Sign in
Sign in
Recover your password.
A password will be e-mailed to you.
ମାଁ ଲଙ୍କେଶ୍ବରୀ କ୍ରିକେଟ କ୍ଲବ ସିଂହନପୁର ତରଫରୁ ଗାଁ ରେ ଅସହାୟ ମାନଙ୍କୁ ଆବଶ୍ୟକ ସାମଗ୍ରୀ ବଣ୍ଟନ
padmapur(shasak prashasak) : ସାରା ବିଶ୍ୱ କୁ ନିଜ ଆୟତରେ ନେଇଥିବା କରୋନା ଭୁତାଣୁ କୋବିଦ-୧୯ ସହ ଲଢ଼ିବା ପାଇଁ ଏବଂ ଦେଶ ବାସି ଙ୍କ ରକ୍ଷା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ୨୧ ଦିନର ତାଲା ବାନ୍ଦ ଡାକରା ଦେଇଥିବା ବେଳେ ଦେଶ ହିତ ରେ କରା ଯାଇଥିବା ଏହି ଲକ ଡାଉନକୁ ସମର୍ଥନ କରି ସାରା…
ଲକ ଡାଉନ ବେଳେ ଅସହାୟଙ୍କ ପାଇଁ ସାହା ହେଲେ ଯୁବ ନେତା ଟିଟୁ
http://www.youtube.com/watch?v=RoJcQj7e2yY
ଭୁବନେଶ୍ବର / ନୂଆପଡା :-ବର୍ତ୍ତମାନ ସାରା ଦେଶରେ ଲକଡାଉନ । ଲୋକମାନେ ଲକ ଡାଉନ ଯୋଗୁ ହନ୍ତସନ୍ତ | ଆଉ ଏ ଅବେଳରେ ଅସହାୟ ଲୋକଙ୍କ ଆଡକୁ ସହାୟତାର ହାତ ବଢ଼ାଇ ଦେଇଛନ୍ତି ନୂଆପଡାର ଯୁବ ନେତା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ସମସ୍ତଙ୍କ ଆଦରର…
ସିଏମଙ୍କ ରିଲିଫ ଫଣ୍ଡକୁ ସହାୟତାର ସୁଅ
ବରଗଡ(ଶାସକ ପ୍ରଶାସକ) :- କୋରୋନା ଯେ କେତେ ଭୟଙ୍କର ଏହା ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ଅନୁଭବ କରି ସାରିଲେଣି । ବୋଧହୁଏ ଏଥିପାଇଁ ଏହି ମହାମାରୀ ର ମୁକାବିଲା କରିବା ପାଇଁ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଣ୍ଟା ଭିଡି ବାହାରି ଗଲେଣି । ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀ ଙ୍କର ରିଲିଫ…
ଦେହରେ ନିଆଁ ଲଗାଇ ନାବାଳିକାଙ୍କ ଆତ୍ମହତ୍ୟା ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅନ୍ତର୍ଗତ ସ୍ଥାନୀୟ ଖଦାଳପଡା ଗୌରାଙ୍ଗ ବେହେରାଙ୍କ ଝିଅ ଅନୁ ବେହେରା( ୧୬ )ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ଯା କରିଥିବା ଜଣାଯାଇଛି । ସୂଚନା ଅନୁଯାୟୀ ଅନୁ ୫ ବର୍ଷ ହେବ ତାଙ୍କ କାକା ହରି…
ପାଉରୁଟି ଗାଡ଼ିରେ ଗୁଟଖା ଚାଲାଣ : ଚଢ଼ାଉ କରି ଧରିଲା ନୂଆପଡା ପୋଲିସ
ବିପୁଳ ପରିମାଣରେ ଗୁଟଖା ଓ ଖଇନି ଜବତ, ଭ୍ୟାନ ସହ ୨ ଗିରଫ
ନୂଆପଡ଼ା(ଅମିତ ପୁରୋହିତ) : କରୋନା ଭାଇରସ୍ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍ ଡାଉନ ଘୋଷଣା କରିଛନ୍ତି । ଏଥିରେ ଗ୍ରୋସେରି, ପନିପରିବା, ମାଛ, ମାଂସ, ଅଣ୍ଡା ଭଳି ଅତ୍ୟାବଶ୍ୟକ ସମାଗ୍ରୀ ଦୋକାନ ସହ ମେଡିକାଲ ଷ୍ଟୋର ଖୋଲା ରହିଛି…
