ଭୁବନେଶ୍ୱର : ସକାଳ ୯ ଟା ସୁଦ୍ଧା ଓଡ଼ିଶାରେ ପୁଣି ୧୭ ପଜିଟିଭ | କରୋନାର ତତଲାଗଡ ପାଲଟିଥିବା ଗଂଜାମ ଜିଲ୍ଲାରୁ କେବଳ ୧୨ ଜଣ ସିଜିହ୍ନଟ ହୋଇ ଜିଲ୍ଲାରେ ସଂଖ୍ୟା ପହଁଚିଛି ୮୩ରେ | ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣାଏ ଜଣେ ଲେଖାଏ ଥିବା ବେଳେ ମୟୁରଭଞ୍ଜରୁ ୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି | ଫଳଲେ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ପହଂଚିଛି ୨୮୭ରେ |
Sign in
Sign in
Recover your password.
A password will be e-mailed to you.
Next Post