ସାଇକେଲରେ ବୁଲି ବୁଲି ଲୋକଙ୍କୁ ସଚେତନ କଲେ ଉପଜିଲ୍ଲାପାଳ ।

ପଦ୍ମପୁର/ଶାସକ ପ୍ରଶାସକ-କରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସାରା ଭାରତରେ ଦ୍ବିତୀୟ ପର୍ଯ୍ୟାୟ ତାଲା ବନ୍ଦ ଜାରି ରହିଛି । କରୋନା ସହ ମଣିଷ ଲଢେଇ ପାଇଁ ସଚେତନତା ଏକମାତ୍ର ବିକଳ୍ପ । ଘରୁ ବାହରକୁ ଯଦି କୌଣସୁ ଜରୁରୀ କାମରେ ବାହାରୁଛି ତେବେ ମୁହଁକୁ ମାକୁ…

କରୋନା ସର୍ଭେ ବେଳେ ଅଙ୍ଗନୱାଡି କର୍ମୀଙ୍କ ମୃତ୍ୟୁ ।

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର  ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବଡା ଅଙ୍ଗନୱାଡି କେନ୍ଦ୍ରର  କର୍ମୀ  କରୋନା ସର୍ଭେ ବେଳେ ମୃତ୍ୟୁ ଘଟିଛି ।ମୃତ ଅଙ୍ଗନୱାଡି କର୍ମୀ ହେଲେ ଖଣ୍ଡ ହତା ଗାଁ ର କିଶୋରୀ ଥାଟି( ୫୬) ।ସୂଚନା…

କୋରାପୁଟ ଗସ୍ତରେ ଉନ୍ନୟନ କମିଶନର ଓ ୫ ଟି ସଚିବ

କୋରାପୁଟ/ ଶାସକ ପ୍ରଶାସକ : ବିଭିନ୍ନ ଜିଲା ଗସ୍ତ କରି କୋବିଦ-୧୯ ଲଢେଇ ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଓ କାର୍ଯ୍ୟକ୍ରମର ଚାକ୍ଷୁସ ତଦାରଖ କରୁଥିବା ୫ ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ ଆଜି ଆସିଛନ୍ତି କୋରାପୁଟ ଗସ୍ତରେ | ୫ ଟି ସଚିବଙ୍କ ସହ ସାଙ୍ଗରେ ଅଛନ୍ତି ଉନ୍ନୟନ କମିଶନର…

କରୋନା ଲଢେଇ : ନବୀନଙ୍କ ପ୍ରଶଂସାରେ ନାଇଡୁ ଶତମୁଖ

ଭୁବନେଶ୍ୱର (ଶାସକ ପ୍ରଶାସକ) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ଓ ମାର୍ଗଦର୍ଶନରେ  କରୋନା ଭୁତାଣୁ ବିରୋଧରେ ଜାରି ରହିଥିବା ଲଢ଼େଇକୁ ମିଳିଛି ଆଉ ଏକ ବାହାବା | କୋବିଦ ୧୯ ରୋଗର ପ୍ରାଦୁର୍ଭାବରେ ସମଗ୍ର ବିଶ୍ୱ ସନ୍ତୁଳି ହେଉଥିବା ବେଳେ ଓଡିଶା ବାସୀଙ୍କ ସ୍ୱାସ୍ଥ୍ୟ ତଥା…

ପୂର୍ବତନ ବିଧାୟକ ଯୋଗେଶଙ୍କ ଅନୁରୋଧ ରଖିଲେ ମସନିକାନି ଟୋଲପ୍ଲାଜା

ତିନିଶହ ଅସହାୟ  ପରିବାରକୁ ଯୋଗାଇଦେଲେ ଶୁଖିଲା ଖାଦ୍ୟ ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ  :- ମୁଖ୍ୟମନ୍ତ୍ରୀଙ୍କ   "କେହି ଭି ଭୋକିଲା ରହିବେ ନାହିଁ" (ଭୋକିଲାଙ୍କୁ ନିଜ ପରିବାର ସଦସ୍ୟ ଭାବି ଖାଦ୍ୟ ଦିଅ) କାର୍ଯ୍ୟକ୍ରମକୁ ଅନୁସରଣ କରି ସୁନ୍ଦରଗଡ଼ ସଦର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ…

