Sign in
Sign in
Recover your password.
A password will be e-mailed to you.
ପାରଳାଖେମୁଣ୍ଡି : ୧୦୦ ଶଯ୍ୟା ବିଶିଷ୍ଠ ଚିକିତ୍ସାଳୟ ନିର୍ମାଣର ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ
କୋଭିଡ୍-୧୯ ସ୍ୱତନ୍ତ୍ର ଚିକିତ୍ସାଳୟର ଚୁକ୍ତିନାମା ସ୍ବାକ୍ଷରିତ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କରୋନା ଭାଇରସ୍ ର କଡା ମୁକାବିଲା କରାଯିବା ନିମନ୍ତେ ଯୁଦ୍ଧକାଳୀନ ପରିସ୍ଥିତିରେ କୋଭିଡ-୧୯” ୧୦୦ ଶଯ୍ୟା ବିଶିଷ୍ଠ ଚିକିତ୍ସାଳୟ ନିର୍ମାଣର ପ୍ରସ୍ତୁତି…
ରାଜଧାନୀରେ ଆଉ ଦୁଇ କରୋନା ପଜିଟିଭ
ଭୁବନେଶ୍ୱର (ଶାସକ ପ୍ରଶାସକ) ଆଉ ଦୁଇଟି କରୋନା ପଜିଟିଭ ଭୁବନେଶ୍ୱରରେ | ଗୋଟିଏ ବମିଖାଲରୁ ଆଉ ଜଣେ କପିଲପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ ୨ ରୁ | କପିଲପ୍ରସାଦ ହାଉସିଂ ବୋର୍ଡ କଲୋନୀ ଫେଜ ୨ରୁ ବାହାରିଥିବା ୭୦ ବର୍ଷ ବୟସ୍କ ବ୍ୟକ୍ତି ଅଷ୍ଟ୍ରେଲିଆ ଫେରନ୍ତା ଓ ସେ ହୋମ କ୍ବାରଣ୍ଟାଇନରେ…
ରାଜ୍ୟରେ ଥିବା ସମସ୍ତ ଗଣମାଧ୍ୟମ ସଂଘ ଆଉ ସଂଘ ନେତାମାନଙ୍କ ପାଇଁ ଉଦାହରଣ ସାଜିଲା ରାୟଗଡା ପ୍ରେସ ୟୁନିଅନ
ୟୁନିୟନର ସଭ୍ୟ ଓ ସେମାନଙ୍କ ପରିବାରର ମାସକ ଚଳିବା ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ବଣ୍ଟନ
ରାୟଗଡ(ସରୋଜ ସାହୁ): ସାରା ପୃଥିବୀ ବର୍ତମାନ ମହାମାରୀ କୋରନା ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇ ସାରିଛି । ଏହି ଭୂତାଣୁର ସଂକ୍ରମଣରେ ଆମ ଦେଶ ଓ ରାଜ୍ୟ ଓଡିଶା ମଧ୍ୟ ବାଦ ପଡିନାହିଁ । ଏହି ଭୂତାଣୁର…
କେମିତି ପାଳିବେ ୯ ମିନିଟିଆ ଲାଇଟ ଲିଭା ଆହ୍ୱାନ, ଶୁଣନ୍ତୁ କଣ କହୁଛନ୍ତି ଶକ୍ତି ମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ) : କରୋନା ବିରୋଧରେ ଲଢ଼ୁଥିବା ପ୍ରତିଟି ଯୋଦ୍ଧାଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ପ୍ରଥମେ ତାଳି ଓ ଥାଳି ବଜାଇବା ପାଇଁ କହିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୯ ଟାରେ ୯ ମିନିଟ ପାଇଁ ଲାଇଟ ଅଫ କରି ଦୀପ ବା କ୍ୟାଣ୍ଡେଲ ଜାଳିବା ଅବା ମୋବାଇଲ…
ମହଙ୍ଗା ପଡିଲା କରୋନା ଫେସବୁକ ଭିଡିଓ
ବଡ଼ବିଲରେ କରୋନା ସମ୍ପର୍କିତ ଭିଡିଓ ସେୟାର କରି ଜଣେ ଗିରଫ
ବଡ଼ବିଲ (ଶାସକ ପ୍ରଶାସକ) କରୋନା ସମ୍ପର୍କିତ ଗୁଜବ ପ୍ରଚାର କଲେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ। ଏ ନେଇ ସରକାରଙ୍କ ପକ୍ଷରୁ ଆଡଭାଇଜରି ଜାରି ହୋଇଥିବା ବେଳେ ଏ ନେଇ ଲୋକମାନେ ସଚେତନ ହେଉନାହାନ୍ତି। ଏହି ପରିପ୍ରେକ୍ଷୀରେ ଆଜି…
