Sign in
Sign in
Recover your password.
A password will be e-mailed to you.
ଜ୍ୟୋତିନଗର କ୍ରିକେଟ ଉଦଯାପିତ: ଡାଙ୍ଗବାହାଲ ଚମ୍ପିୟାନ
ପଦ୍ମପୁର(ଶାସକ ପ୍ରଶାସକ) : ପଦ୍ମପୁର ନିକଟସ୍ଥ ମହୁଲପାଲି ଠାରେ ଜେ.ସି.ସି. ଦ୍ଵାରା ଆୟୋଜିତ ୨ୟ ଜ୍ୟୋତିନଗର କ୍ରିକେଟ ଉଦଯାପିତ ହୋଇଯାଇଛି। ରବିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଡାଙ୍ଗବାହାଲ ଦଳ ନିର୍ଦ୍ଧାରିତ ୧୦ ଓଭରରେ ୫ ଉଇକେଟ ହରାଇ ୮୯ ରନ ସଂଗ୍ରହ କରିଥିଲେ।…
୧୦୧ କୁଣ୍ତୀୟ ବିଶ୍ବଶାନ୍ତି ମହାଯଜ୍ଞ
ପଦ୍ମପୁର,(ଶାସକ ପ୍ରଶାସକ) କଟାବାହାଲ ଗ୍ରାମ ପଞ୍ଚାୟତ ଗାଈଗୋଠ କୁଲିଆରୀ ଠାରେ ୧୦୧ କୁଣ୍ତୀୟ ବିଶ୍ବଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୂତି ହୋଇଛି। ପଂଚଗାଁ କମିଟୀ ଓ ମାତୃଶକ୍ତିର ମିଳିତ ପ୍ରୟାସରେ ଅନୁଷ୍ଠିତ ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ସ୍ବାମୀ ବିବେକାନ ନ୍ଦ ସରସ୍ବତୀ,ବୃହସ୍ପତୀ…
ରାୟଗଡ ଜିଲ୍ଲା ବିଜେଡି ସଭାପତି ଭାବେ ସୁଧୀର ଦାଶ ହେବା ଥୟ
ରାୟଗଡ (ସରୋଜ ସାହୁ) ରାୟଗଡ ଜିଲ୍ଲା ବିଜେଡି ସଭାପତି ପଦ ନିମନ୍ତେ ସୁଧୀର ଦାଶ ଜଣେ ମାତ୍ର ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଫଳରେ ଶ୍ରୀ ଦାଶ ନିର୍ଦନ୍ଦ୍ୱରେ ବିଜେଡି ଜିଲ୍ଲା ସଭାପତି ହେବା ନେଇ ସୁନିଶ୍ଚିତ ହୋଇଯାଇଛି । ବରିଷ୍ଠ ବିଜେଡା ନେତା ତଥା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ…
ରାୟଗଡ ଠାରେ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞ
ରାୟଗଡ(ସରୋଜ ସାହୁ) ରାୟଗଡ ସହର ସ୍ଥିତ ଇନ୍ଦିରା ନଗର ଦ୍ୱିତୀୟ ଗଳି ଠାରେ ଚଳିତ ମାସ ୧୫ ତାରିଖ ଠାରୁ ୧୮ ତାରିଖ ପର୍ଯ୍ୟନ୍ତ ୨୪ କୁଣ୍ଡିୟ ଗାୟତ୍ରୀ ମହାଯଜ୍ଞର ଆରମ୍ଭ ହୋଇଯାଇଛି । ପ୍ରଥମ ଦିବସରେ କଳସ ଯାତ୍ରା, ସଂଗୀତ, ପ୍ରବଚନ, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିବା ବେଳେ ୧୬ ତାରିଖ ଠାରୁ…
ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ
ସମ୍ବଲପୁର-ପଡିଆବାହାଲ,(ରମାକାନ୍ତ ବିଶ୍ୱାଳ ): ଯୁଯୁମୁରା ବ୍ଲକ ଲିପିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଣ୍ଠି ଗ୍ରାମରେ ଇତି ମଧ୍ୟରେ ଅଷ୍ଟପ୍ରହରୀ ନାମଯଜ୍ଞ ସହିତ ଏକ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ବାସୁଦେବ ଷଡ଼ଙ୍ଗୀ ଓ ସାଥିଙ୍କ ସହ ହୋମ ପୁଜା ଆଦି…
ଓଡିଶା ମୋ ପରିବାର ଦ୍ୱାରା ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲେ ଶ୍ରମିକ
ବଲାଙ୍ଗିର ଓ ସୋନପୁରର ଶ୍ରମିକଙ୍କୁ ଦିଆଯାଉଥିଲା ନିର୍ଯ୍ୟାତନା : ପିଲାଙ୍କୁ ବି ଲଗାଯାଇଥିଲା କାମରେ
ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡିଶା ମୋ ପରିବାରର ହସ୍ତକ୍ଷେପରେ ତେଲେଙ୍ଗାନାରେ ଇଟାଭାଟିରେ କାମ କରୁଥିବା ବଲାଙ୍ଗୀର ଜିଲ୍ଲାର ୧୬ ଜଣ ଶ୍ରମିକ ଓ ସେମାନଙ୍କ ୫ ଜଣ ପିଲାଙ୍କୁ ଉଦ୍ଧାର…
ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷଠାରେ ଶିକ୍ଷକ ଓ ଶିକ୍ଷାଦାନ ଉପରେ କ୍ରିୟାତ୍ମକ ଗବେଷଣା ଆଭିମୁଖୀ-କରଣ ସମ୍ପର୍କିତ ଦୁଇ-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ…
ସାରସ୍ୱତ ସାଧକ ଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଉତ୍କଳ ହିତୈଷିଣୀ ସମାଜର ସହଯୋଗରେ ସାରସ୍ୱତ ସାଧକ ଶ୍ୟାମ ସୁନ୍ଦର ରାଜଗୁରୁଙ୍କ ୧୫୪ତମ ରାଜ୍ୟ ସ୍ତରୀୟ ଜୟନ୍ତୀ ଉତ୍କଳ ହିତୈଷିଣୀ ସଭାଗୃହ ଠାରେ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି।
ଏକାଡେମୀର ସାଧାରଣ…
ଶିଶୁ ମନ୍ଦିର ରେ ମାତୃ ପିତୃ ପୂଜନ ଦିବସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ରେ ମାତୃ ପିତୃ ପୁଜନ ଦିବସ ପାଳିତ ହୋଇଯାଇଛି।
ଏହି ଅବସର ରେ ଅନୁଷ୍ଠାନର ଛାତ୍ର ଛାତ୍ରୀ ମାନେ ନିଜ ନିଜ ପିତା ମାତା ମାନଙ୍କୁ ଏକ ଆବେଗ ମୟ ପରିବେଶରେ ପୂଜନ କରିଥିଲେ। ମହନ୍ତ ରାମାନନ୍ଦ ଦାଶ ଅତିଥି…
ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ବୀର ଶହୀଦ ଯବାନ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ୟରେ ତ୍ରିରଙ୍ଗା ଶୋଭାଯାତ୍ରା
http://www.youtube.com/watch?v=o3Zf3VipG-Y
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଗଜପତି ଜିଲ୍ଲା ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ପକ୍ଷରୁ ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୪ ଜଣ ବୀର ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ…