Sign in
Sign in
Recover your password.
A password will be e-mailed to you.
ପରିବହନ ନିଗମ କୋଠରୀରୁ ୧୦୦ ବସ୍ତା ବେଆଇନ ଗହମ ଜବତ : ଖାନତଲାସ ଜାରି
ଓଡ଼ଗାଁ(ଶ୍ରୀକାନ୍ତ ମିଶ୍ର): ଓଡ଼ଗାଁ ରାଜ୍ୟ ପରିବହନ ନିଗମର ନିର୍ମାଣାଧିନ ଏକ ଘରୁ ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀଙ୍କ ଦ୍ୱାରା ପିଡିଏସ୍ / ଆଇସିଡିଏସ୍ କୁ ଗହମ ଯୋଗାଇ ଦିଆଯାଉଥିବା ୧୧୧ ବସ୍ତା ଅର୍ଥାତ୍ ୫୪ କ୍ୱିଣ୍ଟାଲ ୭୮କେଜି ମହଜୁଦ୍ ଥିବା ବେଆଇନ ଗହମକୁ ଜବତ କରାଯାଇଛି । କେହି ଦାବିଦାର…
କିଶୋରକୁ ହରାଇ ସେମି ଫାଇନାଲରେ ପ୍ରବେଶ କଲା ୟାଜଦାନି
ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡଗାଁ କପ ୨୦୨୦
ଓଡଗାଁ(ଶ୍ରୀକାନ୍ତ ମିଶ୍ର): ୩ୟ ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଓଡ଼ଗାଁ କପ୍ ୨୦୨୦ ର ଉ୨ୟ ଦିନ ମ୍ୟାଚରେ କିଶୋର କ୍ଳବ ଭୁବନେଶ୍ୱରକୁ ୦-୨ ଗୋଲରେ ହରାଇ ୟାଜଦାନି କ୍ଳବ ଭୁବନେଶ୍ୱର ବିଜୟ ହାସଲ କରିବା ସହିତ ସେମି ଫାଇନାଲରେ…
‘କବିତାରେ କମନୀୟତା ମାନବ ଜୀବନକୁ ପୂର୍ଣ୍ଣତା ଦିଏ’
ବଲାଙ୍ଗୀର ଲୋକଉତ୍ସବ ଉପଲକ୍ଷେ ବହୁଭାଷୀ କବିତା ଆସର
କବି ସୌଭାଗ୍ୟବନ୍ତ ମହାରଣା ସମ୍ବର୍ଦ୍ଧିତ
ବଲାଙ୍ଗିର,୦୩ା୦୧-" କବିତାରେ କମନୀୟତା ମାନବ ଜୀବନକୁ ସରସ ସୁନ୍ଦର କରି ପୂର୍ଣ୍ଣତା ଦିଏ । କବିତାର ଭାଷା ଓ ଭାବ ସ୍ୱତନ୍ତ୍ର । ଯାହା କବିତା ହିଁ ଦେଖାଏ । ଏହି ସ୍ୱତନ୍ତ୍ରତାକୁ ଯିଏ ଶୁଣି…
ବଲାଙ୍ଗିର ଲୋକ ଉତ୍ସବ ଉଦଘାଟିତ: ସାଂସ୍କୃତିକ ଶୋଭାଯାତ୍ରାରେ ଦୁଲୁକିଲା ବଲାଙ୍ଗିର
ବଲାଙ୍ଗିର,୦୩ା୦୧- ସ୍ଥାନୀୟ କୋଶଳ କଳାମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଘାଟିତ ହୋଇଯାଇଛି । ପ୍ରଥମେ ସକାଳ ୯ଟାରେ ମଞ୍ଚ ପୂଜା ଅନୁଷ୍ଠିତ ହୋଇଥିଲା । ପରେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଚଞ୍ଚର ବିଭିନ୍ନ ସାଂସ୍କୃତିକ ଦଳକୁ ନେଇ ଶୋଭାଯାତ୍ରା…
ଉଚ୍ଚକୋଟୀର ଲୋକସଂସ୍କୃତି ଓ ଲୋକକଳାରେ ସମୃଦ୍ଧ ବଲାଙ୍ଗିର
ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଘାଟିତ
ବଲାଙ୍ଗିର(ନିରୋଜ ମିଶ୍ର)- ସ୍ଥାନୀୟ କୋଶଲ କଳା ମଣ୍ଡଳ ପଡିଆ ଠାରେ କଳା ଓ ସଂସ୍କୃତିର ମହାପର୍ବ ବିଂଶତମ ବଲାଙ୍ଗିର ଲୋକଉତ୍ସବ ଉଦଘାଟିତ ହୋଇଯାଇଛି । ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ଏହି ଲୋକ ଉସôବ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଚାଲିବ ।…
