ବିଜେପି ସମ୍ବଲପୁର ଜିଲ୍ଲା ମହିଳା ସଂଗଠନ ପକ୍ଷରୁ ପୋଲିସ କର୍ମଚାରୀଙ୍କୁ କୃତଜ୍ଞତା 

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : କରୋନା କୋଭିଡ-19 ଭୁତାଣୁ ସଂକ୍ରମଣକୁ ରୋକିବା  ଜରୁରୀକାଳୀନ ଦାୟିତ୍ୱରେ ଥିବା  ପୋଲିସ, ସ୍ୱାସ୍ଥ୍ୟ, ପୌର ପରିଷଦ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନେ  ଅନବରବତ ଭାବେ  ତାଙ୍କର ସେଵା କାର୍ଯ୍ୟ ଜାରି ରଖିଛନ୍ତି  l ଏହି…

ଲଇଡା ପଞ୍ଚାୟତରେ  ସୁଖା ଖାଦ୍ୟ ବଣ୍ଟନ

ସମ୍ବଲପୁର-ଝାରସୁଗୁଡା ବ୍ୟୁରୋ ଚିଫ୍ ରମାକାନ୍ତ ବିଶ୍ବାଳ : ରେଙ୍ଗାଲି ବ୍ଳକ ଅନ୍ତର୍ଗତ ଲଇଡା ପଞ୍ଚାୟତ ର ବିଭିନ୍ନ ଗ୍ରାମକୁ  ଆଜି ରେଙ୍ଗାଲି ତହସିଲଦାର ଗସ୍ତ କରି ଗରିବ ଓ ଅସହାୟ ମାନଙ୍କୁ ଖାଦ୍ୟ ପ୍ୟାକେଟ ବଣ୍ଠନ କରିଥିଲେ l  ରେଙ୍ଗାଲି ତହସିଲଦାର ସୁନୀଲ ମେହେର ଲଇଡା ପଞ୍ଚାୟତ ର…

୬୦ ଘଣ୍ଟିଆ ସଟ୍ ଡାଉନରେ ବାଲେଶ୍ୱର, ଯାଜପୁର ଓ ଭଦ୍ରକ 

ତିନି ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ପର୍ଯ୍ୟବେକ୍ଷକ ଭାବେ କାର୍ଯ୍ୟ କରେଇବେ  ପୋଲିସ୍ ମହାନିର୍ଦ୍ଦେଶକଙ୍କ ତତ୍ତ୍ୱାବଧାନରେ ୨୭ ପ୍ଲାଟୁନ୍ ପୋଲିସ୍ ନିୟୋଜିତ  ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ରାତି ୧୦ଟାରୁ ୨୬ ତାରିଖ ରବିବାର ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ବାଲେଶ୍ୱର, ଯାଜପୁର ଓ…

ବାପା ପୁଅ ରାତି ଅନିଦ୍ରା, ମୁଗୁରା…….: ସହର ଜଗିଛି ପୁଲିସ, ତେଣେ ଫାଙ୍କ ଉଣ୍ଡି ପଶ୍ଚିମବଙ୍ଗୀ ପଶୁଛନ୍ତି…

ଘଳିଆ ନ ରୋକିଲେ ଆସନ୍ନ ସଂକ୍ରମଣର ବାରୂଦ ଗଦାରେ ମୟୁରଭଞ୍ଜ ଜିଲ୍ଲା !! ବାରିପଦା(ଦିଲ୍ଲୀପ ମହାନ୍ତି)- ଗତ ଏପ୍ରିଲ ୨୧ରେ ପୁଲିସ ମହା ନିର୍ଦ୍ଦେଶକ  ଅଭୟ ଦିନିକିଆ ବାରିପଦା ଗସ୍ତରେ ଆସିଥିବା ବେଳେ ଓଡ଼ିଶାରେ କୋଭିଡ଼-୧୯ ପଜିଟିଭଙ୍କ ସଂଖ୍ୟାର ଏକ ତୃତୀୟାଂଶ ପଶ୍ଚିମବଙ୍ଗ ଲିକ ରହିଥିବାର…

ଡଭା ସିଏଚସି ରେ କରୋନା ସଚେତନତା ଓ ମାସ୍କ ବଣ୍ଟନ 

ପଦ୍ମପୁର (ଶାସକ ପ୍ରଶାସକ): ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ତ ଝାରବନ୍ଦ ଅନ୍ତର୍ଗତ ଡଭା ସିଏଚସି ରେ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହ ଉପସ୍ଥିତ ରୋଗୀ ମାନଙ୍କୁ ମାସ୍କ  ବଣ୍ଟନ, ହାତ ଧୁଆ କାର୍ଯ୍ୟକ୍ରମ କରା ଯାଇଥିଲା  । ଡଭା ସିଏଚସି ଡାକ୍ତର,ନର୍ସ,ଏନେମ୍, ଆଶା…

