Sign in
Sign in
Recover your password.
A password will be e-mailed to you.
ହାରିଗଲେ ବାଳକୃଷ୍ଣ : ଅନାସ୍ଥା ପ୍ରସ୍ତାବ ଗୃହିତ
ନୂଆପଡା (ଅମିତ ପୁରୋହିତ) ; ଖଡିଆଳ ବ୍ଲକ ଅଧ୍ୟକ୍ଷଙ୍କ ବିପକ୍ଷରେ ଥିବା ଅନାସ୍ଥା ପ୍ରସ୍ତାବ ଆଜି ଗୃହିତ ହୋଇଛି । ପୂର୍ବାନୁସାରେ ଖଡିଆଳ ବ୍ଲକ ଅଧ୍ୟକ୍ଷ ବାଳକୃଷ୍ଣ ଶବରଙ୍କ ନାମରେ ଅନାସ୍ଥା ପ୍ରସ୍ତାବ ଆଗତ କରାଯାଇଥିଲା । କିନ୍ତୁ ମାନ୍ୟବର ହାଇକୋର୍ଟ ଙ୍କ ରହିତାଦେଶ ଯୋଗୁଁ ଗତ ନଭେମ୍ବର ୧…
କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀଙ୍କ ଅଚାନକ କଳିଙ୍ଗ ଷ୍ଟାଡିୟମ ଗସ୍ତ : ବିଜୁ ଯୁବବାହିନୀ କାର୍ଯ୍ୟକ୍ରମର କଲେ ତଦାରଖ
ଖେଲୋ ଇଣ୍ଡିଆ ଲାଗି ସମସ୍ତ ଭିତ୍ତିଭୂମିକୁ ସୁଦୃଢ଼ ରଖିବା ପାଇଁ ନିର୍ଦ୍ଦେଶ
ଭୁବନେଶ୍ୱର(ଶାସକ ପ୍ରଶାସକ): ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ମଧ୍ୟାହ୍ନରେ ଅଚାନକ କଳିଙ୍ଗ ଷ୍ଟାଡିୟମ ଗସ୍ତ କରିବା ସହିତ ବିଜୁ…
କଥା ରଖିଲେ ପଦ୍ମପୁର ଉପଜିଲ୍ଲାପାଳ
http://www.youtube.com/watch?v=Quoa9544e4s
ମୃତ ଶ୍ରମିକଙ୍କ ଗାଁକୁ ଯାଇ ପରିବାରକୁ ଯୋଗାଇଦେଲେ ଆର୍ଥିକ ସହାୟତା
ବରଗଡ(ଶାସକ ପ୍ରଶାସକ) :- ଗତ ଦୁଇ ଦିନ ତଳେ ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅମଠି ମାର୍କେଟ ୟାର୍ଡରେ ଏକ ଟ୍ରକରେ ଧାନ ଲୋଡ଼ କରୁଥିବା ସମୟରେ ଜଣେ ଶ୍ରମିକ କାର୍ତ୍ତିକ…
ରାଜ୍ୟରେ ପ୍ରଥମ : ସମ୍ ହସ୍ପିଟାଲରେ ହେଲା ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟ୍ୟୁବୋପ୍ଲାଷ୍ଟି
ଭୁବନେଶ୍ୱର, (ଶାସକ ପ୍ରଶାସକ): ଓଡ଼ିଶାରେ ପ୍ରଥମ ଥର ପାଇଁ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେନ୍ ଆଣ୍ଡ ସମ୍ ହସ୍ପିଟାଲରେ ଏଣ୍ଡୋସ୍କୋପିକ୍ ବେଲୁନ୍ ୟୁଷ୍ଟୋସାନ୍ ଟ୍ୟୁବୋପ୍ଲାଷ୍ଟି ପ୍ରକ୍ରିୟାରେ କର୍ଣ୍ଣନଳୀରେ ଉପୁଜୁଥିବା…
ସରିଲା ସାରାଙ୍କ ଦ୍ଵିତୀୟ ଉଡ଼ାଣ : ଆତ୍ମବିଶ୍ୱାସ ନେଇ ଫେରିଲେ ଶିବିରାର୍ଥୀ
http://www.youtube.com/watch?v=Wrly_Bjf1Ds
ସରିଲା ଏକ ମାସର ପ୍ରଶିକ୍ଷଣ କାର୍ଯ୍ୟକ୍ରମ "ଉଡ଼ାଣ"-ଦ୍ବିତୀୟ ସଂସ୍କରଣ
-ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବେକାର ଯୁବକ ଓ ଯୁବତୀ ମାନଙ୍କ ନିମନ୍ତେ ଗତ ଏକ ମାସ ଧରି ଜିଲ୍ଲା ପୋଲିସ ପକ୍ଷରୁ ଖାସ କରି ଏସପି…
