Sign in
Sign in
Recover your password.
A password will be e-mailed to you.
“ବିଧାୟକ ହାତ ପାଣ୍ଠି 2 ବର୍ଷ ପାଇଁ ବନ୍ଦ ରଖାଯାଉ “
କରୋନା ପାଇଁ ସ୍ୱତନ୍ତ୍ର ପାଣ୍ଠି ଗଠନ ପ୍ରସ୍ତାବ ଦେଲେ ବିରୋଧୀ ଦଳ ନେତା
ବିଧାୟକ ଓ ମନ୍ତ୍ରୀ ମାନଙ୍କର ଦରମା ଅନ୍ୟୁନ ଏକ ବର୍ଷ ପାଇଁ 30 ପ୍ରତିଶତ କମ୍ କରାଯାଉ
ଭୁବନେଶ୍ୱର(ଶାସକ ପ୍ରଶାସକ) : " ବର୍ତ୍ତମାନ ପରିସ୍ଥିତିରେ ରାଜ୍ୟରେ ବିଧାୟକ ହାତ ପାଣ୍ଠି 2 ବର୍ଷ ପାଇଁ ବନ୍ଦ ରଖାଯାଉ…
ଯେଉଁଠି ସରକାରୀ ହେଲ୍ପଲାଇନ ବି ଅପହଞ୍ଚ, ସେଠି ଦିବସ ସାଜନ୍ତି ହେଲ୍ପଲାଇନ
http://www.youtube.com/watch?v=CJSPJVyjGOg
ଭୁବନେଶ୍ୱର(ଶାସକ ପ୍ରଶାସକ) ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀ ଯୋଗୁଁ ସାରା ବିଶ୍ୱ ଏକ ପ୍ରକାର ଅଚଳ ହୋଇଯାଇଛି, ଏହି କ୍ରମରେ ଭାରତକୁ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯିବା ପରେ ଓଡିଶାର ବିଭିନ୍ନ ଜିଲ୍ଲାର ଲୋକେ ଦେଶର ବିଭିନ୍ନ…
କଳମ୍ବ ପଞ୍ଚାୟତରେ ପିଡ଼ିଏସ ସାମଗ୍ରୀ ବଣ୍ଟନ
ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକ କଳମ୍ବ ପଞ୍ଚାୟତରେ ସରକାରୀ ଖାଉଟି ସାମଗ୍ରୀ ସହ ଓଡିଶା ସରକାର ଘୋଷଣା କରିଥିବା ୧୦୦୦ ଟଙ୍କା ବଣ୍ଟନ କରଯାଇଛି। କଳମ୍ଵ ପଞ୍ଚାୟତରେ ଖାଉଟି ସାମଗ୍ରୀର ବଣ୍ଟନ ପାଇଁ କାଦପଡା ଗ୍ରାମରେ ଏକ ଅସ୍ଥାୟୀ କଣ୍ଟ୍ରୋଲ ସେଣ୍ଟର ଖୋଲା ଯାଇ…
କୋମନାରେ ଲକଡାଉନ ପ୍ରଭାବ, ଲୋକେ ଅମାନିଆ
କୋମନା (ଶାସକ ପ୍ରଶାସକ)- ରାଜ୍ୟରେ କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଡିବାରେ ଲାଗିଥିବା ବେଲେ ରାଜ୍ୟ ସରକାର ଏଥି ପାଇ ଦୃଢ ପଦକ୍ଷେପ ନେଉଛନ୍ତି । ନୂଆପଡା ଜିଲାରେ ମଧ୍ୟ ବିହିତ ପଦକ୍ଷେପ ଗ୍ରହଣ କରାଯାଇଛି । ପଡୋଶୀ ଜିଲ୍ଲା କଳାହାଣ୍ଡି ରେ କରୋନା ପଜିଟିଭ ଜଣା ପଡିବା ପରେ ନଆପଡା-…
ସ୍ୱାଭାବିକ କୃଷି କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ ସେଥିପାଇଁ ପଦକ୍ଷେପ ନେବାକୁ କୃଷିମନ୍ତ୍ରୀଙ୍କ ନିର୍ଦ୍ଦେଶ
ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଜିଲ୍ଲାର କୃଷି ଅଧିକାରୀଙ୍କ ସହିତ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀଙ୍କ ଆଲୋଚନା
ଖରିଫ୍ ନିମନ୍ତେ ବିହନ, ସାର ଓ କୀଟନାଶକ ଆଗୁଆ ମହଜୁଦ କରି ରଖିବାକୁ ପରାମର୍ଶ
ଭୁବନେଶ୍ୱର : (ଶାସକ ପ୍ରଶାସକ): କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍-୧୯)ର ମୁକାବିଲା…
ରନ୍ଧାଖାଦ୍ୟ ବାଣ୍ଟୁଛନ୍ତି ଗୋଳାବନ୍ଧ ସରପଞ୍ଚ
ମାଣିତରାରୁ ଜଣକୁ ଉଠାଇ ନେଲା ପୋଲିସ, ରାସନ ସାମଗ୍ରୀ ସହ ମିଳିଲା ଏକ ହଜାର ଟଙ୍କା
ବୁଗୁଡା / ଡ଼ଃ କୁମୁଦ ଚନ୍ଦ୍ର ବେହେରା : ବୁଗୁଡା ବ୍ଲକ, ଗୋଳାବନ୍ଧ ପଞ୍ଚାୟତ ଯୁବ ସରପଞ୍ଚ ବସନ୍ତ କୁମାର ସାମଲ ଘର ଘର ବୁଲି ରନ୍ଧାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି।ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ…
ଟିକେ ଭାବିବା ଆସନ୍ତୁ : ଏମାନେ ବୁଝିଲେଣି, ଆମେ ଏଯାଏ ବି ଅବୁଝା !!!!!
