ରାଷ୍ଟ୍ରୀୟ ବାଲ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ଦଳୁଆ ସେବାଶ୍ରମରେ ଦନ୍ତ ଚିକିତ୍ସା ଶିବିର

 ଛାତ୍ରଛାତ୍ରୀଙ୍କୁ ଓରାଲ ହାଇଜିନ ବିଷୟରେ ଶିଖାଇଲେ ଦାନ୍ତ ବିଶେଷଜ୍ଞ    ଭୁବନେଶ୍ୱର(ଶାସକ ପ୍ରଶାସକ) : ସୁସ୍ଥ ଶିଶୁ ସୁସ୍ଥ ଶୈଶବ ସୁସ୍ଥ କୈଶୋର, ତେବେ ଯାଇ ଏକ ସୁସ୍ଥ ସମାଜ ତଥା ଦେଶର ଗଠନ ହୋଇ ପାରିବ | ଆମେ ଶରୀର ପ୍ରତି ସର୍ବୋପରି ଶରୀରର ପ୍ରତ୍ୟେକ ଅଙ୍ଗ ଆମେ  ପ୍ରତି ଯତ୍ନବାନ ହେଲେ…

ଜାତୀୟ ସେବା ଶିବିର ଉଦଯାପିତ

ମେଲଛାମୁଣ୍ଡା(ମନୋଜ ଭୋଇ)-ମେଲଛାମୁଣ୍ଡା ମହାବିଦ୍ୟାଳୟସ୍ଥିତ ଜାତୀୟ ସେବା ସଂସ୍ଥା  ପକ୍ଷରୁ ସପ୍ତାହବ୍ୟାପୀ  ମାଟିଆମହୁଲ ଗ୍ରାମରେ  ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଶୀତକାଳୀନ ଜାତୀୟ ସେବା ଶିବିର ସୋମବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନୋଦ ବିହାରି…

ତପ୍ତପାଣିରେ ଦୁର୍ଘଟଣାରେ ୭ ମୃତ : ମୁଖ୍ୟମନ୍ତ୍ରୀ ପ୍ରକାଶ କଲେ ଗଭୀର ଦୁଃଖ 

ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଭୁବନେଶ୍ୱର : ତପ୍ତପାଣି ଠାରେ ଆଜି ଭୋରରୁ ଘଟିଥିବା ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୭ ଜଣଙ୍କ ଦୁଃଖଦ ମୃତ୍ୟୁ ଘଟଣାରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଶୋକସନ୍ତପ୍ତ ପରିବାର…

ସିଏଏ ବିରୁଦ୍ଧରେ ଗୁଜବ ସୃଷ୍ଟି କରି ଭୋଟବ୍ୟାଙ୍କ ରାଜନୀତି କରୁଛନ୍ତି ବିରୋଧୀ: ସମୀର ମହାନ୍ତି 

ମୟୁରଭଂଜଠାରେ ନାଗରିକତା ସଂଶୋଧନ ଆଇନ ସଚେତନତା ରାଲି ଏବଂ ବିଶାଳ ଜନସମାବେଶରେ ସଚେତନ କଲେ ରାଜ୍ୟ ସଭାପତି   ନାଗରିକତା ସଂଶୋଧନ ଆଇନ ଦେଶରେ ନାଗରିକତା ଦେବ କାହାର ନେବ ନାହିଁ   ନାଗରିକ ସଂଶୋଧନ ଆଇନ ଦ୍ୱାରା କୌଣସି ଭାରତୀୟଙ୍କର ଅଧିକାର କ୍ଷୁର୍ଣ୍ଣ ହେବନି   ବିରୋଧୀ କଂଗ୍ରେସ ସମେତ…

“ଭଞ୍ଜ ମାଟିର ବରପୁତ୍ର ଚୈତନ୍ୟ ପ୍ରସାଦ ଥିଲେ ମୟୁରଭଞ୍ଜରେ ଶିକ୍ଷା ବିପ୍ଲବର ସୂତ୍ରଧର” 

ବିଜୁ ଭବନରେ ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ପାଳିତ ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ବିଜୁ ଭବନ ତଥା ବିଜେଡ଼ିର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ମୟୂରଭଞ୍ଜ ବରପୁତ୍ର ତଥା କର୍ମବୀର, ଜନନାୟକ ଆଦିବାସୀ ନେତା ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ପ୍ରଥମ…