ପୂର୍ଣ୍ଣମାସୀ କ୍ଳବ ପୂରେନା ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ୨୧୦୦୦ ଟଙ୍କା ପ୍ରଦାନ ।
ପଦ୍ମପୁର-କୋରୋନା ଯେ କେତେ ଭୟଙ୍କର ଏହା ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ଅନୁଭବ କରି ସାରିଲେଣି । ବୋଧହୁଏ ଏଥିପାଇଁ ଏହି ମହାମାରୀ ର ମୁକାବିଲା କରିବା ପାଇଁ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଣ୍ଟା ଭିଡି ବାହାରି ଗଲେଣି । ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ…
ଆଜି ରାତି ୮ଟାରେ ହଟିବ ତିନୋଟି ସହରରୁ ସଟ ଡାଉନ : ମୁଖ୍ୟ ସଚିବ
ସୁର୍ଯ୍ୟନଗର ରୋଗୀ କଲିକତାରୁ ଓ ବମିଖାଲ ରୋଗୀ ଭୋପାଳରୁ ସଂକ୍ରମଣ ଆଣିଥିଲେ
ଓଡ଼ିଶାରେ ଗଣ ସଂକ୍ରମଣର କୌଣସି ଆଭାସ ମିଳିନାହିଁ
ଭୁବନେଶ୍ୱର( ଶାସକ ପ୍ରଶାସକ) ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ସଟ ଡାଉନ ଆଜି ତିନିଟି ସହରରୁ ଉଠିବାକୁ ଯାଉଛି | ସରକାରଙ୍କ ନିର୍ଦ୍ଦେଶକୁ ଲୋକ ମାନିଥିବା…
କୁନି ମନର ବଡ ଭାବନା : ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 1500 ଟଙ୍କା ଦାନ କଲେ ଭାର୍ଗବୀ
ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ - ବୟସରେ ଛୋଟ ହେଲେ ସେଇ କୁନି ମନରେ ଭରିଛି ବଡ ଭାବନା | ସେଇ ନିଷ୍ପାପ ମନରେ ନିଜ ପରିବାର ସହ ରହିଛି ନିଜ ପଡୋଶୀଙ୍କ ଚିନ୍ତା, ସମାଜର ଚିନ୍ତା , ରାଜ୍ୟ ତଥା ରାଷ୍ଟ୍ରର ଚିନ୍ତା | ସେଥିପାଇଁ ଯେତେବେଳେ ମହାମାରୀ କରୋନାରେ କବଳିତ ହୋଇ ସମାଜ ସଙ୍କଟରେ…
ଜେନିଥ ଗ୍ରୁପ ଅଫ ଇଷ୍ଟିଚ୍ୟୁସନ ତରଫରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଏକାବନ ହଜାର ଟଙ୍କା ପ୍ରଦାନ ।
ପଦ୍ମପୁର(ଶାସକ ପ୍ରଶାସକ)- କୋରୋନା ଯେ କେତେ ଭୟଙ୍କର ଏହା ବର୍ତ୍ତମାନ ସାଧାରଣ ଲୋକ ମଧ୍ୟ ଅନୁଭବ କରି ସାରିଲେଣି । ବୋଧହୁଏ ଏଥିପାଇଁ ଏହି ମହାମାରୀ ର ମୁକାବିଲା କରିବା ପାଇଁ ସରକାରଙ୍କ ସହିତ ସାଧାରଣ ଜନତା ମଧ୍ୟ ଅଣ୍ଟା ଭିଡି ବାହାରି ଗଲେଣି । ଗତ କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ରିଲିଫ…
ଏଥର ଶୁଭିବନି ଋଷି ପୁତ୍ରେ : ଦଣ୍ଡ ଯାତ୍ରା ବନ୍ଦ୍ ,ପରମ୍ପରା ଭାଙ୍ଗିଦେଲ “କରୋନା “।
ରୋଜଗାର ହରାଇଲେ କଳାକାର, କ୍ଷତି ସହିବେ ଯାତ୍ରା କମିଟି ।
ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା କଳା ଓ ସସଂସ୍କୃତି ପରିଚୟ ତଥା ନିଷ୍ଠା ଓ ଭକ୍ତିର ଅନନ୍ୟା ପରମ୍ପରା ଦଣ୍ଡ ଯାତ୍ରା ଶହ ଶହ ବର୍ଷର ପରମ୍ପରା ଧାରାକୁ ଏ ବର୍ଷ ବାଟ ଓଗାଲିଛି ମହାମାରୀ…