ଭୁବନେଶ୍ୱର(ଶାସକ ପ୍ରଶାସକ) ଏମାନଙ୍କଠୁ ସତରେ ଆମର ଶିଖିବାର ଅଛି | ଗାଁ ଗହଳରେ ଲୋକଙ୍କୁ ବୁଝେଇଲେ ସେମାନେ ବୁଝିଲେଣି ସାମାଜିକ ଦୂରତ୍ୱ କଣ | ହେଲେ ଆମେ ଏଠି କିଛି ତଥାକଥିତ ଶିକ୍ଷିତ ଲୋକମାନେ ସାମାଜିକ ଦୂରତ୍ୱ ଟିକେ ପାଳିବାକୁ ସରକାରଙ୍କ ବାରମ୍ବାର ଅନୁରୋଧ ସତ୍ତ୍ୱେ ଅବୁଝା ହୋଇ…
ଉପଜିଲ୍ଲାପାଳ ଓ ବ୍ଲକ ଅଧିକାରୀମାନଙ୍କର ତୋଫାନି ଗସ୍ତ
ବରଗଡ(ଶାସକ ପ୍ରଶାସକ) :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଆଜି ସକାଳୁ ପାଇକମାଲ ବ୍ଳକର ମିଠାପାଲି , ବରତୁଣ୍ଡା, ଜାମସେଠ , ମାଣ୍ଡୋସିଲ ଅଂଚଳର ସମସ୍ତ ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ତଥା ଡାକ୍ତରଖାନା , ସରକାର ଙ୍କର ଦ୍ୱାରା ପରିଚାଳିତ ଫ୍ରି କିଚେନ , ଆଦିକୁ ବୁଲି ଦେଖୀଥିଲେ ।…
ବରଗଡ଼ ରେ ଠାବ ହୋଇଛି ନକଲି ମଦ ତିଆରୀ କାରଖାନା
ବରଗଡ(ଶାସକ ପ୍ରଶାସକ) :- କରୋନା ସଂକ୍ରମଣ ପାଇଁ ସମଗ୍ର ଅଞ୍ଚଳ ଲକ୍ ଡାଉନ ଥିବାବେଳେ ବରଗଡ଼ ରେ ଠାବ ହୋଇଛି ନକଲି ମଦ ତିଆରୀ କାରଖାନା ।ଏହି ଘଟଣା ରେ ପୋଲିସ ୨ ଜଣକୁ ଗିରଫ କରିଥିବା ବେଳେ ସେମାନଙ୍କଠାରୁ ୨୮ ଲକ୍ଷ ଟଙ୍କା ସମେତ ମଦ ତିଆରି ସରଞ୍ଜାମ,ସରକାରୀ ଚିନ୍ହ ଥିବା ଷ୍ଟିକର,ନକଲି ମଦ,…
ଧର୍ମେନ୍ଦ୍ର କଲେ ପ୍ରଶଂସା , ନବୀନ ଦେଲେ ଧନ୍ୟବାଦ
Bhubaneswar(shasak prashasak): କରୋନା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉଦ୍ୟମକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଥିବା ବେଳେ ଏହାର ଜବାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ସହଯୋଗ ପାଇଁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି |
ଆଜି…