Sign in
Sign in
Recover your password.
A password will be e-mailed to you.
୯ ତାରିଖ ସକାଳ ୭ଟାରୁ ବାହାରକୁ ବାହାରିଲେ ମୁହଁ-ନାକ ଆବୃତ କରିବାକୁ ବାଧ୍ୟ
ତବଲିଗି ଜମାତରୁ ଓଡ଼ିଶା ଫେରିଥିବା ୭୦ଜଣ କଲେଣି ପଞ୍ଜିକରଣ
ବର୍ତ୍ତମାନ କାର୍ଯ୍ୟକ୍ଷମ ହେଲାଣି ସୁଦ୍ଧା ୭ଟି ସ୍ୱତନ୍ତ୍ର କୋଭିଡ୍ ହସ୍ପିିଟାଲ୍
ଭୁବନେଶ୍ୱର(ଶାସକ ପ୍ରଶାସକ) : ଆଜି ମଧ୍ୟାହ୍ନ ୧୨ଟା ସୁଦ୍ଧା ଓଡ଼ିଶାରେ ୨୨୧୨ଟି ନମୁନା କୋଭିଡ୍-୧୯ ପରୀକ୍ଷା ପାଇଁ ପଠାଯାଇଛିା ବର୍ତ୍ତମାନ…
ଡାକ୍ତର ରାମଚନ୍ଦାନୀ ଦମ୍ପତ୍ତିଙ୍କ ମଣିଷପଣିଆକୁ ସଲାମ
ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ: ଅନେକ ସମୟରେ ନିଜ ମଣିଷ ପଣିଆ ପାଇଁ ଚର୍ଚ୍ଚାରେ ରହି ଆସିଥିବା ଲୋକପ୍ରିୟ ଡାକ୍ତର ଶଙ୍କର ରାମଚନ୍ଦାନୀ ଏବେ ପୁଣି ଚର୍ଚାରେ | ଲକ ଡାଉନ ସମୟରେ ଅସହାୟ କୁନି ଝିଅକୁ ନିଜ ଝିଅ ଭଳି ଘରେ ରଖି ଚିକିତ୍ସା କରୁଛନ୍ତି ବୁର୍ଲାର ଅତି ପରିଚିତ ଡାକ୍ତର ଦମ୍ପତି…
ରେଢାଖୋଲ ରେ ଅଘଟଣ: ମହୁଲ ଗୋଟାଇବାକୁ ଯାଇ ମହିଳା ନିଖୋଜ
ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ଗତକାଲି ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ର ତେରବେଡା ଗ୍ରାମର ଜନୈକା ବିବାହିତା ମହିଳା ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇ ଆଉ ଘରକୁ ଫେରି ନ ଥିବା ଖବର ଜଣାପଡିଛି । ପ୍ରକାଶ ଯେ , ଗତକାଲି ସକାଳେ ରେଢାଖୋଲ ଥାନା ତେରବେଡା ଗ୍ରାମର…
ସରକାରୀ ହସ୍ପିଟାଲରେ ପୁର୍ବ ଭଳି ସଂପୂର୍ଣ୍ଣ ସ୍ୱାସ୍ଥ୍ୟସେବା ପାଇବାରେ କୌଣସି ଆଶଙ୍କା ରହିବା ଉଚିତ ନୁହେଁ : ଶ୍ରୀ ଧଳ
କୋଭିଡ୍-୧୯ ଆକ୍ରାନ୍ତଙ୍କ ପାଇଁ ହୋଇଛି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ବ୍ୟବସ୍ଥା
ଭୁବନେଶ୍ୱର / ଶାସକ ପ୍ରଶାସକ : ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଉପଲକ୍ଷେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ ରାଜ୍ୟରେ କାର୍ଯ୍ୟରତ ସମସ୍ତ ଡାକ୍ତର,…
ବଢିପାରେ ଲକ ଡାଉନ ! କିଛି ରାଜ୍ୟ ଦେଖାଉଛନ୍ତି ସହମତି, କେନ୍ଦ୍ର କରିପାରେ ବିଚାର |
ଭୁବନେଶ୍ୱର(ଶାସକ ପ୍ରଶାସକ) ସମ୍ପ୍ରତି କରୋନାର ଭୟାବହତା ଦେଖି କେନ୍ଦ୍ର ସରକାର ବଢାଇପାରନ୍ତି ଲକ ଡାଉନ ଅବଧି ! କରୋନାକୁ ନେଇ ସ୍ଥିତି ସ୍ପଷ୍ଟ ହୋଇନଥିବା ବେଲେ ଅନେକ ସ୍ଥାନରେ କରୋନା ସ୍ଥିତି ଉଦବେଗଜଣକ ରହିଛି | ବିଶେଷଜ୍ଞମାନେ ଲକ ଡାଉନ ଅବଧି ବୃଦ୍ଧି ପାଇଁ ମତ ଦେଉଥିବା ବେଳେ…
