କାମରେ ଲାଗୁନି ୨୨ ଲକ୍ଷରେ ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ।

ବୀରମହାରାଜପୁର - (ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ସଦର ମହକୁମାରେ ଥିବା ସରକାରୀ ବସଷ୍ଟାଣ୍ଡ ଅବହେଳିତ ଅବସ୍ଥାରେ ପଡିରହିଛି । ୨୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ବସଷ୍ଟାଣ୍ଡ ୨୦୦୬ ମସିହା ଡିସେମ୍ବର ୭ ତାରିଖ ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ…

ବୈଜୟନ୍ତ କଲେ ସାଇ ମନ୍ଦିର ଉଦ୍ଘାଟନ , ଗାୟତ୍ରୀ ମହାଯଜ୍ଞରେ ସାମିଲ ହେଲେ

ନୂଆପଡ଼ା(ଅମିତ ପୁରୋହିତ): ଭାଜପା ରାଷ୍ଟ୍ରିୟ ଉପାଧ୍ୟକ୍ଷ  ବୈଜୟନ୍ତ ପଣ୍ଡା ଦିନିକିଆ ନୂଆପଡ଼ା ଗ୍ରସ୍ତରେ ଆସିଥିଲେ । ସଦର ବ୍ଲକ ବଲୋଦା ଛକ ସ୍ଥିତ ସିରିଡି ସାଇବାବା ମନ୍ଦିର ପ୍ରତିଷ୍ଠା  ଉତ୍ସବ ଓ ଖରିଆରରୋଡ ସ୍ଥିତ ଗାୟତ୍ରୀ ୧୦୮ କୁଣ୍ଡିୟ ମହାଯଜ୍ଞ ସମାରୋହରେ ଯୋଗ ଦେଇଥିଲେ ଶ୍ରୀ ପଣ୍ଡା ।…

ପ୍ରକୃତି ନୈବ ମୁଚ୍ୟତେ, ୟଦି ମୁଚ୍ୟତେ କିଂଚିତ କିଂଚିତ 

ବରଗଡ :-  ବରଗଡ ଜିଲ୍ଲା ପାଇକମାଲ ପୋଲିସ ଆଜି ଅଶୋକ ସିଂ ନାମକ ଜଣେ ଯୁବକକୁ ଚୋରି ଅଭିଯୋଗ ରେ ଗିରଫ କରିଛି । ଏଠାରେ ସୂଚନାଯୋଗ୍ୟ ଯେ ପାଇକମାଲ ସରକାରୀ ଡାକ୍ତରଖାନାର କର୍ମଚାରୀ ମାନେ ଥାନାରେ ଅଭିଯୋଗ କରିଥିଲେ ଯେ ଗତ ରାତିରେ ଡାକ୍ତର ଖାନାର ଇନଭର୍ଟର  ଓ ଅନ୍ୟାନ୍ୟ କିଛି ସାମଗ୍ରୀ ଚୋରି…

ମଦ୍ୟପ ଚାଳକ ଓ ଅନ୍ୟଜଣେ ଗୁରୁତର

ବରଗଡ :- ମଦ୍ୟପାନ କରି ଗାଡି ଚଳାଇବାର ପରିଣାମ ଭୋଗିଛନ୍ତି ଆଜି ଝାରବନ୍ଧ ତୁର୍ଲା ଗ୍ରାମର ଗୋପୀନାଥ ଦାଉ ଓ ଶ୍ୟାମ କୁମାର ମଲ୍ଲିକ । ପ୍ରାପ୍ତ ସୂଚନା ଅନୁସାରେ ଏହି ଦୁଇ ଯୁବକ ପ୍ରଚୁର ମଦ୍ୟପାନ କରି ଏକ ବାଇକ ଯୋଗେ ଯାଉଥିବା ବେଳେ ପାଇକମାଲ ଝାରବନ୍ଧ ରାସ୍ତାର ଚୁହାପଲି ନିକଟରେ ଦୁର୍ଘଟଣା…