କି ଅମଣିଷ ଏମାନେ, ବର୍ବରତାର ସବୁ ସୀମା କଲେ ଅତିକ୍ରମ

 ସୁନ୍ଦରଗଡ଼ ଜିଲ୍ଲାରେ କିଛି ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ସୁନ୍ଦରଗଡ଼/ହୋରାଚାନ୍ଦ ଦେଉରିଆ :- ବଡ଼ଗାଁ ଥାନା ଅନ୍ତର୍ଗତ ଜରଙ୍ଗଲୋଇ ପଞ୍ଚାୟତ  ଝରମୁଣ୍ଡା ଗ୍ରାମରେ ସପ୍ତାହେ ତଳେ କିଛି ଯୁବକ ୨ ଜଣ ମହିଳା ଓ ୨ ଜଣ ଯୁବକଙ୍କୁ ଖଟରେ ବାନ୍ଧି ନିର୍ମମ ଭାବେ ଲାତ, ଚାପୁଡ଼ା ,ଠେଙ୍ଗା ,…

ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ “କରୋନା” ରୁ ମୁକ୍ତି ପାଇଁ ସଚେତନତା କାର୍ଯ୍ୟକ୍ରମ ,ସୁଖା ଖାଦ୍ୟ ଓ…

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) -ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ଦେଖାଦେଇଥିବା ମହାମାରୀ  "କରୋନା"ରୁ ମୁକ୍ତି ପାଇଁ ସୁନ୍ଦରଗଡ଼ ସାପ୍ତାହିକ ହାଟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ବିଜୁ ଛାତ୍ର ଜନତା ଦଳ ସମ୍ବଲପୁର ଯୋନ ସଭାପତି ବୈକୁଣ୍ଠ ନାଏକଙ୍କ ନେତୃତ୍ୱରେ…

ମାଛ ଧରିବାକୁ ଯାଇ ଫେରିଲେନି ରଂଜିତ

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) :- ଗୋଆକୁ ଦାଦନ ଖଟିବାକୁ ଯାଇଥିବା ସୁନ୍ଦରଗଡ ଜିଲା ବାଲିଶଙ୍କରା ବ୍ଲକର ଜଣେ ୨୫ବର୍ଷୀୟ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବ୍ଲକ ଅଧୀନ ଗଏଲଶୁଖା ଗ୍ରାମର ରଞ୍ଜିତ ହେମ୍ରମ (୨୫)। ସେଠାରେ ସମୁଦ୍ରରେ ମାଛ ମାରିବା କାମରେ ନିୟୋଜିତ ଥିବା ବେଳେ…

ପ୍ରବାସୀଙ୍କ ପ୍ରତ୍ୟାବର୍ତ୍ତନ ପ୍ରସଙ୍ଗ : ଉପ ଜିଲ୍ଲାପାଳଙ୍କ ସହ ଆଲୋଚନା କଲେ ପୂର୍ବତନ ବିଧାୟକ ଶ୍ରୀ ପୁରୋହିତ

ପଦ୍ମପୁର/ ଶାସକ ପ୍ରଶାସକ :  ପାଇକମାଲ ତହସିଲ କାର୍ଯ୍ୟାଳୟରେ  ପଦ୍ମପୁର ଉପ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ସହ ବର୍ତ୍ତମାନ କରୋନାର ସ୍ଥିତି ଓ ସରକାରୀ ଯୋଜନା କିଭଳି ଲୋକଙ୍କ ପାଖରେ ପହଞ୍ଚିବ ସେ ବିଷୟରେ ପଦ୍ମପୁରର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଶଦ୍ ଆଲୋଚନା କରିଥିଲେ  । ଯେଉଁ…

ଭେଉଁରିଆ ପଞ୍ଚାୟତରେ ବିଧାୟକଙ୍କ ଦ୍ବାରା ଶ୍ରମିକ ଓ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ ।

ପଦ୍ମପୁର-ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର  ବ୍ଲକ ଭେଉଁରିଆ ଗ୍ରାମରେ ରାଜ୍ୟ ସରକାରଙ୍କ ଦ୍ବାରା ଘୋଷିତ ୨୮୮ ଜଣ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ରାଶି ଓ ୩୬ ଜଣଙ୍କୁ ବାର୍ଦ୍ଦକ୍ୟ/ବିଧବା ଭତ୍ତା ମାନ୍ୟବର ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦ୍ଵାରା…