ବୌଦ୍ଧିକତାର ମୂଲ୍ୟାୟନ ପାଇଁ ପୁସ୍ତକ ମେଳା ଏକ ମାପକାଠି 

ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଉଦଯାପିତ: ପଦ୍ମପୁର(ଶାସକ ପ୍ରଶାସକ) -  ଗତ ନଭେମ୍ବର ୩୦ ରୁ ପଦ୍ମପୁର ରିକ୍ରିଏସନ ସେଣ୍ଟର ଠାରେ  ଚାଲିଥିବା ଷଷ୍ଠ ବୋଡାସମ୍ବର ପୁସ୍ତକ ମେଳା ଶୁକ୍ରବାର ଉଦଯାପିତ ହୋଇଯାଇଛି । ଅନ୍ତିମ ଦିବସ ର ସନ୍ଧ୍ୟାରେ ଶିକ୍ଷକ ଏକାଦଶ ତରଫରୁ କୁଇଜ୍ ପ୍ରତିଯୋଗିତା…

 ବିଜେପି ବିଧାୟକ ସେନେଗାରଙ୍କ କାମନା ଓ ପ୍ରତିପତ୍ତି ନିଆଁରେ ଜଳିଗଲେ ଉନାଓ ପିଡିତା

ଲୋକଙ୍କ ପ୍ରଶ୍ନ :  ସେନେଗାର ଓ ଅନ୍ୟ ଅଭିଯୁକ୍ତଙ୍କୁ ଏନ୍କାଉଣ୍ଟର କରିବ କି ପୋଲିସ !!! ଭୁବନେଶ୍ୱର:- କିଛିଦିନ ତଳେ ଉତ୍ତର ପ୍ରଦେଶ ର ଉନାଓ ସହରରେ ଘଟିଥିବା ଘଟଣା କୁ ନେଇ ସଡକ ରୁ ସାଂସଦ ଯାଏ ଖୁବ ଚର୍ଚ୍ଚା ଚାଲିଥିଲା । ପିଡିତା ଙ୍କୁ ଜାମିନ ରେ ଆସିଥିବା ଅପରାଧି ମାନେ ପ୍ରମାଣ ନଷ୍ଟ…

ଆମ ସଳିତାକୁ ଫେରାଇ ଆଣ, ଆମକୁ ନଜଣାଇ ତାକୁ ସେମାନେ ବିକି ଦେଇଛନ୍ତି !!!

 ସୁଭଦ୍ରା ମହତାବ ସେବା ସଦନରୁ ଛାତ୍ରୀଙ୍କୁ କଲିକତାରେ ପୋଷ୍ୟ ସନ୍ତାନ ଭାବେ ଦେବା କେଳେଙ୍କାରୀ       ରାଜ୍ୟ ମହିଳା ଏବଂ ରାଜ୍ୟ ମାନାବାଧିକାର କମିଶନଙ୍କ ଦ୍ୱାରସ୍ଥ ହେଲେ ପରିବାର  ଘୁ. ଉଦୟଗିରି /ଗଗନ ପ୍ରଧାନ : କନ୍ଧମାଳ ଜ଼ିଲ୍ଲା ଘୁ. ଉଦୟଗିରି ଏକ ସେବା ସଦନରୁ…

୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସହର ଉପକଣ୍ଠ ବେତାଗୁଡା଼ ସ୍ଥିତ ଜିଲ୍ଲା ସଂରକ୍ଷୀତ ସଶସ୍ତ୍ର ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଥିବା ରିଜର୍ଭ ପୋଲିସ୍ ପଡିଆ ଠାରେ  ଜିଲ୍ଲାସ୍ତରୀୟ ୫୭ ତମ ଗୃହରକ୍ଷୀ ପ୍ରତିଷ୍ଠା ଦିବସ-୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।…

୪ର୍ଥ ବାଟାଲିୟନ ସିଆରପିଏଫ ତରଫରୁ ସ୍ୱଛତା ଅଭିଯାନ 

 ରାୟଗଡ(ସରୋଜ ସାହୁ): ଭାରତୀୟ ଗୃହ ମନ୍ତ୍ରଣାଳୟ ପକ୍ଷରୁ ୦୧ ଡିସେମ୍ବର ଠାରୁ ୧୫ ଡିସେମ୍ବର ୨୦୧୯ ପର୍ଯ୍ୟନ୍ତ “ସ୍ୱଛତା ପଖୱାଡା” ନାମରେ ଏକ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି ଅବସରରେ ତା. ୦୫.୧୨.୨୦୧୯ ରିଖ ଦିନ ସ୍ଥାନୀୟ ୪ର୍ଥ ବାଟାଲିୟନର ଯବାନ ମାନେ ରାୟଗଡ ଠାରେ…