ଜିଲ୍ଲାପାଳ ଓ ଏସପି ଙ୍କର ମିଳିତ ଜନଶୁଣାଣୀ

ବରଗଡ :- ଆଜି ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ମୁଖ୍ୟାଳୟ ପରିସରରେ ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଓ ଏସପି  ପଦ୍ମିନୀ ସାହୁଙ୍କର ମିଳିତ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି  । ଏହି ଜନଶୁଣାଣୀ କାର୍ଯକ୍ରମର ସମୁଦାୟ 78 ଗୋଟି ଆଭିଯୋଗ ଆସିଥିଲା । 48 ଟି ବ୍ୟକ୍ତିଗତ ଓ…

ଖୋଲୁନି ମଣ୍ଡି, ଦଲାଲ ହାତରେ ଚାଷୀ 

 ଉଦାସୀନ ପ୍ରଶାସନ, ଶାଗମାଛ ଦରରେ ବିକ୍ରି ହେଉଛି ଧଳାସୁନା ବୀରମହାରାଜପୁର - (ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର କୃଷି ଜିଲ୍ଲାରେ ବଡଖମାର ଠାରେ କପାମଣ୍ଡି ଖୋଳିବା ପାଇଁ ବାରମ୍ବାର ପ୍ରଶାସନ କରିଆସୁଥିଲେ ମଧ୍ୟ  ଆଜି ପର୍ଯ୍ୟନ୍ତ ଖୋଲାଯାଇ ପାରିନାହିଁ  ।ଫଳରେ ଏହି…

ଜିଲ୍ଲାସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ ଉଦ୍ ଯାପିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ସ୍ଥାନୀୟ  ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ , ଗଣିତ ଓ ପରିବେଶ ପ୍ରଦର୍ଶନୀ -୨୦୧୯ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।         ଓଡିଶା ବିଦ୍ୟାଳୟ…

ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ ଶୁଣାଣୀ ଶିବିର ପାଇଁ ପୂର୍ବ ପ୍ରସ୍ତୁତି  ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚଳିତ ମାସର ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଶିଶୁ ଅଧିକାର ଓ ସୁରକ୍ଷା ଆୟୋଗଙ୍କ ଜନ-ଶୁଣାଣୀ ଶିବିର କାର୍ଯ୍ୟକ୍ରମ ପାଇଁ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…

ଦିବ୍ୟପ୍ରେରଣା ପରିବାର ପକ୍ଷରୁ ଗୀତା ଯଜ୍ଞ ଅନୁଷ୍ଠିତ

(ଆଠମଲ୍ଲିକ/ସନ୍ତୋଷ ମେହେର):ଆଠମଲ୍ଲିକ  ବ୍ଲକ ଅନ୍ତର୍ଗତ କମ୍ପଲା ପଞ୍ଚାୟତ  ଠାରେ ଦିବ୍ୟପ୍ରେରଣା ପରିବାର ତରଫରୁ ଗୀତାଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ସକାଳ8ଟା  ସମୟରେ  କଳସଯାତ୍ରା ଏବଂ 9ଟା ସମୟରେ ଗୀତାଯଜ୍ଞ ଆରମ୍ଭ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ଅନେକ ଗୀତାପ୍ରେମୀ ତଥା ଭକ୍ତଙ୍କର …

“ବିଜେଡି ବିଜେପି କୋଳକୋଳି : ହୋଇଛି ଅବୈଧ ସନ୍ଧି” 

ଭୁବନେଶ୍ୱର(ଶାସକ ପ୍ରଶାସକ ) – ଲୋକସଭାରେ ହେଉ କି ରାଜ୍ୟସଭାରେ ହେଉ ପ୍ରସଙ୍ଗ ଉତ୍ଥାପନ ନକରିବା ତଥା ରାଜ୍ୟର ସ୍ୱାର୍ଥ ସଂପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗର ଆଲୋଚନା ବେଳେ ସାମିଲ ନହେବା ବିଜେଡି ବିଜେପି ମଧ୍ୟରେ ଅବୈଧ ସନ୍ଧି ହୋଇଛି ବୋଲି କଂଗ୍ରେସ ଅଭିଯୋଗ କରିଛି । ଆଜି ପ୍ରଦେଶ…