ଲମ୍ବିଲା କରୋନାର ଚେର,  ସଂଖ୍ୟା ଛୁଇଁଲା ୨୦  : ଭୁବନେଶ୍ୱରରୁ ଭଦ୍ରକ ଭାୟା ପୁରୀ, କଟକ ଓ ଯାଜପୁର  |

ଭୁବନେଶ୍ୱର(ଶାସକ ପ୍ରଶାସକ)   ଆଜି ଗୋଟିଏ ଦିନରେ ୧୫ ଟି ନୂଆ କରୋନା କେଶ ମିଳିଛି | ଆଜି କରୋନା ରୋଗୀଙ୍କ ସଂଖ୍ୟା ୨୦ ଛୁଇଁଛି | ପୂର୍ବ ୫ଟି ଭୁବନେଶ୍ୱରରେ ସୀମିତ ଥିବା ବେଳେ ଆଜି ତାହା ଆଉ ୪ଟି ଜିଲ୍ଲାରେ ତାହାର ଉପସ୍ଥିତି ଜାହିର କରିଛି | ଆଜି  ୧୫ ଟି କେଶ ମଧ୍ୟରୁ ୭ଜଣ ହେଉଛନ୍ତି ପଞ୍ଚମ…

ଏନଜିଓ  ଅଥବା ନାଗରିକ ସଙ୍ଗଠନ ବାଣ୍ଟି ପାରିବେନି ରନ୍ଧା କିମ୍ବା ଶୁଖିଲା ଖାଦ୍ୟ

ଖାଦ୍ୟ ବଣ୍ଟନ ଉପରେ ଲାଗିଲା ପ୍ରଶାସନିକ କଟକଣା ବାରିପଦା(ଦିଲ୍ଲୀପ ମହାନ୍ତି)- ଲକ୍ ଡ଼ାଉନ ଅବଧି ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରେ କେହି  ରନ୍ଧା ଓ ଶୁଖିଲା ଖାଦ୍ୟ ବଣ୍ଟନ କରିପାରିବେ ନାହିଁ । ଜିଲ୍ଲା ପ୍ରଶାସନର ବିନା ଅନୁମତିରେ  ସ୍ୱେଚ୍ଛାସେବୀ ସଙ୍ଗଠନ, ଏନ୍ଜିଓ ଅଥବା ନାଗରିକ ସଙ୍ଗଠନ ଆଦି…

 ଭିଡିଓ କନଫରେନ୍ସି ଯୋଗେ ଦେଶର ୭୩୦ ଜିଲ୍ଲା ନୋଡାଲ ଅଫିସରଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର 

ଦେଶରେ ଗ୍ୟାସ ଯୋଗାଣ ଓ ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ସିଲିଣ୍ଡର ଯୋଗାଇବା ଉପରେ ସମୀକ୍ଷା - ଧର୍ମେନ୍ଦ୍ର ପ୍ରଧାନ  ଦେଶରେ ନିରନ୍ତର ଏଲପିଜି ଯୋଗାଣ ବଜାୟ ରଖିବାରେ ଜିଲ୍ଲା ନୋଡାଲ ଅଧିକାରୀଙ୍କ ଭୂମିକା ମହତ୍ୱପୂର୍ଣ୍ଣ  ଦେଶରେ ପ୍ରତ୍ୟେକ ଦିନ ୬୦ ଲକ୍ଷରୁ ଅଧିକ ଗ୍ୟାସ…

ଲକ୍ ଡାଉନ୍ ରେ ୧୫ ଜଣ କଲେ ସ୍ଵେଚ୍ଛାକୃତ ରକ୍ତଦାନ

ହରଭଙ୍ଗା :- ପ୍ରତାପ ମେହେର -ସାରା ଦେଶରେ ଲକ୍ ଡାଉନ୍ ର ପ୍ରଭାବ । ବିଶେଷ ପ୍ରଭାବ ପଡ଼ୁଛି ରକ୍ତ ଭଣ୍ଡାର ଉପରେ । କିପରି ନିଜ ମେଡିକାଲ୍ ରେ ରକ୍ତ ଅଭାବ ରୁ କାହାର ମୃତ୍ୟୁ ନହେବ କୌଣସି ରୋଗୀ ହୋଇରାଣ ନେହେବେ ଏନେଇ କିଛି ସ୍ବେଛାସେବୀ ଚିନ୍ତିତ ଥିଲେ । ବୌଦ୍ଧ ଜିଲ୍ଲା ମେଡିକାଲ୍ ରେ  ରକ୍ତ…

