Sign in
Sign in
Recover your password.
A password will be e-mailed to you.
ତହସିଲଦାରଙ୍କର ଦ୍ୱାରା ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ
ବରଗଡ :- ଲକଡାଉନ ହେବାପରେ ଛତିଶଗଡ଼ ଅଞ୍ଚଳ ର କିଛି ଲୋକ ଝାରବନ୍ଧ ନିକଟରେ ରହି ଯାଇଥିଲେ । ସେମାନେ ଜଣେ ଗରିବ ଲୋକଙ୍କର ଘରେ ଆଶ୍ରୟ ନେଇ ରହିଥିଲେ । ଗତ ଦୁଇ ଦିନ ହେବ ସମାନଙ୍କୁ ଖାଇବା ପାଇଁ ଅସୁବିଧା ହେବାରୁ ସେମାନେ ଏହି ବାବଦରେ କିଛି ସ୍ବେଚ୍ଛାସେବୀ ଭାଇ ମାନଙ୍କୁ ଜଣାଇଥିଲେ ।…
ବିପୁଳ ପରିମାଣରେ ଦେଶୀ ରନ୍ଧାମଦ ଜବତ
ବରଗଡ :- ଦେଶ ବର୍ତ୍ତମାନ ଲକଡାଉନ । ଯାହାଫଳରେ ରାଜ୍ୟର ସବୁ ମଦଭାଟି ଓ ବିଦେଶୀ ମଦ ଦୋକାନ ବନ୍ଦ ରହିଛି । ଅଭ୍ୟାସଗତ ମଦୁଆ ମାନେ ନିଜର ମଦ ର ଚାହିଦା ପୁରଣ କରିବା ପାଇଁ ଅଧିକ ଦାମ ଦେବା ସହିତ ଅନେକ ଦୂରକୁ ମଦ ଟିକିଏ ପାଇଁ ଯାଉଥିବା ଦେଖାଯାଉଛି । ମଦୁଆ ମାନଙ୍କର ଚାହିଦା ଦେଖି …
ଆଜି ଦୁଇ କରୋନା ରୋଗୀ ସୁସ୍ଥ |
ଭୁବନେଶ୍ୱର(ଶାସକ ପ୍ରଶାସକ)ଆଜି ଦୁଇ କରୋନା ରୋଗୀ ସୁସ୍ଥ ହୋଇଛନ୍ତି | ଦୁହେଁ ଭୁବନେଶ୍ୱରର | ସେମାନଙ୍କୁ ହସପିଟାଲରୁ ଛାଡ କରାଯାଇଛି | ଏହି ଦୁଇଜଣଙ୍କୁ ମିଶାଇ ଏ ଯାବତ ୨୧ ଜଣ ସୁସ୍ଥ ହେଲେଣି |
ଅସମୟରେ ଅସହାୟଙ୍କ ପାଖରେ ଠିଆ ହେଲା ସୋଆ : ବିଭିନ୍ନ ବସ୍ତିରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ
ଭୁବନେଶ୍ୱର(ଶାସକ ପ୍ରଶାସକ): କରୋନା ମହାମାରୀରେ କବଳିତ ବିଭିନ୍ନ ବସ୍ତିର ଗରିବ ବେସାହାରା ଲୋକଙ୍କୁ ସହଯୋଗ ଓ ସହାୟତା ଯୋଗାଇଛି ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ବିଶ୍ୱବିଦ୍ୟାଳୟ । ଲକଡାଉନ ଯୋଗୁଁ ବସ୍ତିରେ ରହୁଥିବା ଗରିବ, ଦିନ ମଜୁରିଆ ଓ ଶ୍ରମିକ ଶ୍ରେଣୀର ଲୋକଙ୍କ ରୋଜଗାର ବନ୍ଦ ହୋଇଯାଇଛି ।…
କୋବିଦ ଅପଡେଟ :ଆଗାମୀ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ
ପଜିଟିଭ୍ ୬୦ : ୧୯ ସଂପୂର୍ଣ୍ଣ ସୁସ୍ଥ , ୧୦୪ ହସ୍ପିଟାଲ୍ ଆଇସୋଲେସନରେ
ଭୁବନେଶ୍ୱର(ଶାସକ ପ୍ରଶାସକ) ଗତକାଲି ମଧ୍ୟରାତ୍ରି ସୁଦ୍ଧା ଓଡ଼ିଶାରେ ୭୫୭୭ଟି ନମୁନା କୋଭିଡ୍-୧୯ ପରୀକ୍ଷା କରାଯାଇଛିା ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତିା ୧୯ ଜଣ ରୋଗୀ ସଂପୂର୍ଣ୍ଣ…
ଅଚାନକ ଘୁ ଉଦୟଗିରିରେ ପହଁଚିଲେ ଏସପି
