Sign in
Sign in
Recover your password.
A password will be e-mailed to you.
ବିଜେପି ତରଫରୁ ମାସ୍କ ବଣ୍ଟନ ଓ ହସ୍ପିଟାଲ ପରିଦର୍ଶନ
ପଦ୍ମପୁର - ପାଇକମାଲ ଓ ବିଭିନ୍ନ ଗ୍ରାମ ଅଞ୍ଚଳରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଜନ ସାଧାରଣଙ୍କୁ ମାସ୍କ ବଣ୍ଟନ କରାଯିବା ସହ ପ୍ରତିଦିନ ମାସ୍କ ପିନ୍ଧି ଘରୁ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଆଜି ପାଖାପାଖି ଏକ ହଜାର ଲୋକଙ୍କୁ ମାକ୍ସ ବଣ୍ଟନ…
କୋଭିଡ-୧୯ ମୁକାବିଲା ପାଇଁ ସହଯୋଗର ହାତ ବଢ଼ାଇଲେ ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଅଧ୍ୟକ୍ଷ ଅମରେଶ ପ୍ରଦାନ କଲେ ୩ ମାସର ଅନରାରିୟମ
ଭୁବନେଶ୍ଵର-(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ କରୋନା ଲଢେଇ ପାଇଁ ମନ୍ତ୍ରୀ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ଏଥିରେ…
କୋବିଦ ଲଢେଇରେ ହାରିଗଲେ ପୋଲିସ ଏସିପି
କୋବିଦ ୧୯ କୁ ନେଇ ସାରା ବିଶ୍ୱ ଲଢେଇ କରୁଥିବା ବେଳେ ଆଜି ସେ ଲଢେଇରେ ହାରି ଯାଇଛନ୍ତି ଜଣେ ବରିଷ୍ଠ ପୋଲିସ ଅଫିସର | ଆଜି କୋବିଦ ୧୯ ଲଢେଇରେ ହାରିଯାଇଥିବା ବରିଷ୍ଠ ପୋଲିସ ଅଧିକାରୀ ଜଣକ ହେଲେ ଲୁଧିଆନାରେ ଏସିପି ଅନିଲ କୋହଲି | ସେ ଦୀର୍ଘ ୩୦ ବର୍ଷ ଧରି ପଞ୍ଜାବ ପୋଲିସ ବାହିନୀରେ କାର୍ଯ୍ୟ…
ବୁର୍ଲାକୁ କୋବିଦ-୧୯ ପରୀକ୍ଷା ପାଇଁ ଅନୁମତି ଦେଲେ ଆଇସିଏମଆର
ଭିମସାର ବୁର୍ଲାକୁ କୋବିଦ-୧୯ ପରୀକ୍ଷା ପାଇଁ ଅନୁମତି | ଅନୁମତି ଦେଲେ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନସ୍ଥ ଆଇସିଏମଆର | ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା |
ଏପଟେ କରୋନା ଯନ୍ତ୍ରଣା ପ୍ରବଳ, ତା ସାଙ୍ଗକୁ ପାଣି ପାଇଁ ଡହଳ ବିକଳ
ଘୁ. ଉଦୟଗିରି/ଗଗନ ପ୍ରଧାନ : ଘର ଭିତରୁ ବାହାରକୁ ବାହାରିଲେ କରୋନା ଭୟ ଏବଂ ଘର ଭିତରେ ରହିଲେ ବୁନ୍ଦାଏ ପାଣି ପାଇଁ ଡହଳବିକଳ। ଏହିପରି ଅଭିଯୋଗ ଆଣି ଛନ୍ତି ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ବାସିନ୍ଧା I
ପ୍ରାପ୍ତ ସୂଚନା ଅନୁସାରେ ରଟିଙ୍ଗିଆ ଗ୍ରାମ ପଞ୍ଚାୟତର ୱାର୍ଡ ସଂଖ୍ୟା ୧, ୨, ୩ , ୪,୫…
କରୋନାରୁ ମୁକ୍ତି ପାଇଁ ଓଡ଼ଗାଁ ସାଇସଂଗଠନ ଦ୍ୱାରା ପାରିବାରିକ ଭଜନ କାର୍ଯ୍ୟକ୍ରମ
