ବୁଗୁଡା ବ୍ଳକରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଏକ ଲକ୍ଷ ବୟାଳିଶି ହଜାର ଟଙ୍କା ସହାୟତା

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା: ବୁଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ସଭ୍ୟା ଏବଂ ଜିଲ୍ଲାପରିଷଦ ସଦସ୍ୟ ଓ ସଦ୍ୟସ୍ୟା ଙ୍କ ସମେତ ଜଣେ ବଦାନ୍ୟ ବ୍ୟକ୍ତି ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ବୁଗୁଡା ବିଡ଼ିଓ…

ସୁରାଟ ଓଡ଼ିଆ ସମାଜ ପକ୍ଷରୁ ଦୈନିକ ପାଞ୍ଚ ହଜାରରୁ ଉର୍ଦ୍ଧ୍ବଙ୍କୁ ଦୁଇ ଥର ଗରମ ରନ୍ଧାଖାଦ୍ୟ

ବୁଗୁଡା /ଡ଼ଃ କୁମୁଦ ଚନ୍ଦ୍ର ବେହେରା: ସୁରାଟ ଓଡ଼ିଆ ସମାଜ ପକ୍ଷରୁ ଗୁଜରାଟର ସୁରାଟ ସହରରେ ରହୁଥିବା ଓଡ଼ିଆ ଶ୍ରମିକ ପରିବାରର ୫୦୦୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କୁ ଦୈନିକ ଦୁଇ ଥର ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି। ସୁରାଟ ଓଡ଼ିଆ ସମାଜ ପକ୍ଷରୁ ମନୋରଞ୍ଜନ ବାରିକ(ମୁନା ଭାଇ),ପ୍ରଦୀପ କୁମାର…

ଗାଁ ସାରା ମାସ୍କ ବାଣ୍ଟି ସଚେତନ କଲେ ଅଧ୍ୟାପକ ।

ପଦ୍ମପୁର(ଶାସକ ପ୍ରଶାସକ)– ଭୟଙ୍କର ମହାମାରୀ କରୋନାର ଆତଙ୍କ ସବୁଠାରେ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ସଚେତନତାମୂଳକ ପଦକ୍ଷେପ ମାନ ଗ୍ରହଣ କରାଯାଇଥିବାର ଦେଖିବାକୁ ମିଳିଛି । ପୋଲିସ, ପ୍ରଶାସକ ଦାୟିତ୍ବ ବାହାରେ ଅନେକ ସ୍ଥାନରେ ବ୍ୟକ୍ତିଗତି, ଗୋଷ୍ଠୀଗତ ଉଦ୍ୟମରେ ଲୋକଙ୍କୁ ରାସନ…

ମିଳୁନି ମୁଠାଏ ଭାତ, ସରପଂଚ ଶୁଣି ରହୁଛନ୍ତି ନଶୁଣିଲା ପରି

ବରଗଡ(ଶାସକ ପ୍ରଶାସକ) ବରଗଡ ସଦରବ୍ଲକ ଅଧିନ ବରାହଗୁଡା ପଂଚାୟତର ବରାହଗୁଡା ଇନ୍ଦିରାକଲୋନୀରେ ଦୀର୍ଘ 8ବର୍ଷ ହେଲାଣୀ 14ଟି ଗରିବ ପରିବାର ରହିଆସୁଛନ୍ତି | ଆଉ ସେମାନେ ଲେବରକାମ,ଦହିବରା,ଗୁପଚୁପ,ଚନା ବିକି ନିଜର ପେଟ ପୋଷୁଥିଲେ | ଏବେ ଲକଡାଉନ ଯୋଗୁଁ ସେମାନେ ଘରୁବାହାରି ପାରୁନାହାନ୍ତି |…

ଲକ ଡାଉନ : ରକ୍ତଦାନ କଲେ ମୁସଲିମ ପରିବାରର ୬ ସଦସ୍ୟ

ବରଗଡ :- କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ସାରାଦେଶରେ  ଲକ୍‌ ଡାଉନ୍‌ କଟକଣା ଲାଗୁ କରାଯାଇଛି। ଯାହା ଫଳରେ  ବର୍ତ୍ତମାନ ରାଜ୍ୟର ବିଭିନ୍ନ  ରକ୍ତ ଭଣ୍ଡାରରେ ଦେଖା ଦେଇଛି ରକ୍ତର ଘୋର ଅଭାବ ଦେଖାଯାଇଛି। ରକ୍ତ ଭଣ୍ଡାର ରୁ ରକ୍ତ ର ଅଭାବ ଦୂର କରିବା ପାଇଁ ଆଗେଇ ଆସୁଛନ୍ତି…

