Sign in
Sign in
Recover your password.
A password will be e-mailed to you.
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ଶୁକ୍ରବାର ଦିନ "ଜାତୀୟ ବିଜ୍ଞାନ ଦିବସ" ପାଳିତ ହୋଇଯାଇଛି। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅବସର…
ଦର୍ଶକଙ୍କ ମନ ମୋହିଲା ବର୍ଷା ସିଂ ଙ୍କ ବାଲୁକା କଳା ।
ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ ଦ୍ବିତୀୟ ଦିବସ
ପଦ୍ମପୁର-(ଶାସକପ୍ରଶାସକ)ପ୍ରଥମ ପଦ୍ମପୁର ଲୋକ ମହୋତ୍ସବ - ୨୦୨୦ର ଦ୍ବିତୀୟ ଦିବସ ଆରମ୍ଭ ହୋଇଥିଲା " ଲୁପ୍ତ ପ୍ରାୟ ଓ ଲୁକ୍ କାୟିତ ଲୋକକଳା " ଉପରେ ଆୟୋଜିତ ଆଲୋଚନା ଚକ୍ରରୁ । ଡଃ ପ୍ରମୋଦ କୁମାର ପାଢ଼ୀ କାର୍ଯ୍ୟକ୍ରମ କୁ ସଂଯୋଜନା…
ଦାର୍ଶନିକ ବିଶ୍ଳେଷଣର ତାତ୍ପର୍ଯ୍ୟ ଶୀର୍ଷକ ଆଲୋଚନା ଚକ୍ର
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ରଘୁନାଥ ସମବାୟ ମହାବିଦ୍ୟାଳୟ, ଓଡ଼ଗାଁ ଦର୍ଶନ ଶାସ୍ତ୍ର ବିଭାଗ ଦ୍ୱାରା ଶନିବାର ଦିନ ଦାର୍ଶନିକ ବିଶ୍ଳେଷଣର ତାତ୍ପର୍ଯ୍ୟ ଶୀର୍ଷକ ଆଲୋଚବନା ଚକ୍ର ଅଵୁସ୍ଥିତ ହୋଇଯାଇଛି । ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ ପ୍ରାଧ୍ୟାପକ ଡଃ ଅଶୋକ କୁମାର ତରାଇ ଉକ୍ତ…
ନୟାଗଡ଼ ଚିନିଶିଳ୍ପ ପୁନଃ କାର୍ଯ୍ୟକ୍ଷମ ଦାବୀରେ ମାର୍ଚ୍ଚ ୬ ତାରିଖରେ ଜିଲ୍ଲା ବନ୍ଦ ଡାକରା
ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : ନୟାଗଡ଼ ଜିଲ୍ଲାର ଏକମାତ୍ର ଚିନି ଶିଳ୍ପ କାରଖାନାକୁ ପୁନଃ କାର୍ଯ୍ୟକ୍ଷମ ଦାବୀରେ ନୟାଗଡ଼ କ୍ରିୟାନୁଷ୍ଠାନ କମିଟି ତରଫରୁ ଆସନ୍ତା ମାର୍ଚ ୬ ତାରିଖରେ ନୟାଗଡ଼ ଜିଲ୍ଲା ବନ୍ଦ ଡାକରା ଦେଇଛନ୍ତି । କମିଟିର ଆବାହକ ବିଶ୍ୱନାଥ ମାହାପାତ୍ରଙ୍କ ଅଧ୍ୟକ୍ଷତାରେ…
ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସୋଆର ନୂଆ ସ୍ଵାକ୍ଷର
ବିଶ୍ୱସ୍ତରୀୟ ଭିତ୍ତିଭୂମି ଓ ଅତ୍ୟାଧୁନିକ ଚିକିତ୍ସାର ନିର୍ଭର ପ୍ରତିଶ୍ରୁତି ସହ ସାଧାରଣଙ୍କ ଉଦ୍ଦେଶ୍ୟରେ ସମ୍ମମ୍ ଲୋକାର୍ପିତ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସ୍ୱାସ୍ଥ୍ୟ ସେବାକୁ ଲୋକାଭିମୁଖୀ କରିବା ପାଇଁ ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଆଉ ଏକ ବଡ଼ ପ୍ରୟାସ ଆରମ୍ଭ କରାଯାଇଛି ।…
