Sign in
Sign in
Recover your password.
A password will be e-mailed to you.
କରୋନା ଚଡକ ବେଳେ ଅସହାୟଙ୍କ ପ୍ରତି ସମବେଦନାର ହାତ ବଢ଼ାଇଲେ ଶ୍ରୀକାନ୍ତ ।
ପଦ୍ମପୁର(ଶାସକ ପ୍ରଶାସକ) -ସାରା ବିଶ୍ବ କରୋନା ଭୂତାଣୁ ସହ ଲଢେ଼ଇ କରୁଛି । କରୋନା ଭୂତାଣୁ ସହ ଲଢେ଼ଇ ପାଇଁ ତାଳାବନ୍ଦକୁ ଭାରତରେ ଅସ୍ତ୍ର ଭାବରେ ବ୍ୟବହାର କରାଯାଉଛି । ତାଳାବନ୍ଦ ଯୋଗୁଁ ଅତି ଆବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ଆଉ ଲୋକମାନେ ଏହି କାରଣରୁ ହଇରାଣ ହରକତ…
ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା
ବରିଷ୍ଠ ନାଗରିକ ସାବିତ୍ରୀ ଦେବୀ ଦେଲେ ୫୧,୦୦୦, ନବୋଦୟ ଶିକ୍ଷକ ରଶ୍ମିରଂଜନ ଦେଲେ ୫୦, ୦୦୦
ବରଗଡ (ଶାସକ ପ୍ରଶାସକ):- କୋରୋନା ମହାମରୀକୁ ମୁକାବିଲା କରିବା ପାଇଁ ଏବେ ସରକାରଙ୍କର ସହିତ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ , ଅବସର ପ୍ରାପ୍ତ ସରକାରୀ କର୍ମଚାରୀ, ବ୍ୟକ୍ତି ବ୍ୟକ୍ତିବିଶେଷ…
ଆଗକୁ ଦେଖିଲେ ଗାଈ ସିଙ୍ଗକୁ ଡର ପଛ କୁ ଦେଖିଲେ ଗାଈ ଲାଞ୍ଜକୁ ଡର
କରୋନା ଭାଇରସ ପାଇଁ ଅସ୍ତବ୍ୟସ୍ତ ଗରିବଙ୍କ ଜୀବନ, ଭେଳା ବୁଡିଗଲା ତରଭୁଜ ଚାଷୀଙ୍କର
ସିନାପାଲି (ନିରାକାର ମେହେର) : ବିଶ୍ୱରେ କରୋନା ଭାଇରସ ଆତଙ୍କ କରୁଥିବା ବେଳେ ଜନ ଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି !ଏମିତି କି ଆମ ଦେଶ ଭାରତ ରେ ଲକଡାଉନ ଯୋଗୁ ପ୍ରଭାବ ପଡିଛି ଗରିବ ନିରୀହ ଲୋକ ଙ୍କ…
ସମସ୍ତ ନଳକୂପ ଅଚଳ ,କାଗଜ କଲମରେ ଚାଲିଛି ସ୍ୱଜଳଧାରା ।
ମାଡି ଆସୁଛି ଗ୍ରୀଷ୍ମ : ଜଟେସିଂହାରେ ଶତାଧିକ ଲୋକ ପାଣି ପାଇଁ ଡହଲ ବିକଲ ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ଜଟେସିଂହା ଗ୍ରାମରେ ପାଣି ବୁନ୍ଦିଏ ପାଇଁ ୪ ୱାର୍ଡର ଶତାଧିକ ଲୋକ ଡହଲ ବିକଲ ହେଉଛନ୍ତି । ଏବେଠାରୁ…
”ଦେଖ୍ ସୁନ୍ଦରୀ ପଲାସ ଫୁଲ………..”