http://www.youtube.com/watch?v=2NUCcYR0cTA
ଘୁ ଉଦୟଗିରି/ଗଗନ କୁମାର ପ୍ରଧାନ : ଆଜି ସକାଳେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ପ୍ରତୀକ ସିଂ ଆତର୍କିତ ଭାବେ ଘୁ.ଉଦୟଗିରି ଡ୍ରାଇଭରେ ଆସିଥିଲେ I ଏହି ସମୟରେ ଜନଗହଳି ପୂର୍ଣ ସ୍ଥାନ ପରିଦର୍ଶନ କରି ଗହଳି ନ କରି ସାମାଜିକ ଦୂରତ୍ୱ ବଜାୟ ରଖିବା…
ମତ୍ସ୍ୟ ଓ ପ୍ରାଣୀସଂପଦ କ୍ଷେତ୍ରକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣି ପାଇଁ ନିଆଯାଉଛି ପଦକ୍ଷେପ : ଡ଼ ଅରୁଣ
http://www.youtube.com/watch?v=vf0qtL8p2KQ
ମତ୍ସ୍ୟ ଓ ପ୍ରାଣୀସଂପଦ ବିଭାଗ ଅଧିକାରୀ ଓ କର୍ମଚାରୀମାନଙ୍କୁ ସଦର ମହକୁମା ନଛାଡ଼ିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶ
ଏଭଳି ବିଶେଷ ପରିସ୍ଥିତିର ମୁକାବିଲା ପାଇଁ ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ପାଇଁ ପରାମର୍ଶ
ଭୁବନେଶ୍ୱର(ଶାସକ…
ପୋଲସରା ବ୍ଲକ, ଜିଲ୍ଲା ବାହାରେ ୧୬,୧୨୮ ଜଣ
ପୋଲସରା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଳକର ଜିଲ୍ଲା ବାହାରେ ୧୬,୧୨୮ ଜଣ ଥିବା ବେଳେ ଓଡ଼ିଶା ମଧ୍ୟରେ ଅନ୍ୟ ଜିଲ୍ଲାରେ ୬୦୩୯ ଜଣ, ଓଡ଼ିଶା ବାହାରେ ଅନ୍ୟ ରାଜ୍ୟରେ ୧୦୦୪୩ ଜଣ ଓ ଅନ୍ୟ ଦେଶରେ ୪୬ ଜଣ ଥିବା ପୋଲସରା ବିଡ଼ିଓ ଶମ୍ଭୁନାଥ ନନ୍ଦୀ ପ୍ରକାଶ କରିଛନ୍ତି।…
ବ୍ୟାଙ୍କ ମ୍ୟାନେଜରଙ୍କୁ ଅନୁକମ୍ପା ଦେଖେଇ କନ୍ଧମାଳ ସୀମା ପାର କରାଇବା ପଡିଲା ମହାଙ୍ଗା
ଘୁ. ଉଦୟଗିରି/ଗଗନ କୁମାର ପ୍ରଧାନ : ଭୁବନେଶ୍ୱର ଫେରନ୍ତା ଜଣେ ବ୍ୟାଙ୍କ ମ୍ୟାନେଜରଙ୍କୁ ଅନୁକମ୍ପା ଦେଖେଇ କନ୍ଧମାଳ ସୀମା ପାର କରେଇ ଘୁ.ଉଦୟଗିରି ସହରକୁ ପ୍ରବେଶ ନିମନ୍ତେ ଅନୁମତି ଦେବା କର୍ତ୍ତବ୍ୟରତ ଜଣେ ଏଏସଆଇଙ୍କୁ ମହାଙ୍ଗା ପଡ଼ିଛି । କର୍ତ୍ତବ୍ୟରେ ଅବହେଳା ପାଇଁ ଉକ୍ତ ଏଏସଆଇଙ୍କୁ…
ତୃତୀୟ ଦିନରେ ତିନି ଜିଲା ଗସ୍ତ, ଅଚାନକ ପାରାଦୀପ ପ୍ରବାସୀ ଶ୍ରମିକ ଶିବିରରେ ପାଣ୍ଡିଆନ
ଭୁବନେଶ୍ୱର (ଶାସକ ପ୍ରଶାସକ) ଗସ୍ତକ୍ରମର ତୃତୀୟ ଦିନରେ ୫ଟି ସଚିବ ଭି କେ ପାଣ୍ଡିଆନ ତୃତୀୟ ଦିବସରେ ତିନୋଟି ଜିଲ୍ଲା ଅନୁଗୋଳ, ଢେଙ୍କାନାଳ ଓ ଜଗତସିଂପୁର ଜିଲ୍ଲା ଗସ୍ତ କରିଛନ୍ତି | ଶ୍ରୀ ପାଣ୍ଡିଆନ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ସହିତ କରିଥିବା ଏହି ତିନି ଜିଲ୍ଲା ଗସ୍ତ ଅବସରରେ…