ଜମୁଛି ଆଦିବାସୀ ମେଳା :  ଦି ଦିନରେ  ଅଢେଇ ଲକ୍ଷ ଲୋକ ସମାଗମ

ବ୍ୟବସାୟ ପରିମାଣ କୋଟିଏରୁ ଅଧିକ : ବଢୁଛନ୍ତି ବିଦେଶୀ ପର୍ଯ୍ୟଟକ ଭୁବନେଶ୍ୱର, (ଶାସକ ପ୍ରଶାସକ): ଜାନୁୟାରୀ ୨୬ ତାରିଖରୁ ଇଡ୍କୋ ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଥିବା ରାଜ୍ୟ ସ୍ତରୀୟ ଆଦିବାସୀ ମେଳାକୁ ଦୁଇ ଦିନରେ ପ୍ରାୟ ଅଢେଇ ଲକ୍ଷ ଲୋକ ଆସିଥିବାବେଳେ ପ୍ରଥମ ଦିନରେ ହିଁ ଦେଢ଼ ଲକ୍ଷରୁ…

ମନମୋହିଲେ ସିଆରପିଏଫ :  ଗରିବଙ୍କୁ ବାଣ୍ଟିଲେ ଅତ୍ୟାବଶ୍ୟକ ସାମଗ୍ରୀ।

http://www.youtube.com/watch?v=wrkgPN1BiAI ଜାମସେଠ:-(ରାଜେନ୍ଦ୍ର କୁମାର ପ୍ରଧାନ):-ବରଗଡ଼ ଜିଲ୍ଲା ବରତୁଣ୍ଡା ନୂଆଡିହି ଠାରେ 189 ସିଆରପିଏଫ ବାଟାଲିଅନ ଦ୍ୱାରା ଆୟୋଜିତ ସିଭିକ ଆସ୍କନ ୨୦୨୦ ପ୍ରୋଗ୍ରାମ ଜରିଆରେ ଅଞ୍ଚଲର ନିରିହ ଗରିବ ମାନଙ୍କୁ ବାଣ୍ଟିଲେ କମ୍ବଳ, ସୋଲାର ଲାଇଟ ରନ୍ଧନ…

ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ଭେଉଁରିଆ ଦଳ ସେମିଫାଇନାଲରେ

ପଦ୍ମପୁର- ଦିର୍ଘ ୧୯ ବର୍ଷରେ ପଦାର୍ପଣ କରି ଚାନ୍ଦିନୀ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥାନୀୟ ଖେଳପଡିଆ ଠାରେ ଆଜି ତୃତୀୟ  ଦିବସ ରେ ଖୁବ୍ ମଜାଦାର୍ ମୁଡରେ ଖେଳ ଚାଲିଛି| ଟୁର୍ଣ୍ଣାମେଣ୍ଟ କୁ ସାଫଲ୍ୟ ମଣ୍ଡିତ କରିବାର ପ୍ରୟାସରେ ଆଜିକାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ ବୁକୁରାମୁଣ୍ଡା…

ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ 

ଭୁବନେଶ୍ୱର( ଶାସକ ପ୍ରଶାସକ)  ପରଲୋକଗତ ପ୍ରଖ୍ୟାତ ସଂଗୀତ ବିଶାରଦ ସ୍ବର୍ଗତ ସୁନନ୍ଦା ପଟନାୟକଙ୍କ ନାମରେ ପ୍ରତିଷ୍ଠା ହେବ ଚେୟାର ଆଉ ଆରମ୍ଭ କରାଯିବ ସୁନନ୍ଦା ସମ୍ମାନ |  ଏ ବିଷୟ ଆଜି ଘୋଷଣା କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଏହା ସହିତ ଆସନ୍ତା କାଲି  ପାଳିତ ହେବ ରାଜ୍ୟସ୍ତରୀୟ…

ଅନୁପ୍ରବେଶକାରୀଙ୍କ ପରିଚୟ ପଦାରେ ପଡିଯିବ ବୋଲି ଡର କି  : ଖାରବେଳ

ଭୁୁବନେଶ୍ୱର,(ଶାସକ ପ୍ରଶାସକ): ଆସନ୍ତା ସଂସଦର ଅଧିବେଶନ ଅବ୍ୟବହିତ ପୂର୍ବରୁ ରାଜ୍ୟ ଶାସକ ବିଜେଡି ତରଫରୁ ଉଠାଯିବାକୁ ଥିବା ପ୍ରସଙ୍ଗ ମାମଲାରେ ବିଜେଡିକୁ କଟୁ ସମାଲୋଚନା କରିଛନ୍ତି ବିଜେପିର ବରିଷ୍ଠ  ନେତା ତଥା ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁ । ବିଜେଡି ସଂସଦୀୟ ଦଳର ବୈଠକ ପରେ ସାଂସଦ…