ବାସ ନଥିଲେବି ପଳାସ ଫୁଳ ଦେଖିବାକୁ ଯେତିକି ମନୋରମ ସେତିକି ହୃଦୟସ୍ପର୍ଶୀ ।
ଉପସ୍ଥାପନା - ବୀରମହାରାଜପୁର ପ୍ରତିନିଧି ବିନୋଦ ପାଣ୍ଡେ
ଋତୁ ରାଜା ଆଗମନରେ ଚାରିଆଡ଼େ ଦେଖିବାକୁ ମିଳୁଛି ପଲାସ ଫୁଲ । ଗଛରେ ଫୁଟିଛି ପେନ୍ଥା ପେନ୍ଥା ପଳାସ ଫୁଲ ଆଉ ଏହି ଫୁଲ ପୁରା ପରିବେଶକୁ ରଙ୍ଗୀନ କରି…
ବ୍ରାହ୍ମଣ ସୀତାପୁର ଗ୍ରାମରେ କରୋନାର ସଚେତନତା : ଅଂଟା ଭିଡିଛନ୍ତି ଅଙ୍ଗନବାଡି , ଆଶା ଓ ମହିଳା ମଣ୍ଡଳୀ
http://www.youtube.com/watch?v=90yQwgQ_WtI
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସୀତାପୁର ଗ୍ରାମରେ କରୋନା ଭାଇରସ୍ ସଂକ୍ରମଣତା ଠାରୁ କିଭଳି ଦୁରେଇ ରହିବାକୁ ହେବ ସେଥିପାଇଁ ଗ୍ରାମର ଅଙ୍ଗନବାଡି କର୍ମୀ , ଆଶା ଓ ମହିଳା…
ବିଧାୟକ ଏବଂ ଉପଜିଲ୍ଲାପାଳ ଙ୍କର ମାରାଥନ ଗସ୍ତ
ବରଗଡ(ଶାସକ ପ୍ରଶାସକ) : - ପଦ୍ମପୁର ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ବିଜୟ ରଂଜନ ସିଂ ବରିହା , ଉପଜିଲ୍ଲାପାଳ ଶ୍ରୀ ତନ୍ମୟ କୁମାର ଦରୁଆନ ଓ ପାଇକମାଲ ପଂଚାୟତ ସମିତି ଅଧ୍ୟକ୍ଷ ଶ୍ରୀ ଅଲତାଫ ମହମ୍ମଦ ଆଜି ପାଇକମାଲ ବ୍ଲକ ର ମାଣ୍ଡିଆଢ଼ିପା , କେଛୋମାଲ , ଟେମରି, ବୁକୁରାମୁଣ୍ଡା ,…
ବିପୁଳ ମାତ୍ରାରେ ଦେଶୀ ମଦ ପାଉଚ ସହିତ ବଲେରୋ ଜବତ, ଭାଟି ମେନେଜର ସହିତ କୁଚିଆ ବ୍ୟବସାୟୀ ଗିରଫ
ବରଗଡ :- ଗତ ରାତିରେ ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଅଧିକାରୀ ଶ୍ରୀ ଠାକୁର ପ୍ରସାଦ ମୁର୍ମୁ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଡଭା ସ୍ଥିତ ମଦ ଭାଟି ଉପରେ ଚଢ଼ାଉ କରିଥିଲେ । କୋରୋନା ଜନିତ ସତର୍କତା କାରଣରୁ ରାଜ୍ୟ ସରକାର ଙ୍କର କଡା ନିର୍ଦେଶ ରହିଛି ଯେ ରାଜ୍ୟ ରେ କୋଣସି ମଦ ଦୋକାନ କିମ୍ବା…
କଟକରେ ବି ସଟ ଡାଉନ, ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ
H & FW Dept ଓଡିଶା @HFWOdisha
6th COVID positive case of the State detected in Cuttack with recent travel history to Delhi.
ଭଦ୍ରକ ଓ ଭୁବନେଶ୍ୱର ପରି କଟକରେ ବି ସଟ ଡାଉନ | ଓଡ଼ିଶାରେ ଷଷ୍ଠ କରୋନା ପଜିଟିଭ କଟକରୁ ଚିହ୍ନଟ ହୋଇଥିବା ବେଳେ ତାଙ୍କର କେଶ…
ଲୋକଙ୍କ ପାଖରେ ପହଂଚି ସହାୟତା ବାଣ୍ଟିଲେ ଆଉ ସଚେତନ ବି କଲେ ମନ୍ତ୍ରୀ ସୁଶାନ୍ତ
ରାସନକାର୍ଡ ହିତାଧିକାରୀଙ୍କୁ ମନ୍ତ୍ରୀ ୩ ମାସର ଚାଉଳ ଓ ସହାୟତା ରାଶି ବାଂଟିଲେ
ସୋହେଲା(ଶାସକ ପ୍ରଶାସକ)-କରୋନାକୁ ନେଇ ସବୁଠି ଲକ ଡାଉନ | ଚାରିଆଡ ଶୂନଶାନ | ଅନେକ ନେତା ବିଧାୟକ ଓ ମନ୍ତ୍ରୀ ଯେତେବେଳେ ନିଜକୁ ଲୋକଙ୍କ ଠାରୁ ଏକାନ୍ତରେ ରଖିଛନ୍ତି, ଠିକ ସେତିକି ବେଳେ ଲକଡାଉନ ଜନିତ…