Sign in
Sign in
Recover your password.
A password will be e-mailed to you.
ଭୁବନେଶ୍ୱରର କରୋନା ବଢ଼ାଇଲେ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ରୋଗୀ
ଭୁବନେଶ୍ୱର(ଶାସକ ପ୍ରଶାସକ): ଭୁବନେଶ୍ୱରରେ ଏ ଯାବତ ୩୦ ଜଣ କରୋନା ରୋଗୀ ରହିଥିବା ବେଳେ ଏମାନେ ପ୍ରାୟତ ସମସ୍ତେ ସୂର୍ଯ୍ୟନଗର ଓ ବମିଖାଲର ପ୍ରଥମ ରୋଗୀଙ୍କ ସହ ସମ୍ପର୍କିତ | ସବୁଠାରୁ ବଡ଼କଥା ହେଲେ ବମିଖାଲରେ ବାହାରିଥିବା ସବୁ କରୋନା ପଜିଟିଭ ଗୋଟିଏ ପରିବାରର | ଏହି ଦୁଇଟି ଅଂଚଳକୁ ସିଲ…
ଦୀପ ଜାଳି ଏକତାର ପ୍ରମାଣ ଦେଲେ କୁଚିଣ୍ଡା ବାସୀ
କୁଚିଣ୍ଡା ଉପଖଣ୍ଡ ପ୍ରତିନିଧି (ଅଜୟ କୁମାର ବାଘ) :ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ରେ କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଡାକରାକୁ ସମର୍ଥନ କରି ଦୀପ ଜାଳି ଏକତାର ପ୍ରମାଣ ଦେଲେ କୁଚିଣ୍ଡା ଅଞ୍ଚଳ ବାସୀ l ରାତି ୯ଟା ରୁ ୯ ମିନିଟ ପର୍ଯନ୍ତ ଅନ୍ଧକାରରେ…
ଏକତାର ପରିଚୟ ଦେଲେ ରେଢାଖୋଲ ବାସୀ
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ସମ୍ବଲପୁର ଜିଲ୍ଲା ରେଢାଖୋଲ ସହର ଏବଂ ଗ୍ରାମାଞ୍ଚଳ ମାନଙ୍କ ରେ ଲୋକେ ଏକତାର ପରିଚୟ ଦେଇଛନ୍ତି। ରବିବାର ରାତି ୯ ଟାରୁ ୯ ମିନିଟ ପର୍ଯ୍ୟନ୍ତ ସମସ୍ତେ ଦୀପ, କ୍ୟାଣ୍ଡେଲ,…
ଦଳିଦେଲା ହାତୀ : ଚାଲିଗଲା ଚାରି ଜୀବନ
ପଦ୍ମପୁର(ଶାସକ ପ୍ରଶାସକ):- ବରଗଡ଼ ଜିଲ୍ଳା ପଦ୍ମପୁର ଅଂଚଳର ରେ ହାତୀ ଆକ୍ରମଣରେ ଚାରି ଜଣଙ୍କ ମୃତ୍ୟୁ ଘଟିଛି । ଆଜି ଭୋର ସକାଲରୁ ପଦ୍ମପୁର ଅଂଚଳରେ ଏକ ହୃଦୟ ବିଦାରକ ଖବର ଶୁଣିବାକୁ ମିଳିଛି।ପଦ୍ମପୁର ରଜାପଡା (ଓ୍ବାର୍ଡ ନଂ୧)ର ଗୋଟିଏ ପରିବାର ର ଦ୍ଵାରିକା ନାଥ ପାଣ୍ଡେ (୭୦), ମଲେଇ…
୪୭,୩୫୫ ଜଣଙ୍କୁ ଦିଆଗଲା ରନ୍ଧା ଖାଦ୍ୟ
ବାରିପଦା(ଦିଲ୍ଲୀପ ମହାନ୍ତି)- ଲକ୍ ଡ଼ାଉନ ସମୟରେ ମୟୂରଭଞ୍ଜ ଜିଲ୍ଲାପ୍ରଶାସନ ପକ୍ଷରୁ ଅତି ଗରୀବ, ନିସ୍ୱ , ଅସହାୟ, ଶାରିରୀକ ଦୁର୍ବଳ, ଭୋକିଲା, ଭିକାରୀ ଓ ମାନସିକ ବିକାର ଗ୍ରସ୍ତ(ପାଗଳ) ବ୍ୟକ୍ତିମାନଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି । ଗତ କାଲି ସୁଦ୍ଧା ଜିଲ୍ଲାର ସମସ୍ତ ୨୬ଟି ବ୍ଲକରେ…
