ଗଂଜାମ ଗଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ ଦଳ On May 11, 2020 7 Share ଭୁବନେଶ୍ୱର : କରୋନାର ପ୍ରତିରୋଧ, ରୋଗ ନିରୀକ୍ଷଣ ଓ ସ୍ୱାସ୍ଥ୍ୟସେବା ପାଇଁ ୭ ଜଣିଆ ଡାକ୍ତରୀ ଦଳ ଗଞ୍ଜାମ ଜିଲ୍ଲାକୁ ପଠାଯାଇଛି। ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଏହି ଦଳର ନେତୃତ୍ୱ ନେଇଥିବା ବେଳେ WHO ଓ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ପ୍ରତିନିଧିବୃନ୍ଦ ଏହି ଦଳରେ ସାମିଲ ଅଛନ୍ତି। 7 Share FacebookTwitterGoogle+ReddItWhatsAppPinterestEmail