ସୋହେଲାର ଶ୍ରୀ ଶ୍ରୀ ମାଁ ଗୌରିଦେବୀ ଟ୍ରଷ୍ଟ ବଢ଼ାଇଲା ସହାୟତାର ହାତ
ସିଏମ କରୋନା ରିଲିଫ ଫଣ୍ଡକୁ ପ୍ରଦାନ କଲା ଲକ୍ଷେ ଟଙ୍କା
ସୋହେଲା(ଶାସକ ପ୍ରଶାସକ) :- ମହାମାରୀ କୋରୋନା ମୁକାବିଲା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କର ରିଲିଫ ଫଣ୍ଡକୁ ଅନବରତ ଭାବରେ ଲୋକେ ଓ ବିଭିନ୍ନ ଅନୁଷ୍ଠାନ ସହାୟତା ରାଶି ପ୍ରଦାନ କରିଆସୁଛନ୍ତି | ଏହି କ୍ରମରେ ଆଜି ସୋହେଲାର ଶ୍ରୀ ଶ୍ରୀ…
ଦିବସଙ୍କ ଅନୁରୋଧ ପରେ ଓଡ଼ିଆଙ୍କୁ ସହାୟତାର ହାତ ବଢ଼ାଇଲେ ତେଲେଙ୍ଗାନା ସରକାର
ଭୁବନେଶ୍ୱର(ଶାସକ ପ୍ରଶାସକ) ଏହି ଯୁବକ ମାନେ କେ କେନ୍ଦ୍ରାପଡା ଆଳି ଅଂଚଳର | ଲକଡାଉନ ଫଳରେ ତେଲେଙ୍ଗାନାର ହାଇଦ୍ରାବାଦ ନିକଟବର୍ତ୍ତୀ ପେରାଞ୍ଚେରୁ ବସ ଷ୍ଟାଣ୍ଡ,ବନ୍ଦୁଳୁଗୁଡା ଜଗିର ନିକଟରେ ଫସିରହିଥିଲେ | ଖାଇବାକୁ ନ ପାଇ ସମାଜିକ ଗଣମାଧ୍ୟମରେ ସହାୟତା ପାଇଁ ଅନୁରୋଧ କରିଥିଲେ | ଓଡ଼ିଶା…
ଗରିବ ହିତାଧିକାରୀଙ୍କୁ ଶୁଖିଲା ଖାଦ୍ୟ ବାଂଟିଲେ ସ୍ୱେଚ୍ଚାସେବୀ
ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡା ଥାନା ଅର୍ନ୍ତଗତ ଟାଳସ୍ଥିତ ଜଟାଧାରୀ କ୍ଳବ ଏବଂ ଦିପ୍ତିପୁରସ୍ଥିତ ଜୟ ଜବାନ କ୍ଳବର ମିଳିତ ଆନୁକୁଲ୍ୟରେ କ୍ଳବର ସ୍ୱେଚ୍ଛାସେବୀ ଗଣ ଶୁକ୍ରବାର ସଂଧ୍ୟାରେ ମାଟିଆମହୁଲ ଗ୍ରାମକୁ ଆସି ପଚାଶରୁ ଉଦ୍ଧ୍ୱର୍ ଅସହାୟ ବୃଦ୍ଧ ବୃଦ୍ଧା, ମହିଳା ଏବଂ…
ଶ୍ରୀରାମ ନବମୀ ଯାତ୍ରାର ଦିତୀୟ ସନ୍ଧ୍ୟା : ଶ୍ରଦ୍ଧାଳୁଙ୍କ ବିନା ଦର୍ଶନରେ ପ୍ରଭୁଙ୍କ ତାଡ଼କା ବଧ ବେଶ
ଓଡ଼ଗାଁ, (ଶ୍ରୀକାନ୍ତ ମିଶ୍ର) : ଚୈତ୍ର ଶୁକ୍ଲପକ୍ଷ ବାସନ୍ତୀକ ଦଶମୀ ତିଥି ଶ୍ରୀରାମ ନବମୀ ଯାତ୍ରାର ଦ୍ୱିତୀୟ ସନ୍ଧ୍ୟାରେ ପ୍ରଭୁ ଶ୍ରୀ ରଘୁନାଥଙ୍କର ତାଡ଼କା ବଧ ବେଶ ଅନୁଷ୍ଠିତ ହୋଇଥିଲା । କରୋନା ପ୍ରଭାବ ଯୋଗୁଁ ସାଧାରଣରେ ଦର୍ଶନ ମନାଥିଲେ ମଧ୍ୟ ଦୈନିକ ନୀତି ସମାପନ ହୋଇଥିଲା ।
…
ଲକ ଡାଉନ ଉଲ୍ଲଙ୍ଘନ: ୩ ବାଇକ ଜବତ
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର) : ଓଡ଼ଗାଁ ବିଜୟ ମଣ୍ଡପସାହି ମୁଣ୍ଡ ଆମ୍ବତୋଟାରେ ତାସ ଖେଳ ଉପରେ ଚଢାଉକରି ଓଡ଼ଗାଁ ପୋଲିସ ଘଟଣା ସ୍ଥଳରୁ ୩ଟି ବାଇକ ଜବତ କରିବା ସହିତ ଜଣକୁ ଅଟକ ରଖିଥିବା ଜଣା ଯାଇଛି । ବିଶେଷ ସୁତ୍ରରୁ ଖବର ପାଇ ଓଡ଼ଗାଁ ପୋଲିସ ଗୁରୁବାର ସନ୍ଧ୍ୟାରେ ଚଢାଉ କରିଥିଲେ । କରୋନା…