ବଡ ଖବର: ୧୮ ଏପ୍ରିଲ ସୁଦ୍ଧା ଭାରତକୁ ଆସିପାରେ ୫ ମିନିଟରେ କରୋନା ଯାଞ୍ଚ କରୁଥିବା କିଟ୍

ସମ୍ବଲପୁର:(ରମାକାନ୍ତ ବିଶ୍ବାଳ ) କରୋନା ଭାଇରସ୍ ସଙ୍କଟ ସମୟରେ ଏକ ଖୁସି ଖବର ଆସିଛି । କରୋନା ପରୀକ୍ଷା ପାଇଁ ଆମେରିକା କମ୍ପାନୀ ଆବଟ୍ଟ ପ୍ରସ୍ତୁତ କରିଥିବା ଏକ ଦ୍ରୁତ କିଟ୍ ବର୍ତ୍ତମାନ ଭାରତକୁ ଆସୁଛି । ସୂତ୍ରରୁ ମିଳିଥିବା ଖବର ମୁତାବକ, ଏହି କିଟ୍ ଏପ୍ରିଲ ତୃତୀୟ ସପ୍ତାହ ଅର୍ଥାତ୍…

ଆହା …କି ସାମାଜିକ ଦୂରତା : ୟାକୁ ଦେଖିଲେ କରୋନା ନା ତା ବାପା ଆସିବ !!

 ବୁର୍ଲା ସହରରେ ମାନୁନାହିଁନ୍ତି ଲକ ଡାଉନର ନିୟମ  ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ  ଚିଫ୍ ରମାକାନ୍ତ ବିଶ୍ବାଳ:  ଏହା ହେଉଛି ବୁର୍ଲା ଷ୍ଟେଟ୍ ବ୍ୟାଙ୍କ୍ ର ଆଜିର ଦୃଶ୍ୟ। ମୁଖ୍ୟ ପ୍ରବେଶ ପଥରେ ଲମ୍ବା ଲାଇନ। ଏଠି ଲକ୍ ଡାଉନ୍ ନିୟମ କୁ ଅଣଦେଖା କରାଯାଉଛି। ପୋଲିସ, ସୁରକ୍ଷା କର୍ମୀ ଅଛନ୍ତି…

ସଟ୍ ଡାଉନ୍ ରେ ସାମିଲ ହେବା ଏଇ ସବୁ ଅଂଚଳ 

ଭୁବନେଶ୍ୱର ଓ କଟକ ମହାନଗର ନିଗମ ଅଞ୍ଚଳ ସମେତ ଭଦ୍ରକ ପୌରାଞ୍ଚଳରେ ଆଜି ରାତିରୁ ଦୁଇଦିନ ପାଇଁ ସଟ୍ ଡାଉନ୍: କଠୋର କଟକଣା "ବାସୁଆଘାଇ, ଶିଶୁପାଳ, ଲିଙ୍ଗିପୁର, ରଣସିଂହପୁର, ତମାଣ୍ଡୋ, ମଳିପଡ଼ା, ଅନ୍ଧାରୁଆ, କଳାରାହାଙ୍ଗ, ରଘୁନାଥପୁର, ବାରିମୁଣ୍ଡ, ଦାରୁଠେଙ୍ଗ/ଚନ୍ଦକା, ଧଉଳି, ଜାଆଁଳା,…

ଉଦାହରଣ ପାଲଟିଲେ ଦୁଇ ଭାଇଭଉଣୀ ମନୀଷା ଓ ଅମନ : ସିଏମ ରିଲିଫ ଫଣ୍ଡକୁ ଦେଲେ ପକେଟ ମନି   

କରୋନାର ମୁକାବିଲା  ପାଇଁ ଅଂଟା ଭିଡିଲା ସୋହେଲାସ୍ଥିତ ମାରୱାଡି ମହିଳା ମଣ୍ଡଳ ସୋହେଲା(ଶାସକପ୍ରଶାସକ)-ସାରା ବିଶ୍ୱରେ ଏବେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟ ସରକାର ତଥା କେନ୍ଦ୍ର ସରକାର ମହାମାରୀ କରୋନାରୁ ଲୋକଙ୍କ ସୁରକ୍ଷିତ ରଖିବା ପାଇଁ ନାନା ପ୍ରକାର ପଦକ୍ଷେପ…