ମଦ୍ୟପ ଡ୍ରାଇଭରର ଉନ୍ମତ କାଣ୍ଡ : ତାପରେ କି ଛେଚା…..!(ଦେଖନ୍ତୁ ଭିଡିଓ)

http://www.youtube.com/watch?v=9JeghgdRjdQ ସିରିଜ ଦୁର୍ଘଟଣା ଘଟାଇଲା, ବାରିପଦାରେ ଚାଞ୍ଚଲ୍ୟ ଖେଳାଇଲା ବାରିପଦା,(ଦିଲ୍ଲୀପ ମହାନ୍ତି ): -  ଫେବୃଆରୀ ୧୫ ରାତି ପ୍ରାୟ ୧୦ଟା ସମୟରେ ବାରିପଦା ସହରରେ ଏକ ଭୟର ପରିବେଶ ଖେଳାଇ ଦେଇଥିଲା ମଦ୍ୟପ ଡ୍ରାଇଭର। ଏକ ଜେ ଏଚ-୦୫ ବିସି ୩୩୬୮…

କଳା ଏବଂ ସୃଜନଶୀଳତାର ଏନ୍ତୁଡ଼ିଶାଳ ହେଉଛି ମୟୂରଭଞ୍ଜ: ମହାରାଣୀ ରଶ୍ମୀରାଜ୍ୟଲକ୍ଷ୍ମୀ

କ୍ରିଏଟିଭ୍ ସ୍କୁଲ ଅଫ ଆର୍ଟ ଏଣ୍ଡ କ୍ରାଫ୍ଟସର ଚିତ୍ର ପ୍ରଦର୍ଶନୀ ଉଦଯାପିତ  ବାରିପଦା(ଦିଲ୍ଲୀପ ମହାନ୍ତି)- କଳା ଏବଂ ସୃଜନଶୀଳତାର ଏନ୍ତୁଡ଼ିଶାଳ ହେଉଛି ମୟୂରଭଞ୍ଜ । ଏଠାକାର ପ୍ରତିଟି ବ୍ୟକ୍ତି କଳାର ପୂଜାରୀ ତଥା ପ୍ରଶଂସକ । ଘରେ ଘରେ ଏଠି କଳାକାର ଜନ୍ମ ନିଅନ୍ତି । ଏଠାକାର ପାଣି, ପବନ,…

ପୁଣି ଅଚାନକ : “ଉତ୍କଳମଣି ଗୋପବନ୍ଧୁ ସ୍ମୃତି”ରେ ଅରୁଣ 

ଭୁବନେଶ୍ୱର(ଶାସକ ପ୍ରଶାସକ): ଶନିବାର ଅପରାହ୍ନରେ ଅଚାନକ ସାକ୍ଷୀଗୋପାଳସ୍ଥିତ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ଗସ୍ତ କରିଥିଲେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡଃ ଅରୁଣ କୁମାର ସାହୁ | ଏହି ଗସ୍ତ ସମୟରେ ମନ୍ତ୍ରୀ ଡ. ସାହୁ…

ଗୋରୁ ଗାଈଙ୍କ ପରେ ଏବେ ବୃଦ୍ଧି ପାଇଲାଣି ଷଣ୍ଢ ଚାଲାଣ : ୨ ଅଟକ

ବାରିପଦା(ଦିଲ୍ଲୀପ ମହାନ୍ତି)- ଷଣ୍ଢ ଚାଲାଣ କରୁଥିବା ବେଳେ ଦୁଇ ଅଟକ । ଏପରି  ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଧୀନରେ। ଗତକାଲି ରାତିରେ ପୋଲିସ କଦଳିଆ ରଘୁନାଥପୁର ରାସ୍ତାରେ ପେଟ୍ରୋଲିଂ କରୁଥିବା ସମୟରେ ଓଡ଼ି ୦୧ ଏଡି ୪୬୭୫   ନମ୍ବର ବିଶିଷ୍ଟ ଏକ ପିକଆପ ଭେନରେ…

ଚାଷୀଙ୍କ ଦାବି ରହିଲା, ଆମରଣ ଅନଶନରୁ ଉଠିଲେ ଚାଷୀ : ଟୋକନ ମିଳିବା ସହ ଧାନ କିଣାହେବ

ବରଗଡ :- ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଡଭା ଠାରେ ଚାଲିଥିବା ଚାଷୀ ଆନ୍ଦୋଳନ ଓ ଧାରଣା ଆଜି ରାତି 8 ଘଣ୍ଟା ସମୟରେ ପ୍ରଶାସନିକ ପ୍ରତିଶ୍ରୁତି ପରେ ପ୍ରତ୍ୟାହାର ହେଇଯାଇଛି । ଧାରଣା ଓ ଅନଶନ କୁ ଚାଷୀମାନେ ବନ୍ଦ କରିବା ସହିତ ଆସନ୍ତା କାଲି ସକାଳୁ ଧାରଣା ସ୍ଥଳରୁ ସମସ୍ତ ଧାନ ବସ୍ତା ଉଠେଇ ନେବା…

ଚାଷୀ ଧାନ ଉପୁଜେଇବ, ବିକିବାକୁ ରାସ୍ତାରେ ବସିବ : ତେବେ ଏ ପ୍ରଶାସନ ଅଛି କାହିଁକି !!!