ବାଲ୍ୟ ବିବାହ ସମସ୍ୟାକୁ ରୋକିବା ପ୍ରୟାଶ :  ବିଭିନ୍ନ ଜାତି ଓ ଧାର୍ମିକ ଗୋଷ୍ଠୀ ସହଯୋଗରେ କର୍ମଶାଳା

ରାୟଗଡ(ସରୋଜ ସାହୁ)  ଜିଲ୍ଲା ପ୍ରଶାସନ ରାୟଗଡ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ଆଜି ଗୁଣୁପୁର ସ୍ଥିତ ମିଶନ ଶକ୍ତି ସଭା ଗୃହରେ ରାୟଗଡ ଜିଲ୍ଲାର ୭ଟି ବ୍ଲକର ବିଭିନ୍ନ ଜାତି ସମାଜ ଓ ପାରମ୍ପରିକ ମୁଖିଆମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ  ହୋଇଯାଇଛି । ଏହି କର୍ମଶାଳାରେ…

ପୋଲିସକୁ ଭୟ ନାହିଁ, ମାତିଛନ୍ତି ଛିନତାଇ

ଲୁଟେରା ଆପଣେଇଛନ୍ତି ଅଭିନବ କୌଶଳ ଦୁଇ ମହିଳାଙ୍କ ସୁନା ଚେନ ଝାମ୍ପି ନେବାରେ ଦୁର୍ବୃତସଫଳ ରାୟଗଡା(ସରୋଜ ସାହୁ) –  ପୁଣି ଥରେ ମାତିଛନ୍ତି ସୁନା ଚେନ ଲୁଟେରା । ଅଭିନବ ଉପାୟ ଅବଲମ୍ବନ କରି ସୁନା ଚେନ ଲୁଟ୍ କରି ଆଖି ପିଛୁଳାକେ ଫେରାର ହୋଇଯାଉଛନ୍ତି । ପୃଥକ ପୃଥକ ଘଟଣାରେ ଦୁଇଜଣ…

ରଘୁନାଥ ମେସନାରୀ ପ୍ରାଇଭେଟ ଲିମିଟେଡ ଶୋ ରୁମର ଶୁଭଉଦଘାଟନ

ରାୟଗଡା(ସରୋଜ ସାହୁ) – ରଘୁନାଥ ମେସନାରୀ ପ୍ରାଇଭେଟ ଲିମିଟେଡ ଦ୍ୱାରା ହାଉସିଂ ବୋର୍ଡ ରାୟଗଡା ଠାରେ ମନିଟୁ ଶୋ ରୁମର ଶୁଭଉଦଘାଟନ ହୋଇଯାଇଅଛି । ଉଦଘାଟନ ଉତ୍ସବରେ ମନିଟୁ କଂପାନୀର ବାଣିଜ୍ୟ ମୁଖ୍ୟ ଅମିତ କୁମାର ପାଲ ଯୋଗ ଦେଇ ଆନୁଷ୍ଠାନିକ  ଭାବେ ନୂତନ ଶୋ ରୁମର ଉଦଘାଟନ କରିଥିଲେ ।…

କି ବିଚିତ୍ର ବ୍ୟବସ୍ଥା : ମହାପ୍ରୟାଣ ଗାଡି ନାହିଁ ବୋଲି କଣ ଶବ ୫ ଘଣ୍ଟା ପଡିରହିବ !!!

ଧର୍ମଗଡ଼ରୁ ସୁଶାନ୍ତ ରାଉତ:ସରକାରଙ୍କ ମହାପ୍ରୟାଣ ଯୋଜନା ଫେଲ ମାରିଛି | ଧର୍ମଗଡ଼ ଶବ ବାହକ ଗାଡି ଖରାପ ହେବାରୁ ଶବ 5 ଘଣ୍ଟା କାଳ ହସ୍ପିଟାଲ ପଡି  ରହିଲା | ଆଜି ସକାଳ ୭ ଟାରେ ବୋଡେ଼ନର ସହଦେଵ ବାରିକ ଅସୁସ୍ଥ ହୋଇ ପଡିବାରୁ ତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା…