ଭାରସାମ୍ୟ ହରାଇଲା ଫ୍ରେଣ୍ଡ୍ସ : ପଞ୍ଚୁପାଣ୍ଡବ ପାଖରେ ପିଟି ହେଲା ଖୁଣ୍ଟରେ 

  ନୟାଗଡ଼ (ବିଶ୍ୱଜିତ ନାୟକ): ନୟାଗଡ ଜିଲ୍ଲା ନୂଆଗାଁ ଥାନା ପଞ୍ଚୁପାଣ୍ଡବ ଠାରେ ଏକ ଘରୋଇ ବସ୍ ଓଲଟି  15 ଜଣ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଛି। ଆଜି ସକାଳ ପ୍ରାୟ ୮ଟା ବେଳେ  ‘ଫ୍ରେଣ୍ଡସ’ ନାମକ ଏକ  ଘରୋଇ ଯାତ୍ରୀବାହୀ…

ବ୍କକ ସ୍ତରୀୟ ଶକ୍ତି ସଂରକ୍ଷଣ ଲିଖିତ କୁଇଜ ପ୍ରତିଯୋଗିତା

ପଦ୍ମପୁର/ଶାସକ ପ୍ରଶାସକ - ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ରେ ଶକ୍ତି ସଂରକ୍ଷଣ ଉପରେ ବ୍କକ ସ୍ତରୀୟ ଲିଖିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏ  ପ୍ରତ୍ଯକ୍ଷ ତତ୍ତ୍ବବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍କକରୁ ୧୬୦ ଜଣ ଛାତ୍ରଛାତ୍ରୀ…

ରାଜ ବୋଡ଼ାସମ୍ବର ହାଇସ୍କୁଲ ରେ ବିଶ୍ବ ଏଡସ୍ ଦିବସ ପାଳିତ

ପଦ୍ମପୁର/ଶାସକ ପ୍ରଶାସକ- ସ୍ଥାନୀୟ ରାଜ ବୋଡ଼ାସମ୍ବର ହାଇସ୍କୁଲ ରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି। ଏଥିରେ ପ୍ରଧାନ ଶିକ୍ଷକ ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତା କରିଥିବା ବେଳେ ବ୍କକରୁ ୧୬୦ ଛାତ୍ର ଛାତ୍ରୀଙ୍କ ସହ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ ରୁଦ୍ର ଭୋଇ ସମ୍ମାନୀତ ଅତିଥି ଭାବେ ଯୋଗ…

ଗାଇଡ ଦୀକ୍ଷାନ୍ତ ସମାରୋହ ଓ ବିଜ୍ଞାନ ମେଳା ଅନୁଷ୍ଠିତ  

ପଦ୍ମପୁର/ଶାସକ ପ୍ରଶାସକ : ପଦ୍ମପୁର ଉପଖଣ୍ଡ ଲଖମରା ଜଗନ୍ନାଥ ହାଇସ୍କୁଲରେ ଗାଇଡ ଛାତ୍ରୀ ଦୀକ୍ଷାନ୍ତ ସମାରୋହ ବିଦ୍ୟାଳୟ ପରିସର ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ସନତ ଭୋଇଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ସ୍କାଉଟ୍ ମାଷ୍ଟର ସୁଦର୍ଶନ ମାହାକୁଡ, ହେମ ସାଗର ସାହୁ, ଗାଇଡ୍…

ତିନି ମହଲା ନବନିର୍ମିତ ବିଲ୍ଡିଂରେ ମୃତ ଦେହ ଉଦ୍ଧାର :  ପରିବାର ଲୋକଙ୍କ ସନ୍ଦେହ ” କରାଯାଇଛି ହତ୍ୟା” 

ସୁନ୍ଦରଗଡ / ହୋରାଚାନ୍ଦ ଦେଉରିଆ :-ଆଜି ସନ୍ଧ୍ୟାରେ  ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ବନଦୁର୍ଗା ମନ୍ଦିର ସାମ୍ନା ଗଳିର ଏକ କିଞ୍ଜିରକେଲା ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ନବନିର୍ମିତ କୋଠା ଘରୁ ଏକ ସବା ଉଦ୍ଧାର ହୋଇଛି | ଘରଟି ତିଆରି ହୋଇଛି ହେଲେ ମାଲିକ ସେଠାରେ ରହୁନାହାନ୍ତି | ମୃତ ଗଜେନ୍ଦ୍ର…

ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ଼ ପ୍ରତିଯୋଗିତା ପରୀକ୍ଷା ଅନୁଷ୍ଠିତ

ଘୁ.ଉଦୟଗିରି/ଗଗନ କୁମାର ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ.ଉଦୟଗିରି ସ୍ଥିତ ହବାକ ଉଚ୍ଚବିଦ୍ୟାଳୟ ଠାରେ ରବିବାର ଦିନ ବ୍ଲକସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜ଼ ପ୍ରତିଯୋଗିତା ପରୀକ୍ଷା ଅନୁଷ୍ଠିତ ହୋଇଥିଲା I ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ 130ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ I ହବାକ…

ଭୈରବୀ ଡିଗ୍ରୀ କଲେଜ୍ ପକ୍ଷରୁ ” ମହିଳା ହିଂସା ବିରୋଧି ସଚେତନତା ” ରଥ କୁ ସ୍ଵାଗତ ।

ହରଭଙ୍ଗା/ପ୍ରତାପ ମେହେର : ହରଭଙ୍ଗା ବ୍ଲକ୍ ପୁରୁଣାକଟକ ର ଭୈରବୀ ଡିଗ୍ରୀ କଲେଜ୍ ପକ୍ଷରୁ ଲୋକ କଳା ବିକାଶ କେନ୍ଦ୍ର ଆୟାଜନ ରେ ଚାଲିଥିବା  " ମହିଳା ହିଂସା ବିରୋଧି ସଚେତନତା " ରଥ କୁ ସ୍ଵାଗତ କରାଯାଇଛି । କଲେଜ୍ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲଳିତ ମେହେର , ଅଧ୍ୟାପକ ଡ଼ଃ ପ୍ରମୋଦ କୁମାର…

ଚାରି ବିଧାୟକଙ୍କ ଭିତରେ ଲଢେଇ :ଅରୁଣ ରଖିଲେ ବଡେଇ

ଶେଷ ପର୍ଯ୍ୟନ୍ତ ଟକରା ଟକରି : ବାଦଲଙ୍କୁ ଜିତାଇ ଅରୁଣ ଗଲେ ହାରି  ନୟାଗଡ( ବିଶ୍ୱଜିତ ନାୟକ):- ନୟାଗଡ ଜିଲ୍ଲାର ୪ ବିଧାୟକ ତଥା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ବିଧାୟକ ସତ୍ୟନାରାୟଣ ପ୍ରଧାନ, ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଓ ବିଧାୟକ ରମେଶ ବେହେରାଙ୍କ ଭିତରେ ଲଢେଇ ଦେଖାଇବାକୁ ପାଇଲେ…

ଉଠା ଜଳସେଚନ ଯୋଗ ଗତବର୍ଷ ତୁଳନାରେ ଭଲ ଫସଲ 

ଚାଷୀ କହିଲେ "ଆମେ ବହୁତ ଖୁସି...ଆହୁରି ହେଲେ ଆହୁରି ଖୁସି ହେବୁ।" ଶାସକ ପ୍ରଶାସକ/ ଜାମସେଠ:- ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଉଠା ଜଳସେଚନ ପଏଣ୍ଟ ସହାୟତାରେ  ହୋଇଥିବା ସଫଳ ଜଳସେଚନ ଯୋଗୁଁ ଗତ ବର୍ଷଠାରୁ ଅଧିକ ତଥା ପ୍ରଥମ ଭଲ ଫସଲ ଅମଳ ଖୁସିରେ ଗ୍ରାମବାସୀ ଏକ ଭୋଜିର ଆୟୋଜନ…

ପଦ୍ମପୁର ସହରରେ ବିଶ୍ବ ଏଡସ୍ ଦିବସ ପାଳିତ ।

ପଦ୍ମପୁର(ଶାସକ ପ୍ରଶାସକ)ପଦ୍ମପୁର ସହରରେ ବିଶ୍ବ ଏଡସ୍ ଦିବସ ପାଳିତ ହୋଇଯାଇଛି । ପଦ୍ମପୁର ଡାକ୍ତରଖାନା ପରିସରରେ ଥିବା ଆଇ.ଟି.ସି. ସେଣ୍ଟର ଠାରେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଯୋଗଦାନ କରି ଅଞ୍ଚଳ ମହାବିଦ୍ୟାଳୟ ୟୁଥ୍ ରେଡକ୍ରସ ୟୁନିଟ ଛାତ୍ର ଛାତ୍ରୀ ମାନଙ୍କୁ ପତାକା…