Sign in
Sign in
Recover your password.
A password will be e-mailed to you.
ଆର୍ମସ ଆକ୍ଟରେ ସଂଶୋଧନ, ଦଣ୍ଡ ହେଲା କଡାକଡି
ନୂଆଦିଲ୍ଲୀ : ଆର୍ମସ ଆକ୍ଟରେ ସଂଶୋଧନ ଆଣିଲେ କେନ୍ଦ୍ର ସରକାର | କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶହ ଆଣିଥିବା ସଂଶୋଧନ ଅନୁଯାୟୀ ଜଣେ ବ୍ୟକ୍ତି କେବଳ ଦୁଇଟି ଲାଇସେନ୍ସ ରଖିପାରିବେ | ଖେଳାଳି ମାନଙ୍କ ପାଇଁ ଲାଇସେନ୍ସରେ କୋହଳ କଲେ କେନ୍ଦ୍ର ସରକାର | ସେନା ଓ ସେନା ନିବୃତ୍ତଙ୍କ ପାଇଁ…
ସଡକ ଦୁର୍ଘଟଣାରେ ଯୁବକ ମୃତ
ବାରିପଦା(ଦିଲ୍ଲୀପ ମହାନ୍ତି )- ଡିସେମ୍ବର ୮ ରାତି ପ୍ରାୟ ୧୦.୪୦ ସମୟରେ ବାରିପଦା ସହର ଉପକଣ୍ଠ ମଇଳାଖାଦାନ ନିକଟରେ ଏକ ବ୍ୟକ୍ତି ସଡକ ଦୁର୍ଘଟଣାରେ ଗୁରୁତ୍ତର ଆହତ ଅବସ୍ଥାରେ ପଡିଥିବାର ୧୦୮ ଆମ୍ବୁଲାନ୍ସକୁ ଖବର ଆସିଥିଲା ଏବଂ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ବାରିପଦା ପିଆରଏମ…
ତାଳଚେର ବିଧାୟକଙ୍କ ଗାଡି ପୋଡି ପ୍ରସଙ୍ଗ:ଏମସିଏଲ ଓ ପୋଲିସର ଭୁମିକା ରହସ୍ୟମୟ : କାଳନ୍ଦି ସାମଲ
ଭୁବନେଶ୍ୱର(ଶାସକ ପ୍ରଶାସକ): ଗତକାଲି ତାଳଚେର ବିଧାୟକଙ୍କର ଗାଡି ପୋଡିଯାଇଥିବାର ଖବର ଆସିଛି । ତାଳଚେରର ଭରତପୁର ଅଂଚଳରେ ଯେଉଁ ସ୍ଥାନରେ ସେହି ଗାଡିଟା ପୋଡିଛି ତାହା ଏମସିଏଲର ଯାଗା । କାହିଁକି ଏମସିଏଲର ଯାଗାରେ ବିଧାୟକ ତାଙ୍କର କ୍ୟାମ୍ପ ଅଫିସ କରିଥିଲେ ଓ ଏମସିଏଲ କିପରି ଏଥିପାଇଁ…
ଡିସେମ୍ବର ୧୪,୧୫ ଏବଂ ୧୬ ତାରିଖରେ ବିଜେପି ଜିଲ୍ଲା ସଭାପତି ନିର୍ବାଚନ : ସୁଦୀପ୍ତ
ଭୁବନେଶ୍ୱର: ଗତ ଜୁଲାଇ ୬ ତାରିଖରୁ ଆରମ୍ଭ ହୋଇଥିବା ସଙ୍ଗଠନ ପର୍ବ -୨୦୧୯ ଡିସେମ୍ବର ମାସରେ ସମାପ୍ତି ହେବ । ଏଯାବତ ରାଜ୍ୟରେ ୩୭ହଜାର ବୁଥରୁ ୨୪ ହଜାର ୫ଶହ ୩୫ ବୁଥ କମିଟି ଗଠନ ହୋଇସାରିଛି । ସେହିପରି ୧୦୦୪ ମଣ୍ଡଳରୁ ୯୦୦ରୁ ଉର୍ଧ୍ଵ ମଣ୍ଡଳରେ ନିର୍ବାଚନ ଶେଷ ହୋଇଛି । ଦଳୀୟ ସମ୍ବିଧାନ…
ମୁଣ୍ଡ ବିହୀନ ବାଛୁରୀ ଛୁଆ ଜନ୍ମ , ଦେଖିବା ନିମନ୍ତେ ଲୋକଙ୍କ ଭିଡ଼
ବାରିପଦା(ଦିଲ୍ଲୀପ ମହାନ୍ତି) :ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷି ବ୍ଲକର କୁସୁମବନ୍ଧ ଗ୍ରାମରେ ଏକ ବିରଳ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ଗାଈ ଏକା ଥରକେ ତିନୋଟି ଛୁଆ ଜନ୍ମ ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟାଏ ମୁଣ୍ଡ ବିହୀନ ଛୁଆ ଜନ୍ମ ହୋଇଥିବା ଦେଖିବାକୁ ମିଳିଛି। ସବୁଠୁଁ ବଡ଼…
ସଡକ ଦୁର୍ଘଟଣାରେ ବାଇକ ଚାଳକ ସହ ଆରୋହୀ ମୃତ।
ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ଜ୍ୟୋତିପୁର ଜଙ୍ଗଲ ରାସ୍ତାରେ ଡିସେମ୍ବର ୮ ବିଳମ୍ବିତ ରାତ୍ରିରେ ସଡକ ଦୁର୍ଘଟଣା ଘଟି ଦୁଇ ମୃତ। ପ୍ରାପ୍ତ ସୂଚନା ଅନୁଯାୟୀ ଇଟାମୁଣ୍ଡିଆ ଗ୍ରାମର ଗୌତମ ମହାନ୍ତ ଓ ଅଜିତ ମହାନ୍ତ ହାତିକୋଟ ଗ୍ରାମକୁ ଏକ ବିବାହ…
ଗୁଣିଗାରେଡି ସନ୍ଦେହରେ ଗୁଳିମାଡ (SEE VIDEO)
ବାରିପଦା /ଦିଲ୍ଲୀପ ମହାନ୍ତି:- ଏବେ ବି ଅନ୍ଧବିଶ୍ୱାସ ବଳବତ୍ତର ସେଇ ଗୁଣିଗାରେଡ଼ିକୁ ନେଇ | ଆଉ ସେଇ ଗୁଣି ଗାରେଡ଼ିକୁ ସନ୍ଦେହ କରି ରାତି ଅଧରେ ଚାଳ ଛପର ଘର ଫାଙ୍କରେ ଜଣେ ମହିଳାଙ୍କୁ ହୋଇଛି ଗୁଳି। ଏପରି ଘଟଣା ଶନିବାର ରାତିରେ ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଞ୍ଚଳରେ ଘଟିଛି। ଥାନାରେ…
ମାସେରୁ ଉର୍ଧ୍ଵ ପରେ ଅଙ୍ଗ ନଦୀ ପଠାରୁ ଠାବ ହେଲା ବୃଦ୍ଧାଙ୍କର ଅସ୍ଥି ପଞ୍ଜରା
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅଧିନସ୍ଥ ମୁଁଢେଲା ଗ୍ରାମ ନିକଟରେ ପ୍ରବାହିତ ଅଙ୍ଗ ନଦୀ ପଠାରେ ଗତକାଲି ସାନ୍ଧ୍ୟ ସମୟରେ ଏକ ମାନବ ଅସ୍ଥି ପଞ୍ଜରା ମୁଁଢେଲା ଓ ବ୍ରାମହଣଦିହି ର ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ସନ୍ଧ୍ୟାରେ ବ୍ରାମହଣଦିହି ଗ୍ରାମର ଜଗନ୍ନାଥ ଭୋଇ ଙ୍କର ଅଭିଯୋଗ…
ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ – ଧର୍ମେନ୍ଦ୍ର ପ୍ରଧାନ
ପାଇକ ବିଦ୍ରୋହ ସ୍ମାରକୀ ଶିଳାନ୍ୟାସ
ମୋଦି ସରକାର ପାଇକ ବିଦ୍ରୋହର ୨ ଶତାବ୍ଦୀ ପାଳନ ନାଁରେ ଓଡିଆ ବୀରତ୍ୱକୁ ରାଷ୍ଟ୍ରୀୟ ସ୍ତରରେ ସମ୍ମାନ ଦେଇଛନ୍ତି
କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି
ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ…
ଗରିବ ଓଡିଆ ପିଲାର ବୁଦ୍ଧିର ପ୍ରୟୋଗଶାଳା ହେଉ ଉତ୍କଳ ବିଶ୍ୱବିଦ୍ୟାଳୟ – ଧର୍ମେନ୍ଦ୍ର ପ୍ରଧାନ
ଉକ୍ରଳ ବିଶ୍ୱବିଦ୍ୟାଳୟ ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହ
ବିଶ୍ୱର ଜଟିଳ ସମସ୍ୟାର ସରଳ ସମାଧାନ ବାହାର କରିପାରିବ ଉତ୍କଳ ବିଶ୍ୱବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ସହ ଆଗାମୀ ୨୫ ବର୍ଷ ମଧ୍ୟରେ ଜ୍ଞାନକେନ୍ଦ୍ର କରିବାକୁ ଆହ୍ୱାନ
ଅଶୋକ ଓଡିଆଙ୍କୁ ନୁହେଁ…