ଜିଲ୍ଲାର ୧୪୯ଟି ପଞ୍ଚାୟତରେ ୨୦୭ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରସ୍ତୁତ : ଜିଲ୍ଲାପାଳ 

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭାଇରସର କଡା ମୁକାବିଲା କରିବା ପାଇଁ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେଥିପାଇଁ ସମଗ୍ର ଗଜପତି ଜିଲ୍ଲାର ମୋଟ ୧୪୯ ଟି ପଞ୍ଚାୟତରେ ୨୦୭ ଟି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରସ୍ତୁତ କରା ଯାଇଥିବା ବେଳେ ସେଥିରେ ୨୦ ହଜାରରୁ ଅଧିକ ସଂଖ୍ୟକ ଲୋକଙ୍କୁ ରଖାଯାଇ ସମସ୍ତ ଜାବତୀୟ ବ୍ୟବସ୍ଥା ପାଇଁ ପ୍ରସ୍ତୁତ ହୋଇ ରଖା ଯାଇଛି ବୋଲି ଗଜପତି ଜିଲ୍ଲାପାଳ ଶ୍ରୀ ଅନୁପମ ସାହା ଏକ ଭିଡିଓ ମାଧ୍ୟମରେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।

 

Leave A Reply

Your email address will not be published.