Sign in
Sign in
Recover your password.
A password will be e-mailed to you.
Emiment Paediatrician wrote to health secretary : “Lock down and shut down cannot restrict the…
Bhubaneswar(shasak prashasak): Emiment Paediatrician Dr Arabind mohanty wrote a letter to health secretary of odisha stating "Lock down and shut down cannot restrict the community spread fully." He suggested some measures in his letter…
କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ :ଆଜି ସୁଦ୍ଧା ୨୦୪୮୩୫ ଜଣ ଉପକୃତ
ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ଯୋଗୁଁ ପ୍ରଭାବିତ ସହରାଚଂଳ ନିରାଶ୍ରୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଗତ ୨୭ ତାରିଖରୁ ପୌରାଚଂଳମାନଙ୍କରେ ଏହି ମାଗଣା ରନ୍ଧା ଖାଦ୍ୟ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହୋଇଛି । ଆଜି ସୁଦ୍ଧା ରାଜ୍ୟର ୧୧୪ ଗୋଟି ପୌରାଚଂଳର ୨୦୩୫ ଟି ୱାର୍ଡ ମଧ୍ୟରୁ…
ମାରୱାଡି ଯୁବମଞ୍ଚ ସହଯୋଗରେ ସୋସିଆଲ ୱେଲଫେୟର୍ ଅର୍ଗାଅନାଇଜେସନ ପକ୍ଷରୁ ସହାୟତା ବଣ୍ଟନ
କଳାହାଣ୍ଡି ଧର୍ମଗଡ଼ ଶୁସାନ୍ତ ରାଉତ : ଏବେ ଚାରିଆଡେ କରୋନା ଆତଙ୍କରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ଅନେକ ସଂଖ୍ୟାରେ ଲୋକ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି | ଆଉ ଏହି ତିରୋଟ ସମୟରେ ଅସହଆଲୋକଙ୍କୁ ସହାୟତାର ହାତ ବଢ଼ାଇଛି ସୋସିଆଲ ୱେଲଫେୟର୍ ଅର୍ଗାନେଯେସନ୍ ଧର୍ମଗଡ଼ | ଆଜି ଧର୍ମଗଡ଼…
ସାର୍ବଜନୀନ ସ୍ଥାନର ସଫଳ ସାନିଟାଇଜ କରିବ ଡିଆରଡିଓ ନିର୍ମିତ ଉପକରଣ
ନୂଆଦିଲ୍ଲୀ(ଶାସକ ପ୍ରଶାସକ) :ବୈଶ୍ୱିକ ମହାମାରୀ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ସକାଶେ ସ୍ୱଦେଶୀ ଜ୍ଞାନକୌଶଳ ସମାଧାନ ସୂତ୍ରର ବିକାଶ ଘଟାଇବା ଲାଗି ଚାଲିଥିବା ପ୍ରୟାସରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂସ୍ଥା (ଡିଆରଡିଓ) ସଫଳ ହୋଇଛି । ବିଭିନ୍ନ ଆକାରର କ୍ଷେତ୍ରକୁ ସ୍ୱଚ୍ଛକରଣ…
ନିଷ୍ପାପ ପ୍ରାଣୀଙ୍କ ମୁହଁରେ ଆହାର ଦେବାକୁ ଆଗେଇ ଆସିଲା ବିଜୁ ଯୁବ ବାହିନୀ
ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା ଭୁତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍ଡାଉନ୍ ଥିବା ବେଳେ ସହରରେ ଦୋକାନ ବଜାର, ସହ ସମସ୍ତ ହୋଟେଲ ବନ୍ଦ ରହିଛି l ଏହା ଫଳରେ ବୁଲା ଗାଈ ଗୋରୁ ଓ କୁକୁର ମାନେ ଆହାର ନ ପାଇ କଲବଳ ହେଉଛନ୍ତି l ଏଭଳି ସମୟରେ ଲକ୍ ଡାଉନ…
