ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣରେ ବିମୋହିତ ଶାହା 

ପୁରୀ(ଶାସକ ପ୍ରଶାସକ): ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ପୁରୀର ସୌନ୍ଦର୍ଯ୍ୟକରଣକୁ କିଛିଦିନ ତଳେ କେନ୍ଦ୍ର ପେଟ୍ରୋଲିଅମ-ପ୍ରାକୃତିକ ବାଷ୍ପ ତଥା ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସାର ମୋହର ଲଗାଇଥିବା ବେଳେ ଆଜି ଖୋଦ ଦେଶର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କର ବାହାବା…

ଅନାଥ ଚାନ୍ଦିନୀ ହେଲା ବଡ ଘର ଅଗଣାର ଚାନ୍ଦ 

http://www.youtube.com/watch?v=RFfS4MWNqgQ  ହୃଦୟବାନ ମଣିଷ କ୍ଷୀରୋଦଙ୍କୁ ହୃଦୟରୁ ସଲାମ, ସେ ପରିବାରକୁ ବି ଧନ୍ୟବାଦ  ସମ୍ବଲପୁର/ ରମାକାନ୍ତ ବିଶ୍ୱାଳ : କଥାରେ ଅଛି ଯେତେ ଭାଇ ସେତେ ଘର ଆଉ ଯେତେ ଝିଅ ସେତେ ବର ।ଭାଗ୍ୟ କେତେବେଳେ କାହାକୁ ନେଇ କେଉଁଠି ଥୋଇବ କେହି କହିପାରିବେନି…

୫୫ ବର୍ଷରେ କଂଗ୍ରେସ ଓଡିଶା ପାଇଁ ଯାହା କରିନିଥିଲା ବିଜେପି ୫ ବର୍ଷରେ କରିଛି:ଶ୍ରୀ ଅମିତ ଶାହା

ଜନତା ମଇଦାନ ଠାରେ ବିଶାଳ ଜନ ସମାବେଶରେ ଯୋଗ ଦେଲେ ଗୃହମନ୍ତ୍ରୀ ଅମିତ ଶାହା  ଗୋଟିଏ କୁଦରେ ଓଡିଶାରେ ଭାରତୀୟ ଜନତା ପାର୍ଟିର ସରକାର ହେବ  ମୋଦି ସରକାର ୫ ବର୍ଷ ଭିତରେ ଓଡିଶାକୁ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଟଙ୍କା ପ୍ରଦାନ କରିଛନ୍ତି  ଗୁଜୁରାଟର ବିକାଶ ଭଳି ଆଗାମୀ ଦିନରେ ଓଡିଶାର…

ବିଜେପିର  ବିଶାଳ ଜନସଭାରେ କେନ୍ଦ୍ରମନ୍ତ୍ରୀ : କହିଲେ କେନ୍ଦ୍ରର ପ୍ରାଥମିକତାରେ ଓଡିଶା 

ଓଡିଶାରେ ପୂର୍ବାଂଚଳ ରାଜ୍ୟସମୂହ ପାଇଁ ଶାହାଙ୍କ ବୈଠକ ପୂର୍ବ ଭାରତରେ ଓଡିଶାକୁ ବିକାଶରେ ପ୍ରଧାନ୍ୟ - ଧର୍ମେନ୍ଦ୍ର ପ୍ରଧାନ  ମୋଦି ଓ ଶାହା ଓଡିଶା ପାଇଁ ଐତିହାସିକ ଫନୀ ସହାୟତା ଦେଇଛନ୍ତି  କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ ନିଷ୍ପତ୍ତି ଯୋଗୁ ଓଡିଶା ବାର୍ଷିକ ୨୫ ହଜାର କୋଟି ରାଜସ୍ୱ…

ଲଇଡା ସରସ୍ବତୀ ଶିଶୁ ମନ୍ଦିର ରେ ଜାତୀୟ ବିଜ୍ଞାନ ଦିବସ

ଲଇଡା,ସମ୍ବଲପୁର,(ରମାକାନ୍ତ ବିଶ୍ବାଳ ): ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ରେ ପରିଚାଳନା କମିଟୀ ର ସଭାପତି ଫକିର ମୋହନ ସାହୁ ଙ୍କ ଅଧ୍ୟକ୍ଷତା ରେ ଶୁକ୍ରବାର ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଅଛି। ସ୍ଥାନୀୟ ଦୂତିକା ସାହୁ କଲେଜ ର ପଦାର୍ଥ ବିଜ୍ଞାନ ର…

ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ – ୨୦୨୦ ଉଦଘାଟିତ

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ରାଜବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଏକ ବର୍ଣ୍ଣାତ୍ଯ ପରିବେଶ ଭିତରେ ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ଉଦଘାଟିତ ହୋଇଯାଇଛି । ଏଇ ଅବସରରେ ପ୍ରଫେସର କେଶ ରଞ୍ଜନ ପ୍ରଧାନ ଓ ନାଟ୍ୟକାର ଅଶୋକ କୁମାର ବହିଦାର ଙ୍କର ପରିଚାଳିତ ଉଦଘାଟନୀ ସଭାରେ ମୁଖ୍ଯ…

 ହୋମଗାର୍ଡଙ୍କୁ ଦୈନିକ ୫୦୦  ଟଙ୍କା ପାଉଣା ଦିଅ : ହାଇକୋର୍ଟ 

କଟକ (ଶାସକ ପ୍ରଶାସକ) ଓଡ଼ିଶାରେ କାର୍ଯ୍ୟରତ ହୋମଗାର୍ଡମାନଙ୍କୁ ଦୈନିକ ୫୦୦ ଟଙ୍କା ଲେଖାଏ ଦେବା ପାଇଁ ଓଡିଶା ହାଇକୋର୍ଟଙ୍କ ଜଷ୍ଟିସ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି | ବର୍ଦ୍ଧିତ ଦରମା ୨୦୨୦  ଜାନୁଆରି ପହିଲାରୁ ପିଛିଲା ଭାବେ ଲାଗୁ କରିବାକୁ…

ଆଉ ଗୋଟେ ଡିଆଁ ମାରିଲେ ଓଡ଼ିଶାରେ ବିଜେପି ପତାକା ଉଡ଼ିବ 

ଭୁବନେଶ୍ୱର : ନବୀନ ବାବୁଙ୍କ ୧.୧ କୋଟି ଭୋଟ ଆଉ ଆମର ୯୧ ଲକ୍ଷ ଭୋଟ | ତେଣୁ ଆଉ ଗୋଟେ ଡିଆଁ ମାରିଲେ ଓଡ଼ିଶାରେ ବିଜେପି ପତାକା ସବୁ ଦିନ ପାଇଁ  ଉଡ଼ିବ ବୋଲି କହିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅମିତ ଶାହା | ଆମେ ୩୭୦୦୦ ବୁଥରୁ ୧୪୦୦୦ରୁ ଅଧିକ ବୁଥ୍ରେ…

ରଙ୍ଗ ଆଣିଲା ଉଦ୍ୟମ, ତେଲେଙ୍ଗାନାରୁ ଫେରିଲେ ଦାଦନ 

http://www.youtube.com/watch?v=7jV0qmIgwqI "ବନ୍ଧକ ଥିବା ଦୁଇଜଣ ଏହି ସିଜିନ ସାରିବା ପରେ ଫେରିବେ"   ପଶ୍ଚିମ ଓଡିଶା ବ୍ୟୁରୋ/ ଗୌରାଙ୍ଗ ଦାସ :  ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକର ବହୁ ଚର୍ଚ୍ଚିତ ଦାଦନ ବନ୍ଧା ହେବା ଘଟଣାର ଆପାତତଃ ପୁର୍ଣଛେଦ ପଡ଼ିଛି | ବରଗଡ଼ ଜିଲ୍ଲା ବିଜେପୁର…

ସତଯେ, ହେଲେ ଏ ବାଇଡଙ୍କ କଥା ଜମା ଦିହକୁ ନେବେନି 

ମିଳିମିଶି ଖାଇଲେ : ଆହା କି ସ୍ବର୍ଗୀୟ ଦୃଶ୍ୟ ନ ଦେଖିଲା ଏ ଚର୍ମ ନେତ୍ର ! ୟାଙ୍କଠୁ ଶିଖିବା କଥା, ସମ୍ପର୍କ କଣ---ପ୍ରେମ କଣ---ଭାଇଚାରା କଣ ଆଉ ରାଜନୀତି ବି କଣ ଫୋଟଟା ଉପରେ ଦେଖିକି  ଆପଣମାନେ ଝଟକା ଖାଇବେନି ଜମା | ଏମିତିକା ବିରଳ ମହାଜାଗତିକ  ଦୃଶ୍ୟ ପୁଣି ଜୀବନ ଥିଲେ ଦୃଶ୍ୟମାନ ହେବ…