ଲକ ଡାଉନ ବେଳେ ରକ୍ତର ଅଭାବ ଏଡାଇବାକୁ ”ବୋରାସମ୍ବର ବ୍ଲଡ଼ ଡୋନର୍ସ”ର ଉଦ୍ୟମ
ବରଗଡ :- ମାନବ ସେବା ହିଁ ମାଧବ ସେବାକୁ ଆଧାର କରି ଵିଗତ ପାଖାପାଖି ଏକ ବର୍ଷ ହେବ ବୋରାସମ୍ବର ଅଞ୍ଚଳକୁ ନିସ୍ୱାର୍ଥପର ସହିତ ରକ୍ତ ଦାନ କରି ଆସୁଛନ୍ତି ,”ବୋରାସମ୍ବର ବ୍ଲଡ଼ ଡୋନର୍ସ” ର ସଦସ୍ୟମାନେ। ସୂଚନାର ବିଷୟ, ବିଗତ ବର୍ଷରୁ ଲଗାତାର ଲୋକଙ୍କ ସେବା କରୁଥିବା “ବୋରାସମ୍ବର ବ୍ଲଡ଼…
ସାମାଜିକ ଦୂରତ୍ବ ଉପରେ ଗୁରୁତ୍ବ ଦେଲେ ସମ୍ବଲପୁର ଜିଲ୍ଲାପାଳ ।
ସମ୍ବଲପୁର,ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଆଜି ସମ୍ବଲପୁର ଜ଼ିଲ୍ଲାପାଳ ଙ୍କ ଦ୍ଵାରା ଜାରୀ କରାଯାଇଛି ଗୁରୁତ୍ୱ ପୂର୍ଣ୍ଣ ସୂଚନା l ସାମାଜିକ ଦୂରତ୍ୱ ପାଳନରେ ଅବମାନନା କିମ୍ବା ଖିଲାପ କଲେ ଦୋକାନୀ, ବିକ୍ରେତା ଏବଂ ବ୍ୟବସାୟିକ…
ଦୋକାନୀଙ୍କ ପାଇଁ କାଲିଠୁ କଡା ନିୟମ, ନିୟମ ଭାଙ୍ଗିଲେ ଦାୟୀ ହେବେ ଦୋକାନୀ
ସାମାଜିକ ଦୂରତା ବଜାର ରଖିବାକୁ ସବୁ ଦୋକାନୀଙ୍କୁ ନିର୍ଦ୍ଦେଶ ।
ସମ୍ବଲପୁର, ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ସାମାଜିକ ଦୂରତାକୁ ଗୁରୁତ୍ୱ ଦେଲେ ସରକାର । କାଲିଠାରୁ ସାମାଜିକ ଦୂରତା ଉପରେ ଦିଆଯିବ ଅଧିକ ଫୋକସ । ବଜାରରେ ଲୋକଙ୍କ ଭିଡକୁ ଆଖି ଆଗରେ ରଖି ଏବଂ କରୋନା…
ଗଞ୍ଜାମ ଆରକ୍ଷୀ ଅଧିକ୍ଷକଙ୍କ ବୁଗୁଡା ଥାନା ଗସ୍ତ
ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ ରବିବାର ଦିନ ବୁଗୁଡା ଥାନା ପରିଦର୍ଶନ କରିଥିବା ଜଣାପଡିଛି।ଗଞ୍ଜାମ ଜିଲ୍ଲାପାଳ ବିଜୟା ଅମୃତ କୁଲାଙ୍ଗେ ସାରା ଗଞ୍ଜାମ ଜିଲ୍ଲାରେ ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ସକାଳ ୭ ଘଣ୍ଟା ପର୍ଯ୍ୟନ୍ତ ୧୯ ଘଣ୍ଟା ସଟ ଡାଉନ ଘୋଷଣା…
କେବଳ ବମିଖାଲରୁ ନୂଆ ୧୫ କରୋନା ରୋଗୀ : ବମିଖାଲରେ କ୍ଲଷ୍ଟର କଣ୍ଟନମେଣ୍ଟ ଓ ଘରକୁ ଘର ସର୍ଭେ ଜାରି
ଭୁବନେଶ୍ୱର( ଶାସକ ପ୍ରଶାସକ) : ସମ୍ପୂର୍ଣ ସିଲ ହୋଇଥିବା ବମିଖାଲ ଅଂଚଳରୁ କେବଳ ୧୫ ନୂଆ କରୋନା ରୋଗୀ ଚିହ୍ନଟ | ଏ ଅଂଚଳରେ କ୍ଲଷ୍ଟର କଣ୍ଟନମେଣ୍ଟ ଜାରି ରହିଛି | ଘରକୁ ଘର ସର୍ଭେ ମଧ୍ୟ କରାଯାଉଛି | ରୋଗୀଙ୍କ ସହ ସମ୍ପର୍କରେ ଥିବା ଲୋକ ଓ ସନ୍ଦିଗ୍ଧ ମାନଙ୍କୁ ପୃଥକାବାସରେ ରଖାଯାଇଛି ଓ…