ନୂଆପଡ଼ାରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବୀ : ହର୍ଷବର୍ଦ୍ଧନଙ୍କୁ ଭେଟିଲା ପ୍ରତିନିଧି ଦଳ
ନୂଆପଡ଼ା(ଅମିତ ପୁରୋହିତ ): ଉପାନ୍ତ ତଥା ଅନୁନ୍ନତ ପଛୁଆ ଆଦିବାସୀ ବହୁଳ ଜିଲ୍ଲାରେ ଲୋକେ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ରହୁଛନ୍ତି । ମେଡ଼ିକାଲ କଲେଜ ପ୍ରତିଷ୍ଠା କରାଗଲେ ଲୋକେ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରନ୍ତେ ବୋଲି ଜିଲ୍ଲାବାସୀ ଆଶା ବାନ୍ଧିଛନ୍ତି । ଅନ୍ୟପକ୍ଷେ ମେଡ଼ିକାଲ…
ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ବିମାନ ଚଳାଚଳ ପାଇଁ ସଂସଦରେ ଦାବି ଉଠାଇଲେ ସସ୍ମିତ
ନୂଆଦିଲ୍ଲୀ (ଶାସକ ପ୍ରଶାସକ) : ଲଗାତାର ଭାବେ ଓଡ଼ିଶାର ବିଭିନ୍ନ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କ ନିକଟରେ ଦୃଢ ଦାବି ଉପସ୍ଥାପିତ କରି ଆସୁଥିବା ରାଜ୍ୟସଭା ସାଂସଦ ଡଃ ସସ୍ମିତ ପାତ୍ର ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ସିଧାସଳଖ ବିମାନ…
“ଅଙ୍ଗ ଦାନ ଏକ ମହତ ଦାନ, ଆବଶ୍ୟକ ପଡ଼ିଲେ ହେଲିକପ୍ଟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ”
ପ୍ରଥମ କାଡାଭେରିକ୍ କିଡ୍ନି ପ୍ରତ୍ୟାରୋପଣ କରିଥିବା ଡାକ୍ତରୀ ଦଳଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର : ଗତ ୪ ତାରିଖରେ ଗଞ୍ଜାମର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ କିଡ୍ନି ଦୁଇଟିକୁ ସଫଳତାର ସହ ଅନ୍ୟ ଦୁଇ ରୋଗୀଙ୍କ ଶରୀରରେ ପ୍ରତ୍ୟାରୋପଣ କରି…
ବଦଳିଲା ନାମ, ଆଂଚଳିକ କର୍କଟ କେନ୍ଦ୍ରରୁ ହେଲା ସ୍ନାତ୍ତକୋତ୍ତର ପ୍ରତିଷ୍ଠାନ
କଟକ(ଶାସକ ପ୍ରଶାସକ) : ଆଚାର୍ଯ୍ୟ ହରିହରଙ୍କ ନାମରେ ନାମିତ କଟକସ୍ଥିତ ଆଚାର୍ଯ୍ୟ ହରିହର ଆଂଚଳିକ କର୍କଟ କେନ୍ଦ୍ରର ନାମ ପରିବର୍ତ୍ତନ କରାଯାଇଛି | ଆଂଚଳିକ କର୍କଟ କେନ୍ଦ୍ର ବଦଳରେ ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ ଯୋଡ଼ା ଯାଇଛି | ଏବେଠାରୁ ତାହା ‘ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର…
ମହିଳା ସ୍ନାତକ ମହାବିଦ୍ୟାଳୟର ୯ମ ବାର୍ଷିକ ଉତ୍ସବ-୨୦୨୦
http://www.youtube.com/watch?v=w-nOjzqUP50
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ମହାବିଦ୍ୟାଳୟର ୯ମ ବାର୍ଷିକ ଉତ୍ସବ-୨୦୨୦ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା…