ଲୋକ ମାନିଲେନି : ସିଲ ହେଲା ମାର୍କେଟ ବିଲଡିଂ 

0

ଭୁବନେଶ୍ୱର: ଗତକାଲି ଅସ୍ୱାଭାବିକ ଭିଡ ଓ  କୋଭିଡ କଟକଣା ଅବମାନନା ଅଭିଯୋଗରେ କେତେକ ବଡ ଦୋକାନକୁ ସିଲ କରିବା ପରେ ଆଜି ସିଲ ହୋଇଛି ମାର୍କେଟ ବିଲଡିଂ |

 ଲୋକଙ୍କୁ ଯେତେ ବୁଝେଇଲେ ବି ଲାଭ ହେଲାଣି | ଲୋକ ମାନିଲେନି | ଗହଳି ହେଲା | ସାମାଜିକ ଦୂରତା ବଦଳରେ ରଥଯାତ୍ରା ପରି ଦିହ ଘାସାଘଷି ହେଲା ପରି ଭିଡ | ତେଣୁ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ  କୋଭିଡ ୧୯ ନିୟମ ବା କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ଆଜି ୟୁନିଟ ୨ ମାର୍କେଟ ବିଲଡିଂକୁ ସିଲ କରିଛନ୍ତି | 

Leave A Reply

Your email address will not be published.