ଚିନ୍ତା ବଢ଼ାଇଛନ୍ତି ନିଜାମୁଦ୍ଦିନ ଫେରନ୍ତା, ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ସମସ୍ତେ
ନିଜାମୁଦ୍ଦିନ ଫେରନ୍ତାଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ କଲେ ନିବେଦନ
ଭୁବନେଶ୍ୱର (ଶାସକ ପ୍ରଶାସକ) କରୋନା ଏବେ ଓଡ଼ିଶାରେ ବିପଜ୍ଜନକ ରୂପ ନେଉଥିବା ବେଳେ ଲୋକଙ୍କ ଭିତରେ ଏକ ଆତଙ୍କ ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି ହୋଇଛି | ଆଉ ସବୁଠୁ ଆତଙ୍କର କାରଣ ପାଲଟିଛନ୍ତି ଦିଲ୍ଲୀ…
କାଲିଠୁ ଆପଣଙ୍କ ଖାତାରେ ଏତେ ଟଙ୍କା ଟ୍ରାନ୍ସଫର କରିବେ ସରକାର, ଜାଣନ୍ତୁ କେଉଁ ଗ୍ରାହକ କେଉଁ ଦିନ ଉଠାଇ ପାରିବେ
ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ମହିଳା ଜନ ଧନ ଯୋଜନା ଆଧାରରେ ଲାଭାର୍ଥୀଙ୍କୁ କାଲିଠୁ ବ୍ୟାଙ୍କ ଖାତାରେ ୫୦୦ ଟଙ୍କାର ପ୍ରଥମ କିସ୍ତି ମିଳିବା ଆରମ୍ଭ ହୋଇଯିବ। କେନ୍ଦ୍ର ସରକାର ଲକ୍ଡାଉନ୍ ଘୋଷଣା ପରେ ଗରିବ ବର୍ଗଙ୍କୁ ଆଶ୍ଵସ୍ତି ଦେଇ ପ୍ରଧାନମନ୍ତ୍ରୀ ଗରିବ…
ଅସହାୟ ଲୋକଙ୍କ ମୁହଁରେ ଆହାର ଯୋଗାଉଛନ୍ତି ସମାଜ ସେବୀ ଯୁବକ |
ବଲାଙ୍ଗିର: (ନିରୋଜ ମିଶ୍ର) ଲକ୍ ଡାଉନ ସମୟରେ ଗରିବ ତଥା ନିସହାୟ ଲୋକଙ୍କ ଅସୁବିଧାକୁ ଦେଖି ଭୋକିଲା ପେଟର ଭୋକ ମେଣ୍ଟାଇବା ପାଇଁ ଆଗେଇ ଆସିଛନ୍ତି ବଲାଙ୍ଗିର ର କେତେକ ସମାଜ ସେବୀ ଯୁବକ | ସରକାରୀ ହସପିଟାଲ ଓ ରେଲୱେ ଷ୍ଟେସନରେ ରହୁଥିବା ନିହାତି ଗରିବ ଓ ନିସହାୟ ଲୋକଙ୍କୁ ଯୋଗାଇଥାନ୍ତି…
କରୋନା ଲକ୍ ଡାଉନ୍ : ଦୁର୍ଦ୍ଦିନରେ ହସ୍ତତନ୍ତ ବୁଣାକାର ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ କେନ୍ଦ୍ର ସରକାର ଦେଶକୁ ୨୧ ଦିନ ପାଇଁ ତାଲା ବନ୍ଦ ଘୋଷଣା ରିଛନ୍ତି । ସମସ୍ତେ ଏହାକୁ ପାଳନ ମଧ୍ଯ କରୁଥିବା ଦେଖିବାକୁ ମିଳିଛି । ତେବେ ତାଲା ବନ୍ଦ ସମୟରେ ସୁବର୍ଣ୍ଣପୁର ଜିଲ୍ଲା…
ଭୋକିଲାଙ୍କୁ ଦିଆଯାଉଛି ନିମ୍ନମାନର ଖାଦ୍ୟ , ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବିକଲେ ସମାଜସେବୀ
ସୁନ୍ଦରଗଡ - ବଣାଇ ବ୍ଲକ ଅନ୍ତର୍ଗତ ଭାଲୁପାଣି ପଞ୍ଚାୟତରେ ଭୋକରେ ଜର୍ଜରିତ ହେଉଥିବା ଗରିବ, ଅସହାୟ ଲୋକଙ୍କୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା କଥା ପ୍ରଘଟ ହେଲାପରେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି ସମାଜସେବୀ ଶାନ୍ତନୁ କୁସୁମ | ତାସହିତ ଗରିବ, ଅସହାୟ, ନିରାଶ୍ରୟ ଲୋକଙ୍କ ଅଧିକାର ସହିତ ଏଭଳି…