ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ଜବତ , ଜଣେ ଗିରଫ ।

http://www.youtube.com/watch?v=78K3HHA9EaU ବାରିପଦା(ଦିଲ୍ଲୀପ ମହାନ୍ତି )-- ବିଭିନ୍ନ କମ୍ପାନୀ ପକ୍ଷରୁ ଭିନ୍ନ ଭିନ୍ନ ବ୍ରାଣ୍ଡର ଗଚ୍ଛିତ ରହିଥିବା ଏକ ଵିଦେଶୀ ମଦ ଗୋଦାମ ଉପରେ ଅବକାରୀ ଓ ପୁଲିସ ପକ୍ଷରୁ ଅତର୍କିତ ଭାବେ ମିଳିତ ଚଢ଼ାଉ। ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ…

ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର

ବାରିପଦା(ଦିଲ୍ଲୀପ ମହାନ୍ତି )-- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କପ୍ତିପଦା ଥାନା ଅଧିନସ୍ଥ ଆମ୍ବପିଛୁଳା ସୋନ ନଦୀ ଘାଟ ନିକଟରୁ ଏକ ଯୁବକର ଗଳିତ ଶଵ ଉଦ୍ଧାର । ନଦୀକୁ ଗାଧୋଇ ଯାଇଥିବା  ଲୋକମାନେ ନଦୀ ଜଳରେ ଏକ ଶବ ଭାସୁଥିବା ଦେଖି ଥିଲେ ।  ଖବରପାଇ କପ୍ତିପଦା ଥାନା ପୋଲିସ ସଦଳବଳେ…

ବେଆଇନ ମଦ ବ୍ୟବସାୟୀଙ୍କର ଉପରେ ପୋଲିସର ଚଢ଼ାଉ

ବରଗଡ଼ :- ଲକଡାଉନ ସମୟରେ ସରକାର ସବୁ ପ୍ରକାର ମଦ ଦୋକାନ ବନ୍ଦ ହେବା ଦ୍ୱାରା ପ୍ରାୟ ସବୁଆଡେ ଅସାଧୁ ମଦ ବ୍ୟବସାୟୀ ଙ୍କର ପ୍ରାଦୁର୍ଭାବ ଦେଖିବାକୁ ମିଳୁଛି ଆଭ୍ୟନ୍ତରୀଣ ଅଂଚଳରେ  ଲୋକେ ନିଜ ଘରେ କିମ୍ବା ଘଞ୍ଚ ଜଙ୍ଗଲ ଭିତରେ ଦେଶୀ ରଂଧାମଦ ପ୍ରସ୍ତୁତ କରିବା ସହିତ ବିକ୍ରି କରୁଛନ୍ତି ।…

କୋବିଦ ଲଢେଇ ଲମ୍ବା ଲଢେଇ, ଆମକୁ ଆଗକୁ ସାବଧାନ ହେବାକୁ ପଡିବ : ମୁଖ୍ୟମନ୍ତ୍ରୀ

ରାଜ୍ୟବାସୀ ଓ ଓଡ଼ିଆ ପ୍ରବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା କୋବିଦ ଲଢେଇ ମଜଭୁତିର ସହ ଲଢ଼ିବା ପାଇଁ ସରପଂଚଙ୍କୁ ଅଧିକ କ୍ଷମତା ଆପଣମାନଙ୍କ ଧୈର୍ଯ୍ୟ, ନିଷ୍ଠା ଓ ତ୍ୟାଗ ଫଳରେ ଏ ଲଢେଇ ସହଜ ହୋଇପାରିଛି ପ୍ରବାସୀ ଫେରିବେ, ହେଲେ ପଞ୍ଜିକରଣ କରି ରହିବେ…

ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି

ଭୁବନେଶ୍ୱର (ଶାସକ ପ୍ରଶାସକ)  ଜଷ୍ଟିସ ମହମ୍ମଦ ରଫିକ ଓଡିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ହେବେ |  ମେଘାଳୟ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଜଷ୍ଟିସ ରଫିକଙ୍କୁ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରାଯାଇଛି | ସୁପ୍ରିମକୋର୍ଟର କଲେଜିୟମ ୧୮ ଏପ୍ରିଲରେ ଜଷ୍ଟିସ…

ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା : ନାମ ନେଲେ ଯନ୍ତ୍ରୀ

 ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଜେଲ୍ ଗଲେ ନାକ୍ଟିଦେଉଳ ବ୍ଲକର କନିଷ୍ଠ ଯନ୍ତ୍ରୀ ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ : ବାରମ୍ବାର ନିଜ ପତ୍ନୀଙ୍କୁ ନିର୍ଯାତନା ଦେଉଥିବା କନିଷ୍ଠ ଯନ୍ତ୍ରୀ ଗିରଫ ହେବା ଘଟଣା ଏବେ ନାକ୍ଟିଦେଉଳ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । …

ମାନ୍ୟବର ସରକାର , କୋଭିଡ଼-୧୯ ମହିଳା ଯୋଦ୍ଧାଙ୍କୁ ଏମିତି ସମ୍ମାନ ?????(see video)

ଧନ୍ୟ ଏ ସ୍ୱାସ୍ଥ୍ୟକେନ୍ଦ୍ର, ଧନ୍ୟ ଏ ପୋଲିସ : ଅମଣିଷପଣିଆର ଗୋଟେ ସୀମା ବି ଅଛି !!!  ଘୁ.ଉଦୟଗିରି/ ଗଗନ ପ୍ରଧାନ : ସରକାରୀ ଚିଠି ମିଳିଲା, କୋଭିଡ଼-୧୯ ଲାଵ ଟେକ୍ନିସିଆନ ଭାବରେ ଚାକିରୀ ଯୋଗଦେଲେ I ହେଲେ ଟେକନିସିଆନ ଜଣକ ଜଣେ ଯୁବତୀ ହେଲେ ବି  ରାତିଟିଏ ରହିବା ପାଇଁ ସ୍ୱାସ୍ଥ୍ୟ…

ସାମ୍ବାଦିକଙ୍କ ମାତୃ ବିୟୋଗ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସାମ୍ବାଦିକ କୃଷ୍ଣ କୁମାର ବେହେରାଙ୍କ ମା ଧନମନ୍ତି ବେହେରା (୯୪) କିଛିଦିନ ହେବ ଅସୁସ୍ଥ ହୋଇ ଏମ୍ସରେ ଚିକିତ୍ସିତ ହେଉଥିଲେ।ଗତ ୫ଦିନ ତଳେ ସୁସ୍ଥ ଅନୁଭବ କରିବା ରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ ବାସଭବନ ଅଣାଯାଇଥିଲା। ଶନିବାର ଦିନ ୩ଟା ସମୟରେ…

ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୬୯. ୪୦୦ ଟଙ୍କା…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପକ୍ଷରୁ କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୬୯ ହଜାର ୪ଶହ ଟଙ୍କା ଦାନ କରାଯାଇଛି।ଗଜପତି ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗଙ୍କ ନିର୍ଦ୍ଦେଶ କ୍ରମେ…

ଶ୍ରୀ ଶ୍ରୀ ରାଧାକୃଷ୍ଣ ପାଠାଗାର ପକ୍ଷରୁ ମାସ୍କ ବଣ୍ଟନ

ବୁଗୁଡା/ଡ଼ଃ କୁମୁଦ ଚନ୍ଦ୍ର ବେହେରା:  ବୁଗୁଡା ବ୍ଲକ ବାଦୁଆ ଗ୍ରାମର ଶ୍ରୀ ଶ୍ରୀ ରାଧାକୃଷ୍ଣ ପାଠାଗାର ପକ୍ଷରୁ ଗ୍ରାମର ସମସ୍ତ ବ୍ୟକ୍ତିଙ୍କୁ ମାଗଣା ମାସ୍କ ବଣ୍ଟନ କରାଯାଇଛି। ଜିଲ୍ଲା ପ୍ରଶାସନ ସମସ୍ତେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ ଆଇନ ପ୍ରଣୟନ କରିଛନ୍ତି। ଆଇନକୁ ଲକ୍ଷରେ ରଖି …