ଓଡ଼ଗାଁ( ଶ୍ରୀକାନ୍ତ ମିଶ୍ର) : କରୋନା କବଳରୁ ସାରା ମାନବ ସମାଜର ମୁକ୍ତି ପାଇଁ ସ୍ଥାନୀୟ ଶ୍ରୀ ସତ୍ୟସାଇ ସେବା ସଂଗଠନ ଦ୍ୱାରା ୧୨ ଘଂଟିଆ ପାରିବାରିକ ଭଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୁରୁବାର ଦିନ ପ୍ରାତଃ ୬ଟାରୁ ଭଜନ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସନ୍ଧ୍ୟା ୭ପର୍ଯ୍ୟନ୍ତ ପରିବାର…
ଜୟ ଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ରେସନ ସାମଗୀ ବଣ୍ଟନ
ହାଟଡିହି/ମକରଧ୍ବଜ ଜେନା : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସୁଲଣ ପଂଚାୟତ ଆବୁଲପୁରା ଗ୍ରାମରେ ଗରିବ ପରିବାରଙ୍କୁ ଭୁବନେଶ୍ୱର ଜୟଦୁର୍ଗା ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ ଶୁଖିଲା ଖାଦ୍ୟ ଓ ରେସନ ସାମଗ୍ରୀ ବଣ୍ଟନ କରାଯାଇଥିଲା । ଟ୍ରଷ୍ଟର ଅଧ୍ୟକ୍ଷା ତଥା ବିଶିଷ୍ଟ ସମାଜ ସେବିକା ସୁରେଶ୍ୱରୀ…
ହାଟଡିହିରେ ବିଜୁ ବାବୁଙ୍କ ଶ୍ରାଦ୍ଧ ଦିବସ ପାଳିତ
ହାଟଡିହି/ମକରଧ୍ବଜ ଜେନା : କେନ୍ଦୁଝର ଜିଲା ହାଟଡିହି ବ୍ଲକର ବିଭିନ୍ନ ସ୍ଥାନରେ ପ୍ରବାଦ ପୁରୁଷ ଭୁମିପୁତ୍ର ବିଜୁ ପଟ୍ଟନାୟକଙ୍କ ୨୩ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ବ୍ଲକ ଅନ୍ତର୍ଗତ ଜଳକଳଙ୍ଗ ଗ୍ରାମର ଶାନ୍ତିଲତା ଭବନ ପରିସରରେ ବରିଷ୍ଠ ବିଜେଡି ନେତା ବୁଦ୍ଧଦେବ ଜେନାଙ୍କ…
ପୁନଃରୁଦ୍ଧାର ଅପେକ୍ଷାରେ ଗନ୍ଧମାର୍ଦ୍ଦନର ଦୁଇ ଐତିହ୍ୟ “ପଣ୍ତା ଘର ନିବାସ” ଓ “ରଜାବସା”…
ପଦ୍ମପୁର / ଶାସକ ପ୍ରଶାସକ : ପଶ୍ଚିମ ଓଡିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର କୁ ପାଟଣା ରାଜା ବୈଜଳଦେବ ନିର୍ମାଣ କରିଥିଲେ । ଐତିହାସିକ ଙ୍କ ମତ ଅନୁସାରେ ୧୩ ଶହ ଶତାବ୍ଦୀରେ ଏହି ମନ୍ଦିର ନିର୍ମିତ ହୋଇଥିଲା । ଲିଙ୍ଗରାଜ ମନ୍ଦିର ର ନିର୍ମାଣ ର ସମସାମୟିକ…
ଗୁମ୍ମା ବ୍ଲକ ଅଞ୍ଚଳରେ ନିର୍ମାଣ ଶ୍ରମିକଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ସହାୟତା
ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅତ୍ୟନ୍ତ ଆଦିବାସୀ ବହୁଳ ଗୁମ୍ମା ବ୍ଲକ ଅଞ୍ଚଳର ନିର୍ମାଣ ଶ୍ରମିକ ମାନଙ୍କୁ ସରକାରଙ୍କ ସ୍ୱତନ୍ତ୍ର ଆର୍ଥିକ ସହାୟତା ୧୫୦୦ ଟଙ୍କା ପ୍ରଦାନ କରାଯାଉଛି ।
ଅନ୍ୟପକ୍ଷରେ କରୋନା ଭଳି ଦୁର୍ଦ୍ଦିନ ସମୟର ଲକ୍ ଡାଉନ୍ ଚାଲିଥିବା ବେଳେ…