ପୁଣି ୩ ଆକ୍ରାନ୍ତ ଚିହ୍ନଟ 

0 2

ଭୁବନେଶ୍ୱର : ପୁଣି ୩ ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି ରାଜ୍ୟରୁ | ଏମାନଙ୍କ ମଧ୍ୟରେ ଅଛନ୍ତି ଯାଜପୁର, ମୟୁରଭଞ୍ଜ ଓ କଟକରୁ ଜଣେ | ଏହି ତିନିଜଣଙ୍କୁ ମିଶାଇ ମୋଟା ଆକ୍ରାନ୍ତଙ୍କ ସଂଖ୍ୟା ପହଂଚିଛି ୩୯୪ରେ | ଏଯାବତ ୩୦୬ ଜଣ ଆକ୍ଟିଭ ଅଛନ୍ତି ଓ ସୁସ୍ଥ ହେଲେଣି ୮୫ ଜଣ | ପ୍ରାଣ ହରାଇଛନ୍ତି ଏଯାବତ ୩ ଜଣ | 

Leave A Reply

Your email address will not be published.