ବରଗଡ଼/ ଶାସକ ପ୍ରଶାସକ : ବରଗଡ଼ ଜିଲ୍ଲା ଡ଼ଭା ଝାରବନ୍ଦ ରାସ୍ତା ର ଡ଼ଭା ବଜାର ଠାରେ 5000 ବସ୍ତା ଧାନ ରଖି ଡ଼ଭା ସୋସାଇଟି ର ଚାଷୀ 4 ଦିନ ହେଲା କରିଛନ୍ତି ରାସ୍ତାରୋକ ଓ ଆମରଣ ଅନଶନ । 191 ଜଣ ଚାଷିଙ୍କର ବହୁ ଚେଷ୍ଟା ପରେ ମଧ୍ୟ ହୋଇନି ଟୋକାନ  ତେଣୁ ଧାନ ବିକ୍ରୀ କରି ନ ପାରି ବହୁତ…

ବାଇକ-ହାଇୱା ମୁଁହା ମୁହିଁ ଧକ୍କା,: ବାଇକ ଚାଳକ ମୃତ, ଡ୍ରାଇଭର ହାଇୱା ଛାଡ଼ି ଫେରାର

ବାରିପଦା(ଦିଲ୍ଲୀପ ମହାନ୍ତି)- ବାରିପଦା ସହର ମଧ୍ୟ ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ମରଣ ଯନ୍ତା ପାଲଟି ଯାଇଛି । ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନୀର କାରଣ ପାାଲଟି ଥିବା ବେଳେ ଫେବୃଆରୀ ୧୫ ସକାଳ ପ୍ରାୟ ୭.୨୫  ପାଖାପାଖି ଦାରୋଗାଡ଼ାହି ଗୋଲେଇ ନିକଟ ୧୮ ନମ୍ବର…

ଜେଲ ଗଲେ କନେଷ୍ଟବଳ

ବାରିପଦା (Dillip Mohanty) :  ବଡ଼ସାହି ହିଙ୍ଗୁଳା ମେଳାରେ ନିଶାସକ୍ତ ଅବସ୍ଥାରେ ଡିଉଟିରେ ରହି ଭକ୍ତଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ବାରିପଦା ରିଜର୍ଭରେ କାର୍ଯ୍ୟରତ ତଥା ମୟୂରଭଞ୍ଜ ଜିଲ୍ଲା ରରୁଆ ଥାନା ଅନ୍ତର୍ଗତ ଦେଉଳି ଗ୍ରାମର ଗଗନ ବିହାରୀ ନାଏକଙ୍କୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ…

ଲୁଲୁ ମହାପାତ୍ର ମରିନାହାନ୍ତି,  ଛାତ୍ର ଯୁବ ସମାଜଙ୍କ ହୃଦୟରେ ଅମର ହୋଇଅଛନ୍ତି  : ସୁର 

ଲୁଲୁ ମହାପାତ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳନ ଭୁବନେଶ୍ୱର(ଶାସକ ପ୍ରଶାସକ) -  ଲୁଲୁ ମହାପାତ୍ର ରାଜ୍ୟସ୍ତରୀୟ ସ୍ମୃତି କମିଟି ତରଫରୁ ଦିବଗଂତ କଂଗ୍ରେସ ନେତା ଶ୍ରୀଯୁକ୍ତ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ୫୬ତମ ଜନ୍ମଦିବସ ପାଳନ କରାଯାଇଅଛି । ସ୍ଥାନୀୟ କ୍ୟାପିଟାଲ ହାଇସ୍କୁଲ…

ଓଡଗାଁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଜେଜେମା-ଜେଜେବାପା ସମ୍ମିଳନୀ

ଓଡଗାଁ, (ଶ୍ରୀକାନ୍ତ ମିଶ୍ର): ଶିଶୁମାନଙ୍କ ପାଇଁ ଅଜା-ଆଈ ଓ ଜେଜେମା-ଜେଜେ ବାପା ମାନଙ୍କର ଭୁମିକା କିଛି କମ ନୁହେଁ । ନାତି ନାତୁଣୀ ମାନଙ୍କ ପାଇଁ ସେମାନଙ୍କ ମନରେ ଏକ ଆବେଗ ଭରିରହିଥାଏ । ବାଲ୍ୟ ଅବସ୍ଥାରୁ ସେମାନଙ୍କ ଲାଳନ ପାଳନ ଠାରୁ ପ୍ରତେକ କ୍ଷେତ୍ରରେ ସେମାନେ ଶିଶୁର ବୃଦ୍ଧିରେ ଆନନ୍ଦ…