Sign in
Sign in
Recover your password.
A password will be e-mailed to you.
ବାଡ଼ି ନୃସିଂହଙ୍କ ପରେ ନଗ୍ର ଭ୍ରମଣ କଲେ ମହାପ୍ରଭୁ ସୁଦର୍ଶନ :ପ୍ରଚଣ୍ଡ ବିଶ୍ୱାସ , ମହାମାରୀ କରୋନାରୁ ଦେବେ ମୁକ୍ତି
ବାରିପଦା(ଦିଲ୍ଲୀପ ମହାନ୍ତି) : ଅଦୃଶ୍ୟ ଶତ୍ରୁ ମହାମାରୀ କରୋନାକୁ ପରାସ୍ତ କରିବା ପାଇଁ ଏଯାଏଁ ବାହାରିନି ଅସ୍ତ୍ର। କିଛି ଦିନ ତଳେ ଅଦୃଶ୍ୟ ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀକ୍ଷେତ୍ର ପୁରୀରେ ବାଡ଼ି ନୃସିଂହଙ୍କ ନଗ୍ର ଭ୍ରମଣ କରିଥିବା ବେଳେ ଏହି ମହାମାରୀ କବଳରୁ ଜନସାଧାରଣଙ୍କୁ…
” ସାବଧାନ , ଜୁମ୍ ମିଟିଂ ପ୍ଲାଟଫର୍ମ ବ୍ୟବହାର ନିରାପଦ ନୁହେଁ ”
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଉପଦେଶିକା ଜାରି
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଧୀନସ୍ଥା ସାଇବର ସମନ୍ୱୟ କେନ୍ଦ୍ର (ସାଇକର୍ଡ) ଘରୋଇ ବ୍ୟକ୍ତିବିଶେଷଙ୍କୁ ଜୁମ୍ ମିଟିଂ ପ୍ଲାଟଫର୍ମ ବ୍ୟବହାର ସଂପର୍କରେ କେତେକ ଉପଦେଶିକା ଜାରି କରିଛନ୍ତି । ଏହି ଉପଦେଶିକାଯେ କୁହାଯାଇଛି…
ଜଟାଧାରୀ କ୍ଳବ ଓ ଜୟଜବାନ କ୍ଳବ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ଜାରି
ପଦ୍ମପୁର- କରୋନାକୁ ଦମନ ପାଇଁ ସାରା ଦେଶରେ ତାଲା ବନ୍ଦ । ପ୍ରଥମେ ୨୧ଦିନ ତାଳାବନ୍ଦ ଏବଂ ଏବେ ପୁଣି ୧୮ ଦିଳ ତାଳାବନ୍ଦ । ଏହି ତାଲା ବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ ଅତିବାହିତ କରୁଥିବା …
ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ରକ୍ତଦାନ ଶିବିର।
ପଦ୍ମପୁର- ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ମାରଓ୍ବାଡି ଯୁବାମଞ୍ଚ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରଓ୍ବାନ ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ…
ମାତୃ ଶକ୍ତି ଆଞ୍ଚଳିକ ମହାସଂଘ ତରଫରୁ ପଦ୍ମପୁର ସ୍ଥିତ ବିଭିନ୍ନ ବସ୍ତିରେ ମାସ୍କ ବଣ୍ଟନ
ପଦ୍ମପୁର - ବର୍ତ୍ତମାନ ଚାରିଆଡେ କରୋନା ର ପ୍ରଭାବ ସମସ୍ତଙ୍କୁ ଭୟଭୀତ କରି ଚାଲିଛି । ଏଭଳି ପରିସ୍ଥିତିରେ ଅନେକ ସଂଘ ନିଜ ନିଜର ସହଯୋଗର ହାତ ବଢାଇଛନ୍ତି । ପଦ୍ମପୁର ହନୁମାନ ର ମାତୃ ଶକ୍ତି ଆଞ୍ଚଳିକ ମହାସଂଘ ର ମହିଳା ଗଣ ପଦ୍ମପୁର ରଜାପଡାର ପ୍ରଗତି ନଗର ଓ ଏହାର ଆଖପାଖ ଅଞ୍ଚଳରେ…
