ଜଗତସିଂହପୁର ଛୁଇଁଲା କରୋନା, ଏକାଥରେ 4

0

ଭୁବନେଶ୍ୱର  : ପୁଣି ୫ କରୋନା ଚିହ୍ନଟ | ଆଉ  କରୋନା ତାଲିକାରେ ସାମିଲ ହେଲା ନୂଆ ଗୋଟେ  ଜିଲ୍ଲା ।  ଆଜି ସରକାରଙ୍କ ଘୋଷଣା ଅନୁଯାୟୀ ଜଗତସିଂହପୁର ଜିଲ୍ଲାକୁ  ଛୁଇଁଛି  କୋରନା  ରୋଗ  । ଏକାଥରେ  ଏହି ଜିଲ୍ଲାରୁ  ୪ ଆକ୍ରାନ୍ତ ଚିହ୍ନଟ ହୋଉଛନ୍ତି  । ସେମାନଙ୍କ ଆସ ଯଥାକ୍ରମେ ୨୬ ବର୍ଷ ୩୨ ବର୍ଷ ୩୦ ବର୍ଷ ଓ ୪୭ ବର୍ଷ | ଏମାନେ ସମସ୍ତେ ସୁରଟ ଫେରନ୍ତା | ସେହିପରି କେନ୍ଦ୍ରାପଡା ରୁ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ବୟସ ୬୦ ବର୍ଷ | ସେ କଲିକତା ଫେରନ୍ତା | 

Leave A Reply

Your email address will not be published.