ସରକାରୀ ବହି ବାଂଟିଲେ ସରପଂଚଙ୍କ ସ୍ୱାମୀ: ବିଭିନ୍ନ ମହଲରେ ଅସନ୍ତୋଷ

ମେଲଛାମୁଣ୍ଡା(ମନୋଜ ଭୋଇ)-ବରଗଡ ଜିଲ୍ଳା ମେଲଛାମୁଣ୍ଡାସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସ୍ୁଲର ଶିକ୍ଷକ ମାନଙ୍କ ଉପସ୍ଥିତିରେ ମେଲଛାମୁଣ୍ଡା ସରପଂଚଙ୍କ ସ୍ୱାମୀ ବହି ବାଟିଂଛନ୍ତି । ବହି ବାଂଟୁଥିବାର ଫଟୋ ଉଠାଇ ନିଜେ ସାମାଜିକ ଗଣମାଧ୍ୟମରେ ସେୟାର କରିଥିବାକୁ ନେଇ…

 ପଦ୍ମପୁର ବ୍ଳକର ଆଇସିଡିଏସ ପ୍ରକଳ୍ପ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ସହାୟତା ରାଶି ପ୍ରଦାନ ।

ପଦ୍ମପୁର(ଶାସକ ପ୍ରଶାସକ) - କରୋନାର ମୁକାବିଲା ସକାଶେ ବିଭିନ୍ନ ଅନୁଷ୍ଠାନ ଏବଂ ବ୍ୟକ୍ତି ବିଶେଷଙ୍କ ଦ୍ୱାରା  ମୁଖ୍ୟମନ୍ତ୍ରୀ ଙ୍କ ସହାୟତା ପାଣ୍ଠିକୁ ସହାୟତା ରାଶି ପ୍ରଦାନ କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତାଙ୍କ ତିନି ମାସର ଦରମା ପ୍ରଦାନ କରିଛନ୍ତି । ପଦ୍ମପୁର ବ୍ଳକର…

ଉଜ୍ଜଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ ଯୋଗାଣ କାମକୁ ତ୍ୱରାନ୍ୱିତ କର – ଧର୍ମେନ୍ଦ୍ର ପ୍ରଧାନ

ତୈଳ ବିପଣନ କମ୍ପାନୀର ଜିଲ୍ଲା ନୋଡାଲ୍ ଅଫିସରଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ୱାନ  ଏପ୍ରିଲ ମାସର ପ୍ରଥମ ତିନି ସପ୍ତାହରେ ୪୦% ହିତାଧିକାରୀ ସିଲିଣ୍ଡର ପାଇଁ ବୁକ୍ କରିଛନ୍ତି  ଗରିବଙ୍କ ଘରେ ଏଲପିଜି ଯୋଗାଣ ପହଁଚାଇବା କାମରେ କିଛି ସାଲିସ୍ କରାଯିବ ନାହିଁ  ନୂଆଦିଲ୍ଲୀ/ଭୁବନେଶ୍ୱର,…

ଭିନ୍ନକ୍ଷମ ନାବାଳିକାକୁ ବଳତ୍କାର: ଦୁଇ ନାବାଳକଙ୍କୁ କୋର୍ଟ ଚାଲାଣ

ବରଗଡ(ଶାସକ ପ୍ରଶାସକ) :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଖଲାବାହାଲ ଗ୍ରାମରେ ଗତକାଲି ଘଟିଯାଇଛି ଏକ ଅତିଗ୍ରୁଣ୍ୟ କାଣ୍ଡ । ଗ୍ରାମର ଜଣ 12 ବର୍ଷୀୟା ନାବାଳିକା କୁ ଏକୁଟିଆ ନିଛାଟିଆ ଜାଗାରେ ଦେଖି ସେହି ଗ୍ରାମର ଦୁଇ ଜଣ ନାବାଳକ ତାକୁ ଟାଣିନେଇ ନାବାଳିକା କୁ ବଳାତ୍କାର କରିଥିଲେ ।…

ବରଗଡ ଜିଲ୍ଲା   କ୍ରସର ମାଲିକ ସଂଘ ତରଫରୁ  ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୩୦୦୦୦୦ ଟଙ୍କା ସହାୟତା 

ବରଗଡ(ଶାସକ ପ୍ରଶାସକ)  :- ବର୍ତ୍ତମାନ ସାରା ବିଶ୍ୱ ମହାମାରୀ କୋରୋନାର କବଳରେ । ପ୍ରତ୍ୟେକ ଦିନ ଏହି ମହାମାରୀ ହଜାର ହଜାର ଲୋକଙ୍କର ମୂଲ୍ୟବାନ ଜୀବନ ନେଇ ଯାଉଛି । ଆମ ଦେଶର କେନ୍ଦ୍ର ସରକାର ଓ ସମସ୍ତ ରାଜ୍ୟ ସରକାର ଏହି ମହାମାରୀ କବଳରୁ ଦେଶ ବାସୀଙ୍କୁ ରକ୍ଷା କରିବାକୁ ଅନେକ ପ୍ରୟାସ…