Sign in
Sign in
Recover your password.
A password will be e-mailed to you.
ଗୋଷାଣୀ ବ୍ଲକ କେରାଣ୍ଡି ପଞ୍ଚାୟତର ଅମରା ଗ୍ରାମରେ ଘରକୁ ଘର ଯାଇ ଲୋକଙ୍କୁ ସଚେତନ କରାଉଛନ୍ତି ସ୍ବାସ୍ଥ୍ୟ ବିଭାଗ ଦଳ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହାମାରି କରୋନା ଭୁତାଣୁ ସଂକ୍ରମଣତାରୁ ଗ୍ରାମାଞ୍ଚଳ ଲୋକେ କିଭଳି ସତର୍କ ଓ ସୁରକ୍ଷିତ ରହିବେ , ଲକ୍ ଡାଉନ୍ ସମୟରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶନାମା ତଥା ରହିଥିବା ଗାଇଡ଼ ଲାଇନକୁ କିଭଳି ପାଳନ କରିବେ , ସେ ସମ୍ପର୍କରେ…
ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ “ଜୀବନ ବିନ୍ଦୁ”କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁରୋଧ କ୍ରମେ ଶୁକ୍ରବାର ଦିନ ଗଜପତି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ସ୍ବେଚ୍ଛାକୃତ ରକ୍ତ ଦାନ "ଜୀବନ ବିନ୍ଦୁ" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବର୍ତମାନ କରୋନା ମୁକାବିଲା ପାଇଁ ରୋଗୀ…
ଗୋବିନ୍ଦଙ୍କ ପାଇଁ କୋବିଦ ଅହନ୍ତା : ଅନିଶ୍ଚିତତାରେ ଶ୍ରୀଜୀଉଙ୍କ ରଥଯାତ୍ରା
http://www.youtube.com/watch?v=VhTX252zHvg
ପୁରୀ/ଭୁବନେଶ୍ୱର(ଶାସକ ପ୍ରଶାସକ) : ସକାଳେ ଆଜି ଦିନର ବୈଠକ ପରେ ଆପାତତଃ ସାମ୍ବାଦିକ ସମ୍ମିଳନୀରେ ଆଇନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼ କ୍ରିଷନ କୁମାରଙ୍କ ଉପସ୍ଥିତିରେ ଗଜପତି ଦିବ୍ୟସିଂହ ଦେବ ଆଭାସ ଦେଇ…
ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ
ବିଭିନ୍ନ ଗ୍ରାମର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପରିଦର୍ଶନ କଲେ ଉପଜିଲ୍ଲାପାଳ
ବରଗଡ :- ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନ ଆଜି ସନ୍ଧ୍ୟା ସମୟରେ ଜଗଡଲପୁର ଥାନା ଅନ୍ତର୍ଗତ ଧଉରାଭଟା ଗ୍ରାମ ନିକଟରେ ଅସ୍ଥାୟୀ ଭାବରେ ରହୁଥିବା କିଛି ମହାରାଷ୍ଟ୍ର ର 16 ଜଣ ଶ୍ରମିକ ଶ୍ରେଣୀର ଲୋକ…
ଲକ ଡାଉନ ଅବଧି ପରେ ରଥଯାତ୍ରା ନିଷ୍ପତ୍ତି
ଭୁବନେଶ୍ୱର : ଆଜି ପୁରୀଠାରେ ଶ୍ରୀଜଗନ୍ନଥ ମନ୍ଦିର ପରିଚାଳନା କମିଟିର ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛିା ବୈଠକ ପରେ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ କହିଛନ୍ତି ଯେ, କୋଭିଡ୍-୧୯ ପରିପ୍ରେକ୍ଷୀରେ ମଇ ୩ ତାରିଖରେ ଲକ୍ ଡାଉନ୍ ଅବଧି ଶେଷ…
ପୋଲିସ ବିଭାଗରୁ ସ୍ବେଚ୍ଛାକୃତ ଅବସର ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର
ସୁନ୍ଦରଗଡ଼/ horachand deuria :- ତଳସରା ଥାନା ଅନ୍ତର୍ଗତ ପେରୁଆଭାଡ଼ି ଜଙ୍ଗଲ ରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଆଜି ସକାଳୁ କିଛି ଗ୍ରାମବାସୀ ଦେଖିବା ପାଇଁ ପାଇଥିଲେ | ଗ୍ରାମବାସୀ ମାନେ ତୁରନ୍ତ ତଳସରା ପୋଲିସକୁ ଖବର ଦେଇଥିଲେ | ଖବର ପାଇ ତଳସରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ…
କଲ୍ୟାଣ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୭.୪୫ ଲକ୍ଷ ଟଙ୍କା
ରାୟଗଡ଼ା ରୁ ସିଦ୍ଧାର୍ଥ ଦାଶ : ରାୟଗଡ ଜିଲ୍ଲା କଲ୍ୟାଣ ବିଭାଗ ଶିକ୍ଷକ ଓ ଶିକ୍ଷାନୁପରିଦର୍ଶକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ରେକର୍ଡ ପରିମାଣର ୭,୪୫,୬୧୧ ଟଙ୍କାର ଅର୍ଥ ରାଶି ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ରାୟଗଡ଼ ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର…
ରାଜବୋଡାସମ୍ବର ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ ।
ପଦ୍ମପୁର-କରୋନା ଭୂତାଣୁ ଓ ମଣିଷ ଲଢେଇରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଙ୍ଖା ବଢିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟ ତାଲାବନ୍ଦ ପରେ ଏବେ ଦ୍ବିତୀୟ ପର୍ଯ୍ୟାୟ ତାଲାବନ୍ଦ ଜାରି ରହିଛି । ତାଳାବନ୍ଦ ଯୋଗୁଁ ଅତ୍ୟାବଶ୍ୟକ ସେବା ବ୍ୟତୀତ ସମସ୍ତ ସେବା ବନ୍ଦ ରହିଛି । ଏହି ତାଲାବନ୍ଦ ଅସହାୟ…
ଭଦ୍ରକ ଜିଲ୍ଲାରୁ ପୁଣି ୪ ପଜିଟିଭ |
ଭୁବନେଶ୍ୱର (ଶାସକ ପ୍ରଶାସକ )ପୁଣି ୪ କରୋନା ପଜିଟିଭ ଚିହ୍ନଟ । ଏମାନେ ସମସ୍ତେ ଭଦ୍ରକ ଜିଲ୍ଲାରୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି । ଏମାନଙ୍କ ବୟସ ଯଥାକ୍ରମେ ୪୦, ୨୯ ୪୧ ଓ ୨୪ ବର୍ଷ | ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ରେ ପହଁଚିଲା । ଏମାନଙ୍କ ମଧ୍ୟରୁ 2ଜଣ…
୧୫ ଦିନ ଭିତରେ ବଲାଙ୍ଗୀର, ୨୦ ଦିନ ଭିତରେ ବାରିପଦାରେ ହେବ କୋଭିଡ ଟେଷ୍ଟ
http://www.youtube.com/watch?v=VQuPzgYIwLA
ଦିଲ୍ଲୀପ କୁମାର ମହାନ୍ତି/ ବାରିପଦା- ସମଗ୍ର ବିଶ୍ବର ୨୧୦ ଦେଶରେ ମହାମାରୀ କରୋନା କାୟା ବିସ୍ତାର କରି ଥିବା ବେଳେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଓଡିଶା ସରକାର ମଧ୍ୟ…