ମୟୂରଭଞ୍ଜରେ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ଼ ହସପିଟାଲ : ଜିଲ୍ଲାପ୍ରଶାସନ ଓ କିମସ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ 

କିସ କ୍ୟାମ୍ପସ ପରିସରରେ ୭ ଦିନ ମଧ୍ୟରେ କାର୍ଯ୍ୟ ଆରମ୍ଭ ହେବ ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ୨ ଶହ ଶଯ୍ୟା ବିଶିଷ୍ଟ ଏକ ସ୍ୱତନ୍ତ୍ର କୋଭିଡ଼ ହସପିଟାଲ ପ୍ରତିଷ୍ଠା  ନେଇ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ଓ କିମସ ହସପିଟାଲ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି ।…

ନୟାଗଡ଼ : ଜିଲ୍ଲାପାଳ  ଏବଂ ଏସପି ନୟାଗଡ଼ବାସୀଙ୍କୁ  ଦେଲେ ସଚେତନତାର ବାର୍ତ୍ତା

ନୟାଗଡ(ବିଶ୍ୱଜିତ ନାୟକ) : ସାରାଭାରତ ବର୍ଷରେ ଆତଙ୍କ ସୁଷ୍ଟି କରିଥିବା ମହାମାରୀ କରୋନାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ କ୍ରମେ ନୟାଗଡ ଜିଲ୍ଲା ପ୍ରଶାସନ କଠୋର କଟକଣା ଜାରି କରିଛି। ଆଜି ନୟାଗଡ ଜିଲ୍ଲାପାଳ ଏବଂ ଏସ.ପି ଏକ ଭିଡ଼ିଓ ମାଧ୍ୟମରେ ସାମାଜିକ ଦୂରତା ଅବଲମ୍ବନ…

ସ୍ବେଛାସେବୀମାନଙ୍କ ଦ୍ୱାରା ଶୁଖା ଖାଦ୍ୟ ବଣ୍ଟନ 

ସିନାପାଲି/ ନିରାକାର ମେହେର -ବର୍ତମାନ ଆମ ଦେଶ ଭାରତରେ ମହାମାରୀ କରୋନା ର ଭୟାବହ ହୋଇ ବଢୁଥିବା ବେଳେ ଏହାକୁ ରୋକିବା ପାଇଁ ଆମ ଦେଶ ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ସଚେତନତା ବାର୍ତ୍ତା ଜଣାଓଥିବା ବେଳେ ସହାୟତା ର ହାତ ବଢ଼େଇବାପାଇଁ ସୂଚନା ଦେଉଛନ୍ତି | ଏହି ସବୁ କଥା କୁ ଆଖି…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ 

ପଦ୍ମପୁର (ଶାସକ ପ୍ରଶାସକ): କରୋନା ସଂକ୍ରମଣର ମୁକାବିଲା ପାଇଁ ବିଭିନ୍ନ ଅନୁଷ୍ଠାନ ତଥା ବ୍ୟକ୍ତି  ବିଶେଷଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କ  ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଉଛି । ଏହି କ୍ରମରେ ଆଜି ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନଙ୍କ କାର୍ଯ୍ଯାଳୟ ମଧ୍ୟରେ…

କରୋନା ଲଢେଇରେ ବି ସହଯୋଗର ହାତ ବଢ଼ାଇଲେ ଗୃହିଣୀ 

ମେଲଛାମୁଣ୍ଡା(ମନୋଜ ଭୋଇ) ବରଗଡ ଜିଲ୍ଳା ଅର୍ନ୍ତଗତ ପଦ୍ମପୁର ଏନଏସି ବାସିନ୍ଦା ଶ୍ରୀମତୀ ସଂଘମିତ୍ରା ଶତପଥି ମଙ୍ଗଲବାର ସଂଧ୍ୟାରେ କରୋନା-୧୯ ବିରୁଦ୍ଧରେ ଖର୍ଚ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଏଗାର ହଜାର ଟଙ୍କାର ଏକ ଚେକ ପଦ୍ମପୁର ଉପ ଜିଲ୍ଳାପାଳ ତନ୍ମୟ ଦରଓାନଙ୍କୁ ପ୍ରଦାନ…

ବରଗଡ଼ ଜିଲ୍ଲାରେ ବି ସ୍ଥାପନ ହେବ କୋବିଦ-୧୯ ଡାକ୍ତରଖାନା, ରହିବ ୨୦୦ ଶଯ୍ୟା 

ବରଗଡ଼/ଶାସକ ପ୍ରଶାସକ : ବିପର୍ଯ୍ୟୟ ପରିଚାଳନା ରେ ବିଶ୍ଵ ଦରବାରରେ ପ୍ରଶଂସିତ ହୋଇଥିବା ନବୀନ ପଟ୍ଟନାୟକଙ୍କ କରୋନା ଲଢେଇ ବର୍ତ୍ତମାନ ସାରା ବିଶ୍ୱ ଦେଖୁଛି. ଲୋକଙ୍କ ସ୍ୱାର୍ଥ ପାଇଁ ସମଗ୍ର ଭାରତ ବର୍ଷର ସବୁଠାରୁ ବଡ଼ କରୋନା ଡାକ୍ତରଖାନା ପ୍ରତିଷ୍ଠା ପରେ ସମଗ୍ର ରାଜ୍ୟର ବିଭିନ୍ନ ଜିଲ୍ଲା…