ଡାକ୍ତରଙ୍କ ସହଯୋଗ ଲୋଡିଲେ ନବୀନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ସନ୍ଦିଗ୍ଧ କରୋନା ବ୍ୟକ୍ତିଙ୍କୁ ଡାକ୍ତରୀ ସାହାଯ୍ୟ ଯୋଗାଇ ଦେବା କୋଭିଡ୍-୧୯ ଟେଲିମେଡ଼ିସିନ୍ ନାମରେ ଏକ ହେଲପଲାଇନ୍ ର ଶୁଭାରମ୍ଭ କରାଯାଇ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମହତ୍ୱାକାଂକ୍ଷୀ ଉଦ୍ୟମ ହୋଇଛି । ଏହି ନିଶୁଲ୍କ ହେଲପଲାଇନ୍ ନଂ ହେଉଛି…
ଓଡ଼ିଶାରେ ପ୍ରଥମ କରୋନା ମୃତ୍ୟୁ : ପୁଣି ଆଉ ଦୁଇ କରୋନା ରୋଗୀ, ଜଣକର କାଲି ହୋଇଛି ଦେହାନ୍ତ
ଭୁବନେଶ୍ୱର( ଶାସକ ପ୍ରଶାସକ) | ଗତକାଲି କେନ୍ଦ୍ରାପଡାରେ ୪୦ ତମ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଆଜି ଚିହ୍ନଟ ହୋଇଛନ୍ତି ଆଉ ଦୁଇଜଣ କରୋନା ପଜିଟିଭ | ଜଣେ ଭୁବନେଶ୍ୱର ମଧୁସୂଦନ ନଗର ଅଂଚଳର ଓ ତାଙ୍କ ବୟସ ୪୫ ବର୍ଷ | ତାଙ୍କ ବିଷୟରେ ଅଧିକ ସବିଶେଷ ତଥ୍ୟ ମିଳିନାହିଁ | ଅନ୍ୟଜଣେ…
ଛି ଛି …ମା ସାଜିଲା ହତ୍ୟାକାରୀ !
ବଲାଙ୍ଗୀର(ନିରୋଜ ମିଶ୍ର) : ନିଜ ଜନ୍ମକଲା ଝିଅକୁ ମା ନିଜେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ। ଠିକାଦାର ପଡାର ପ୍ରସନ୍ନ ବାଗଙ୍କ ତିନି ବର୍ଷର ଝିଅ ସୌମ୍ୟାର ମୃତ ଦେହ ଆଜି ସକାଲୁ ନିକଟସ୍ଥ ପୋଖରୀରୁ ଉଦ୍ଧାର କରାଯାଇଥିଲା । ଗତ କାଲି ରାତିରୁ ସୌମ୍ୟା ନିଖୋଜ ଥିଲା । ଆଜି…
କଠୋର ହେବାକୁ ପ୍ରଶାସନକୁ ବାଧ୍ୟ କରନ୍ତୁ ନାହିଁ : ସୁନ୍ଦରଗଡ ଜିଲ୍ଲାପାଳ -ଏସପି
http://www.youtube.com/watch?v=qJ4rztvoHDA
ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :ଦିନକୁ ଦିନ କରୋନା ଭୁତାଣୁ ଦ୍ୱାରା ଅନେକ ଦେଶରେ ବହୁ ସଂଖ୍ୟକ ଲୋକ ଜୀବନ ହାରିଥିବା ବେଳେ ଅନେକ ଧନ ଜୀବନ ବ୍ୟହତ ହୋଇ ଚାଲିଛି ଏବେ ମଧ୍ୟ ଏହି ଭୁତାଣୁ ସମ୍ପୂର୍ଣ୍ଣ ପୃଥିବୀ ବର୍ଷରେ ନିଜର ପତିଆରା ଜାହିର…
ଅନାବଶ୍ୟକ ଘରୁ ନ ବାହାରିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳଙ୍କ ନିବେଦନ( ଦେଖନ୍ତୁ ଭିଡିଓ)
http://www.youtube.com/watch?v=5fupBZOZFCE
ପାରଳାଖେମୁଣ୍ଡି -ବାଳକୃଷ୍ଣ ପାଣିଗ୍ରାହୀ : କରୋନା ଭୁତାଣୁର ସଂକ୍ରମଣତାର କଡା଼ ମୁକାବିଲା କରିବା ପାଇଁ ସରକାରଙ୍କ ପକ୍ଷରୁ ଲାକ୍ ଡାଉନ୍ ଘୋଷଣା କରାଯାଇଛି । ଏଥିରେ ମୁଖ୍ୟତଃ ଭାବେ ଘରୁ ନ ବାହାରିବା ଓ ସାମାଜିକ ଦୂରତା ରକ୍ଷା କରିବା…