦ୍ୟାଳୟରେ…
ଅବେଳରେ କାର୍ଯ୍ୟାଳୟରେ ପଶିଲେ ଅମରେଶ : ଅଧ୍ୟକ୍ଷଙ୍କୁ ଅଚାନକ ଦେଖି ସମସ୍ତେ ଆବାକାବା
ଆଟେଣ୍ଡାନ୍ସ ଯାଞ୍ଚ କଲେ, କାମର ସମୀକ୍ଷା କରି ୫-ଟି ମାପଦଣ୍ଡ ଆଧାରରେ ଲକ୍ଷ୍ୟ ପୂରଣ ପାଇଁ ଦେଲେ କଣ୍ଟ
ଭୁବନେଶ୍ୱର(ଶାସକ ପ୍ରଶାସକ) : କିଛି ପ୍ଲାନିଂ ନଥିଲା | କନ୍ଧମାଳ ଯାଉଥିବା ବାଟରେ ଗାଡି ବୁଲାଇଦେଲେ ନୟାଗଡ କାର୍ଯ୍ୟାଳୟ ଆଡକୁ | ଅବେଳା କାର୍ଯ୍ୟାଳୟରେ ପଶିବା ପରେ ସମସ୍ତେ ଆବାକାବା…