ଗ୍ରାମ ପୋଖରୀରୁ ଏକ ସମ୍ବର ଉଦ୍ଧାର 

ସମ୍ବଲପୁରରୁ ରମାକାନ୍ତ ବିଶ୍ବାଳ : ସମ୍ବଲପୁର ଜ଼ିଲ୍ଲା  ମାନେଶ୍ଵର ବ୍ଲକ ଧମା ପଂଚାୟତ ଖିଣ୍ଡା ଗ୍ରାମ ପୋଖରୀରୁ ଏକ ସମ୍ବରକୁ  ଆଜି ଉଦ୍ଧାର କରିଛନ୍ତି ଧମା ରେଞ୍ଜ ବିଭାଗର କର୍ମଚାରୀ l ସମ୍ବରଟି ନିକଟସ୍ଥ ଜଂଗଲରୁ ପଳାଇ ଆସିଥିବାବେଳେ  ସ୍ଥାନୀୟ ଖିଣ୍ଡା ଗ୍ରାମ କିଛି ଲୋକ ତାକୁ ମାରିବା…

 ଏସଓଜି ଯବାନଙ୍କ ବିୟୋଗରେ ଶୋକର ଛାୟା 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)-  ଏସଓଜି ଯବାନ ତଥା ବରଗଡ଼ ଜିଲ୍ଲା କଟାପାଲି ଗ୍ରାମର ଲଢୁଆ ପୁଅ  ପ୍ରକାଶ ସାହୁ ଆଜି ଟ୍ରେନିଙ୍ଗ ସେଣ୍ଟର୍ ଚନ୍ଦକା ଠାରେ ଅନ୍ୟ ଏକ ସାଥି ଯବାନଙ୍କ ଜୀବନ ବଞ୍ଚାଇବାକୁ ଯାଇ ନିଜେ ସହୀଦ ହୋଇଯାଇଛନ୍ତି । ସେ ତାଙ୍କ ପଛରେ ନିଜ ସ୍ତ୍ରୀ,୭ ବର୍ଷ ର ପୁଅ,ବୃଦ୍ଧ…

ବିଜୁ ଜନତା ଦଳ ଲୋଇସିଂଘା ତରଫରୁ ରାସନ ସାମଗ୍ରୀ ବଣ୍ଟନ

ବଲାଂଗୀର/ ନିରୋଜ ମିଶ୍ର : କୋରୋନା ମହାମାରୀ ପାଇଁ ସାରା ଭାରତ ବର୍ଷ ଲକଡାଉନ ହୋଇଥିବା ବେଳେ ଗତ କିଛି ଦିନ ତଳେ ବିଜୁ ଜନତା ଦଳ ଲୋଇସିଂଘା ତରଫରୁ ନିହାର ରଞ୍ଜନ ବେହେରା ଙ୍କ ନିର୍ଦେଶ କ୍ରମେ ଏକ ଭଲେଣ୍ଟିଅର  ଟିମ ଗଠନ କରା ଯାଇଥିଲା ଆମ ଟିମ ମେମ୍ବର ବିକ୍ରମ ନନ୍ଦ ଙ୍କ ସହିତ ଯୋଗଯୋଗ…

ତାଲାବନ୍ଦ ସମୟରେ ଡାକ୍ତରୀ ସେବା ଘରେ ପାଇବା ପାଇଁ କାଲିଠାରୁ ଟେଲିମେଡିସିନ ବ୍ୟବସ୍ଥା : ଡ଼ କ୍ରିଷନ କୁମାର  

http://www.youtube.com/watch?v=3lcEyBtFBOg ଭୁବନେଶ୍ୱର(ଶାସକ ପ୍ରଶାସକ) କରୋନାକୁ ନେଇ ସମଗ୍ର ବିଶ୍ୱ ଚିନ୍ତିତ ତଥା ଆତଙ୍କିତ ହୋଇପଡିଥିବା ବେଳେ  ପୁରା ବିଶ୍ୱକୁ କରୋନା ଚିନ୍ତାରେ ପକାଇଥିବା ବେଳେ ଲୋକଙ୍କ ସୁରକ୍ଷା ପାଇଁ ଆଗୁଆ ପଦକ୍ଷେପ ଗ୍ରହଣ କରୁଛନ୍ତି ଓଡ଼ିଶା ସରକାର ରାଜ୍ୟ…