ଭୂମିହୀନଙ୍କୁ ଜମି ପଟ୍ଟା ବଣ୍ଟନ କଲେ ଉପଜିଲ୍ଲାପାଳ
ବରଗଡ(ଶାସକ ପ୍ରଶାସକ) :- ପ୍ରତ୍ୟେକ ମଣିଷର ସ୍ୱପ୍ନ ଖଣ୍ଡେ ଜମି ଓ ଗୋଟେ ଘର । ଯେଉଁ ଘରେ ସେ ତାର ପରିବାର ସହିତ ହସଖୁସିରେ ରହି ପାରିବ । କିନ୍ତୁ ପ୍ରତ୍ୟେକ ଙ୍କର ଭାଗ୍ୟରେ ଜମି କିମ୍ବା ଘର ନଥାଏ । ରାଜ୍ୟ ସରକାର ଙ୍କର ବସୁନ୍ଧରା ଯୋଜନା ପ୍ରତ୍ୟେକ ଭୂମିହୀନ ଗରିବ ଲୋକଙ୍କୁ ତାଙ୍କର ନିଜ…
ସରିଲା ଅବଧି, କାଲିଠାରୁ କଡାକଡି
ଡକ୍ୟୁମେଣ୍ଟ ଚେକିଂ ବେଳେ ଲୋକ ଯେପରି ଅଧିକ ହଇରାଣ ହରକତ ନହୁଅନ୍ତି ସେଥିପ୍ରତି ଯତ୍ନବାନ ହେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର : ସରିଲା ଅବଧି, କାଲିଠାରୁ କଡାକଡି | ହେଲେ ମଦୁଆ ଚାଳକ, ଦ୍ରୁତଗତିରେ ଯାଉଥିବା ଚାଳକ, ରେଡ ଲାଇଟ ନମାନି ଯାଉଥିବା ଚାଳକ, ଟ୍ରାଫିକ ଯାଉଥିବା ଦିଗର ବିପରୀତ…
ଚାଷୀଙ୍କ ବିଦ୍ୟୁତ ଶୁଳ୍କ ମାଫ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚାଷୀଙ୍କ ଦାବିପତ୍ର ।
ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ଉପଖଣ୍ଡ ଏକ ଚିର ମରୁଡି ପ୍ରପୀଡ଼ିତ ଅଂଚଳ । ଏଠାକାର ଚାଷି ସାଧାରଣତଃ ଚାଷ ପାଇଁ ବର୍ଷା ଜଳ ଉପରେ ଭରଷା କରିଥାନ୍ତି । ଚାଷୀ ମାନଙ୍କ ଉଦ୍ୟମ କ୍ରମେ ସରକାର ଗଭୀର ନଳକୂପ ମାନ ଦେଇଛନ୍ତି । ହେଲେ ବର୍ତମାନ ସମୟରେ ବିଦ୍ୟୁତ ବିଭାଗ ଅମାନୁସିକ ଭାବରେ…
ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ଆକ୍ରମଣ ଘଟଣାରେ ଜଣେ ଅଟକ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଚିକିତ୍ସାଳୟର ଜଣେ କାର୍ଯ୍ୟରତ ଡାକ୍ତରଙ୍କୁ ଗୁରୁବାର ଜଣେ ଯୁବକ ଦୁର୍ବ୍ୟବହାର କରିବା ସହିତ ଗୋଇଁଠା ମାରିଛନ୍ତି । ଡାକ୍ତରଙ୍କୁ ହତ୍ୟା ଧମକ ମଧ୍ୟ ଦେଇଛନ୍ତି । ଉପଖଣ୍ଡ…
ଜାତୀୟ ରାଜପଥ କଡରେ ଯୁବକର ମୃତଦେହ, ହତ୍ୟା ସନ୍ଦେହ
ନୂଆପଡ଼ା(ଅମିତ ପୁରୋହିତ) ;ନୂଆପଡ଼ା-କୋମନା ଜାତୀୟ ରାଜପଥ ୩୫୩ ଧରମପୁର ଛକ ପାଖରେ ଜଣେ ଯୁବକର ମୃତଦେହ ପଡିଥିବା ଦେଖିବାକୁ ମିଳିଛି । ମୃତ ଯୁବକର ହାତ ଓ ଶରୀରର ବିଭିନ୍ନ ସ୍ଥାନରେ ଧାରୁଆ ଅସ୍ତ୍ର ଦ୍ୱାରା କଟାଯାଇଥିବା କ୍ଷତ ଦେଖିବାକୁ ମିଳିଛି । ଏହାର ପାରିପାର୍ଶିକ ସ୍ଥିତିରୁ ଜଣାପଡୁଛି…