ପାରଳାଖେମୁଣ୍ଡିରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାର ମହିଳା ହିତାଧିକାରୀଙ୍କୁ କରୋନା ସହାୟତା ରାଶି ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଖାତା ଜରିଆରେ ମହିଳା ହିତାଧିକାରୀ ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ କରୋନା ସହାୟତା ରାଶି ପ୍ରଦାନ କରାଯାଉଛି।ମହାମାରି କରୋନାର କଡା ମୁକାବିଲା…

ନିଜ ଚେଷ୍ଟାରେ ଗ୍ରାମକୁ ବିଶୋଧନ କଲେ ସମାଜିକ କର୍ମୀ

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର) : କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ନିଜ ଚେଷ୍ଟାରେ ଗ୍ରାମକୁ ବିଶୋଧନ କଲେ ଜଣେ ସାମାଜିକ କର୍ମୀ । ସରକାରୀ ତଥା ବେସରକାରୀ କ୍ଷେତ୍ରରେ କରୋନା ଭୁତାଣୁ କବଳରୁ ମାନବ ସମାଜକୁ ରକ୍ଷା କରିବା ଉଦ୍ଦେଶ୍ୟରେ ଚାଲିଛି ଅନେକ ପ୍ରତିଶେଧକ କାର୍ଯ୍ୟକ୍ରମ । ମାତ୍ର…

ମୟୂରଭଞ୍ଜ: କରୋନା ଭାଇରସ୍ (କୋଭିଡ-୧୯) ମୁକାବିଲା ପାଇଁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ

ବାରିପଦା (ଦିଲ୍ଲୀପ ମହାନ୍ତି ): ସଂପ୍ରତି ମହାମାରୀ କୋଭିଡ-୧୯ ରୋଗ ସଂକ୍ରମଣର ମୁକାବିଲା ତଥା ପ୍ରତିରୋଧ ପାଇଁ କେନ୍ଦ୍ର / ରାଜ୍ୟ ସରକାରଙ୍କ ଦ୍ୱାରା ବ୍ୟାପକ ସର୍ତକତା ମୂଳକ ପଦକ୍ଷେପ ସ୍ୱରୂପ ସମୟକୁ ସମୟ ଜାରୀ କରାଯାଇଥିବା ନିୟମ/ ମାର୍ଗଦର୍ଶିକା କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ଦିଆଯାଇଛି…

28 ଜଣ ଶ୍ରମିକଙ୍କୁ କ୍ବାରନଟାଇନ କରାଗଲା ,ତହସିଲଦାରଙ୍କର ଦ୍ୱାରା ରିଲିଫ ପ୍ରଦାନ

ପାଇକମାଲ :- ପାଇକମାଲ ବ୍ଲକ କାଂଶଡା ପଂଚାୟତ ସ୍ଥିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଜି ପଂଚାୟତ ର ବିଭିନ୍ନ ଗ୍ରାମର 28 ଜଣ ଶ୍ରମିକ ଯେଉଁମାନେ ଗଞ୍ଜାମ ଜିଲ୍ଲାରେ ଇଟାଭାଟି କାମ କରିବାକୁ ଯାଇଥିଲେ ସେମାନେ ସେଠାରୁ ପଳେଇ ଆସିଛନ୍ତି । ଏହି ଖବର ପାଇବା ପରେ ସ୍ଥାନୀୟ ସରପଞ୍ଚ ତୁରନ୍ତ…

ପଦ୍ମପୁର ବିଜେପି ଓବିସି ମୋର୍ଚ୍ଚା ପକ୍ଷରୁ ଜନସାଧାରଣଙ୍କୁ ମାକ୍ସ ବଣ୍ଟନ ।

ପଦ୍ମପୁର- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆହ୍ବାନ କ୍ରମେ ଶନିବାର ଦିନ ଭାରତୀୟ ଜନତା ପାର୍ଟି ଓବିସି ମୋର୍ଚ୍ଚା ତରଫରୁ ପଦ୍ମପୁର ଯୁବନେତା ତଥା ବିଜେପି ଓବିଶି ମୋର୍ଚ୍ଚାର ଜିଲ୍ଲା ସାଧାରଣ ସଂପାଦକ ସେବକ ମେହେରଙ୍କ ନେତୃତ୍ବରେ ପଦ୍ମପୁର ବଜାର ଠାରେ ସକାଳ ସମୟରେ ଜନସାଧାରଣଙ୍କୁ ବହୁତ…