ପଲସ୍ ପୋଲିଓ ଟୀକାକରଣ କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ: ପାରଳାଖେମୁଣ୍ଡି ସ୍ଥିତ ସିଡିଏମଓ: ଙ୍କ କାର୍ଯ୍ୟଳୟର ସମ୍ମିଳନୀ କକ୍ଷଠାରେ ପଲସ୍ ପୋଲିଓ-୨୦୨୦ କାର୍ଯ୍ୟକ୍ରମର ବ୍ୟାପକତା ପାଇଁ ଜିଲ୍ଲା ସ୍ତରୀୟ ଏକ ସମୀକ୍ଷା ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।
ଚଳିତ ଜାନୁଆରୀ ମାସର ୧୯ ତାରିଖରୁ ୨୧…
ପାଇକମାଲ ଡିଗ୍ରୀ ମହାବିଦ୍ୟାଳୟରେ ଆତ୍ମସୁରକ୍ଷା ତାଲିମ ଶିବିର ଉଦଯାପିତ
ପଦ୍ମପୁର(ଶାସକ ପ୍ରଶାସକ) :ପାଇକମାଲ ସ୍ଥିତ ବିନ୍ଧ୍ୟବାସିନୀ ଡିଗ୍ରୀ ମହାବିଦ୍ୟାଳୟରେ ଚାଲିଥିବା ଆତ୍ମସୁରକ୍ଷା ତାଲିମ ଶିବିର ଉଦ୍ ଯାପିତ ହୋଇଯାଇଛି । ଏହି ଅବସରରେ ଆତ୍ମସୁରକ୍ଷା ତାଲିମ ଶିବିର ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନଙ୍କ ତତ୍ତ୍ଵାବଧାନରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ଏହି…
ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ
ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ଉପଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ପଦ୍ମପୁର ଉପ ଜିଲ୍ଲାପାଳ ତନ୍କୟ କୁମାର ଦରୱାନଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ସାଧାରଣ ତନ୍ତ୍ର ଦିବସକୁ ସରସ ସୁନ୍ଦର ତଥା ଆକର୍ଷଣୀୟ ଭାବରେ…
ରାଷ୍ଟ୍ରପତିଙ୍କୁ ଭେଟି ଇଂରାଜୀ ନବବର୍ଷର ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ରାଷ୍ଟ୍ରପତି ଭବନ ଗସ୍ତ କରି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସାକ୍ଷାତ୍ କରିବା ସହ ଇଂରାଜୀ ନବବର୍ଷ ୨୦୨୦ର ଶୁଭେଚ୍ଛା ଜଣାଇଛନ୍ତି ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଷ୍ଟ୍ରପତି ଶ୍ରୀ…
ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ “ସ୍ମୃତି ତୁମେ ଅଜିଜ୍”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ନୃସିଂହନାଥ ମନ୍ଦିରର ଝୁଲଣ ମଣ୍ଡପ ସାମନାରେ ପାରଳା ସହରର ବିଶିଷ୍ଠ ବ୍ୟକ୍ତିତ୍ୱ ସ୍ବର୍ଗତ କଳାସାଗର ରଘୁନାଥ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରଙ୍ଗାରଙ୍ଗ ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମର ୨ୟ ଅର୍ଘ୍ୟ ସ୍ମୃତି ତୁମେ…