ତାଲାବନ୍ଦ ଯୋଗୁଁ ଓ୍ବିନର ବ୍ରାଇଟ ବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ଅନଲାଇନ ପାଠପଢା ।
ପଦ୍ମପୁର-କରୋନକୁ ଦମନ ପାଇଁ ସାରା ଦେଶରେ ତାଲାବନ୍ଦ ଡାକରା ଦିଆଯାଇଛି । ତାଲାବନ୍ଦ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ହେଲେ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକ ପିଲାମାନଙ୍କୁ ଅନଲାଇନ ମାଧ୍ୟମରେ ଶିକ୍ଷାଦାନ କରୁଛନ୍ତି । ପଦ୍ମପୁର ସହରର…
କରୋନା ଲଢେଇରେ ଏକାକାର ହୋଇଯାଇଛନ୍ତି ସଭିଏଁ
ପ୍ରଶାସନ ଓ ଗଣମାଧ୍ୟମକୁ ଧନ୍ୟବାଦ ଜଣାଇଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ବିଜେପି
ପଦ୍ମପୁର-ସାରା ବିଶ୍ବ କୁ ନିଜ କବଳରେ କରିଥିବା କରୋନା ଭୁତାଣୁ କୋଭିଡ-୧୯ ଯୋଗୁ ସାରା ପୃଥିବୀର ରାଷ୍ଟ୍ର ମାନେ ହଇରାଣ ଥିବା ବେଳେ ଭାରତ ରେ ମଧ୍ୟ କରୋନା ସହ ଲଢ଼ିବା ପାଇଁ ଦେଶ ର ପ୍ରଧାନ ମନ୍ତ୍ରୀ…
ଅସହାୟଙ୍କୁ ସହଯୋଗର ହାତ ବଢାଇଛନ୍ତି ଦୀପ୍ତୀପୁର ଅଞ୍ଚଳର ଯୁବଗୋଷ୍ଠୀ
ପଦ୍ମପୁର/ ଶାସକ ପ୍ରଶାସକ - କରୋନାକୁ ଦମନ ପାଇଁ ସାରା ଦେଶରେ ତାଲାବନ୍ଦ । ପ୍ରଥମେ ୨୧ଦିନ ତାଲାବନ୍ଦ ଏବଂ ଏବେ ପୁଣି ୧୮ ଦିଳ ତାଲାବନ୍ଦ । ଏହି ତାଲାବନ୍ଦ ଗରିବ ଖଟିଖିଆ ତଥା ଦୈନିକ କାମକରି ଚଳୁଥିବା ଲୋକଙ୍କ ପାଇଁ ଏକ କାଳ ସଦୄଶ୍ୟ ହୋଇଯାଇଛି । ଗରିବ ଅସହାୟ ଲୋକ ବହୁ କଷ୍ଟରେ ଦିନ…
ଗ୍ରାଉଣ୍ଡ ଜିରୋରେ ଲଢ଼ୁଛନ୍ତି କରୋନା ଲଢେଇ
ନିଜ କର୍ତ୍ତବ୍ୟକୁ ନ ଭୁଲି କରୋନା ଯୁଦ୍ଧରେ ଯୋଦ୍ଧା ସାଜିଛନ୍ତି ସଫେଇ କର୍ମଚାରୀ ।
ପଦ୍ମପୁର/ଶାସକପ୍ରଶାସକ-ଦିନକୁ ଦିନ କରୋନା ଭୂତାଣୁ ତାର କାୟା ବିସ୍ତାର କରିବାରେ ଲାଗିଛି । କରୋନକୁ ଦମନ କରିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରଥମେ ୨୧ଦିନ ଓ ପରେ ୧୮ ଦିନର ତାଳାବନ୍ଦ ଡାକରା ଦିଆଯାଇଛି ।…
ଇଛା ଶକ୍ତି ଥିଲେ ଘରେ ରହି ବି ସେବା କରିହେବ : ପ୍ରମାଣିତ କଲେ ସାମାଜିକ କର୍ମୀ ଦୀପା
ବରଗଡ(ଶାସକ ପ୍ରଶାସକ) :- ଫୁଲବାଣୀର ଏକ ସଂସ୍ଥାରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା,ତାମିଲନାଡୁ ଓ କର୍ଣ୍ଣାଟକ 4ଟି ରାଜ୍ୟର 65 ଜଣ ଯୁବକ ଯୁବତୀ ଫୁଲବାଣୀର ଏକ ସଂସ୍ଥାକୁ ଟ୍ରେନିଂ ପାଇଁ ଆସି 4 ଦିନ ହେଲା ଉପବାସରେ ରହିଥିବା ଖବର ଏକ ଖବରକାଗଜ ରେ ପଢି ଜାଣିବା ପରେ ମନରେ କଷ୍ଟ ଅନୁଭବ କରିଥିଲେ…